ଭୋଜି ହଣ୍ଡାରେ ବସି ବିବାହ କରିବାକୁ ଗଲେ ବାର-କନ୍ୟା, ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ସବୁ ଅଦ୍ଭୁଦ ଘଟଣା ଘଟୁଛି । ଏହି ସବୁ ଘଟଣା ଗୁଡିକର ଭିଡିଓ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଘରେ ରହି ଘଟଣା ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଚର୍ଚାରେ ଅଛି ଓ ଲୋକମାନେ ଏହି ଘଟଣାର ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓଟି ହେଉଛି କେରଳ ରାଜ୍ୟର । ଭିଡିଓଟି ହେଉଛି ଏକ ବିବାହ ସମାରୋହର ।

ବିବାହରେ ସାଧାରଣତଃ ବର ନିଜ ବୋହୁକୁ ନେଇ କାରରେ ନେଇଥାଏ ହେଲେ ଏଠି ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ବିବାହ ପରେ ଭୋଜି ହଣ୍ଡା ଉଭୟ ବର କନ୍ୟା ଯାଉଥିବାର ନଜର ଆସିଛନ୍ତି । ଏହି ଦୃଶ୍ୟ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ବନ୍ଧୁଗଣ ଗତ କିଛି ଦିନ ହେବ କେରଳରେ ପ୍ରଚୁର ମାତ୍ରାରେ ବର୍ଷା ହେଉଛି ।

ବର୍ଷାର ପରିମାଣ ଏତେ ଅଛି ଯେ, ଏହି ବର୍ଷା ପାଇଁ କେତେକ ଘର ଭା-ସି ଯାଇଛି ଓ କେରଳର କିଛି ଜିଲ୍ଲାରେ ପାଣି ଭରି ଯାଇଛି । କେରଳର ସମସ୍ତ ଡ୍ୟାମ ଭରିଯିବା ସହ ଏନଡିଆରଏଫ ଓ ବାୟୁ ସେନା ଉଧାର କାର୍ଯ୍ୟ ଜାରି ରଖିଛନ୍ତି । ରାସ୍ତା ଘାଟରେ ପାଣି ଜମା ହୋଇଥିବାରୁ ବାର କନ୍ୟାଙ୍କୁ ଭୋଜି ହଣ୍ଡାରେ ଯିବାକୁ ପଡିଥିଲା ଯାହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେବାକୁ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *