ପୋଲିସ୍‌ ହାତରେ ଗୋବିନ୍ଦଙ୍କ କାର୍‌, ଯେଉଁ କାରରେ ସେ ନେଇଥିଲେ ଶିକ୍ଷୟତ୍ରୀଙ୍କୁ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି । ମାମିତା ନାମକ ଜଣେ ସ୍କୁଲ ଶିକ୍ଷୟତ୍ରୀ ଗତ ୧୦ ଦିନ ହେବ ନି-ଖୋ-ଜ ଅଛନ୍ତି । ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ ପବ୍ଲିକ ସ୍କୁଲରେ ମାମିତା ଶିକ୍ଷୟତ୍ରି ଥିଲେ । ତେବେ ମାମିତା ନି-ଖୋ-ଜ ହେବା ପରେ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଭା-ଙ୍ଗି ପଡିଛନ୍ତି ।

ଏହି ମାମଲାରେ କୁ ନେଇ ବର୍ତ୍ତମାନ ରାଜନୈତିକ ବି-ବା-ଦ ଲାଗି ରହିଛି । କାରଣ ଏହି ମା-ମ-ଲା-ରେ କମିଟି ସଭାପତି ଗୋବିନ୍ଦଙ୍କ ସାହୁଙ୍କୁ ଜେ-ରା କରାଯାଇଛି । ଏହି ମାମଲା ପଛରେ ସଭାପତି ଗୋବିନ୍ଦ ସାହୁଙ୍କ ବେସ ବଡ ଭୂମିକା ରହିଛି । ଗତ କିଛି ସମୟ ପୂର୍ବେ ମାମିତାଙ୍କ ମା ଏକ ବଡ ବୟାନ ଦେଇ କହିଥିଲେ ଯେ, ଗତ ୮ ତାରିଖ ଦିନ ଗୋବିନ୍ଦ ମାମିତାଙ୍କ ଫୋନ କରି ତାଙ୍କ ପାଖକୁ ଡକାଇଥିଲେ ।

ଗୋବିନ୍ଦ ସାହୁ ଜଣେ ରାକ୍ଷାଶ ଅଟନ୍ତି । ସେ ମାମିତାଙ୍କୁ ଲୁଚାଇ ଦେଇଛନ୍ତି କିମ୍ବା ମା-ରି ଦେଇଛନ୍ତି ବୋଲି ତାଙ୍କ ମା କହିଥିଲେ । ବର୍ତ୍ତମାନ ଅନ୍ୟ ଏକ ବଡ ଖବର ସାମ୍ନାକୁ ଆସିଛି ।ବନ୍ଧୁଗଣ ଯେଉଁ କାରରେ ମାମିତାଙ୍କୁ ନେଇ ଯାଇଥିଲେ ସେହି କାର ବର୍ତ୍ତମାନ ସାମ୍ନାକୁ ଆସିଛି । ବଲାଙ୍ଗିର ସିନ୍ଧେକେଲା ଥା-ନା-ରେ ଏହି କାର୍‌କୁ ଆଣି ରଖାଯାଇଛି । ସେପଟେ କଳାହାଣ୍ଡି ପୋଲିସ୍‌ ମହାଲିଙ୍ଗ ଆଞ୍ଚଳିକ ମହା ବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ବୋର୍ଡା ଥାନାରେ ପଚରା ଉଚରା କରାଯାଇଛି ।

ଏହି କାରର ମାଲିକ ଗୋବିନ୍ଦ ସାହୁ ବୋଲି ଜଣା ପଡିଛି । ତେବେ ବନ୍ଧୁଗଣ ମାମିତାଙ୍କ ନି-ଖୋ-ଜ ହେବା ପଛରେ ଗୋବିନ୍ଦାଙ୍କ ବଡ ଭୂମିକା ଥିବାର ଜଣା ପଡୁଛି । ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *