ବଲିଉଡ ର ଖଳନାୟକ ଅମରେଶ ପୁରୀଙ୍କ ଝିଅ ସୁନ୍ଦରତାରେ ନୁହଁନ୍ତି କୌଣସି ବଲିଉଡ ହିରୋଇନ ଠାରୁ କମ, ଏହା ସହିତ ଦେଖନ୍ତୁ ବଲିଉଡର ଅନ୍ୟ କିଛି ଖଳନାୟକଙ୍କ ସୁନ୍ଦରୀ ଝିଅଙ୍କୁ

ଗୋଟେ ଫିଲ୍ମରେ ଖଳନାୟାକର ବହୁତ ବଡ ଭୂମିକା ରହିଛି । ବିନା ଖଳନାୟକରେ ଫିଲ୍ମ ହୋଇ ପାରିବ ନାହିଁ । ଆପଣମାନେ ସମସ୍ତେ ଫିଲ୍ମରେ ଖଳନାୟକ ମାନଙ୍କୁ ଦେଖିଥିବେ । ବଲିଉଡରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁ ମାନେ ଖଳନାୟକର ଭୂମିକା ବହୁତ ଭଲ ଭାବରେ କରିଛନ୍ତି । ସେମାନେ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ଆପଣ ମାନେ କଣ ଏହି ଖଳନାୟକ ମାନଙ୍କ ଝିଅ ମାନଙ୍କ ବିଷୟରେ ଜାଣିଛନ୍ତି ।

ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଏହି ବଡ ବଡ ଖଳନାୟକ ମାନଙ୍କ ଝିଅ ମାନଙ୍କ ବିଷୟରେ ଜାଣିଛନ୍ତି । ଏହି ଖଳନାୟକ ମାନଙ୍କ ଝିଅମାନେ ଦେଖିବା ପାଇଁ କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ନୁହନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖଳନାୟକ ମାନଙ୍କ ଝିଅ ମାନଙ୍କ ବିଷୟରେ ।

୧. କବୀର ବେଦି


ଆପଣ ମାନେ ସମସ୍ତେ କବୀର ବେଦିଙ୍କ ଖଳନାୟକ ଭୂମିକାକୁ କୌଣସି ନା କୌଣସି ଫିଲ୍ମରେ ନିଶ୍ଚୟ ଦେଖିଥିବେ, କବୀର ବେଦିଙ୍କ ଝିଅର ନାମ ହେଉଛି ପୂଜା ବେଦି । ପୂଜା ବେଦି ବହୁତ ଫିଲ୍ମରେ କାମ କରିଛନ୍ତି ଓ ସେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।

୨. ଡେନି ଡାଞ୍ଜୋମ୍ପା

 

ବଲିଉଡର ବହୁତ ଫିଲ୍ମରେ ଡ୍ୟାନୀ ଖଳନାୟକ ଭୂମିକା କରି ଲୋକପ୍ରିୟତା ହାସିଲ କରିଛନ୍ତି । ବହୁତ ଫିଲ୍ମରେ ଡ୍ୟାନୀ ଏକ ଦମଦାର ଖଳନାୟକର ଭୂମିକା କରିଛନ୍ତି । ଡ୍ୟାନୀଙ୍କର ଝିଅର ନାମ ହେଉଛି ପେମା ଡାଞ୍ଜୋମ୍ପା । ଡେନି ବିଜନେସ କରନ୍ତି, ସେ ଦେଖିବା ପାଇଁ ବହୁତ ସୁନ୍ଦର ଓ ଷ୍ଟାଇଲିସ ଅଟନ୍ତି ।

୩. ଶକ୍ତି କପୁର


ବଲିଉଡର ଅଧିକାଂଶ ଫିଲ୍ମରେ ଶକ୍ତି କପୁର ଉଭୟ ଖଳନାୟକ ଓ କମେଡିଆନ ଭୂମିକା କରିଛନ୍ତି । ତାଙ୍କର ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ଶକ୍ତିଙ୍କ ଝିଅର ନାମ ହେଉଛି ଶ୍ରଦ୍ଧା କପୁର । ଶ୍ରଦ୍ଧା କପୁର ହେଉଛନ୍ତି ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଓ ତାଙ୍କର ସୁନ୍ଦରତା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ।

୪. ପ୍ରେମ ଚୋପଡା

ପୁରୁଣା ବଲିଉଡ ଫିଲ୍ମରେ ପ୍ରେମ ଏମିତି ବହୁତ ଖଳନାୟକ ଭୂମିକା କରୁଥିଲେ । ପ୍ରେମ ନିଜ କାରିୟରରେ ୩୫୦ରୁ ଅଧିକ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ପ୍ରେମଙ୍କର ୩ଟି ଝିଅ ଅଛନ୍ତି ଯେଉଁମାନେ ଦେଖିବା ପାଇଁ କୌଣସି ହିରୋଇନଙ୍କ ଠାରୁ କମ ନୁହେଁ । ହେଲେ ଏହି ତିନିଜଣ ଝିଅ ଲାଇମ ଲାଇଟରୁ ଦୂରରେ ରୁହନ୍ତି ।

୫. ଅମରେଶ ପୁରୀ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଖଳନାୟକ ହେଉଛନ୍ତି ଅମରେଶ ପୁରୀ । ଅମରେଶ ନିଜ ଦମଦାର ଅଭିନୟ ଦ୍ଵାରା ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ଅମରେଶ ଏହି ଦୁନିଆରେ ନଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା କମି ନାହିଁ । ଅମରେଶଙ୍କ ଝିଅର ନାମ ହେଉଛି ନମ୍ରତା ପୁରୀ । ନମ୍ରତା ହେଉଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର । ନମ୍ରତା ବହୁତ ସୁନ୍ଦର ଓ ଷ୍ଟାଇଲିସ ଦେଖାଯାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *