କ୍ୟାମେରାରେ କ୍ୟାପଚର ହେଇଗଲା, ନହେଲେ କେହି ବି ବିଶ୍ଵାସ କରି ନଥାନ୍ତେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଦୁନିଆ ରେ ଏପରି କିଛି ଘଟଣା ଘଟିଥାଏ ଯାହାକୁ ବିଶ୍ୱାସ କରିବା ବହୁତ କଷ୍ଟ ହୋଇ ପଡ଼ିଥାଏ । ଯଦି କୌଣସି ପ୍ରମାଣ ନ ଥାଏ ତେବେ ଏହାକୁ କେହି ବିଶ୍ୱାସ ମଧ୍ୟ କରି ନ ଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏପରି କିଛି ଘଟଣା ସମ୍ପର୍କରେ ଜଣାଇବାକୁ ଯାଉଛୁ ଯଦି ଏହା କ୍ୟାମେରା ରେ ରେକର୍ଡ ହୋଇ ନ ଥାନ୍ତା ତେବେ କେହି ମଧ୍ୟ ଏହାକୁ ବିଶ୍ୱାସ କରି ନ ଥାନ୍ତେ । ତାହେଲେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ପରି କିଛି ଘଟଣା ବିଷୟରେ ।  ବନ୍ଧୁଗଣ ଟାଇମ ଟ୍ରାଭେଲ କୁ କେହି ମଧ୍ୟ ବିଶ୍ଵାସ କରନ୍ତି ନାହିଁ । ଟାଇମ ଟ୍ରାଭେଲ ଦ୍ୱାରା ମନୁଷ୍ୟ ପୁଣି ଥରେ ନିଜ ଅତୀତ କିମ୍ବା ଭବିଷ୍ୟତ କୁ ଯାଇପାରିଥାଏ ।

କିନ୍ତୁ ଏହାକୁ କେତେକ ଲୋକ ବିଶ୍ୱାସ କରି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ କେତେକ କଥା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଏହି ବିଷୟ ରେ ଜାଣିପାରିବେ । ପ୍ରଥମ ଟି ହେଉଛି ଗୋଟିଏ ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ ଗୋଟିଏ ରାସ୍ତା ରେ ଏକ କାର ରାସ୍ତା ପାର ହେଉଥିବା ସମୟ ରେ ହଟାତ ସେହି କାର ସମ୍ମୁଖରେ ଆଉ ଏକ କାର ଆସି ଯାଇଥିଲା । କିନ୍ତୁ ପୂର୍ବ ରୁ ସେହି ରାସ୍ତା ରେ କୌଣସି କାର ନ ଥିଲା ।

ତେବେ ସେହି କାର ଟି କେଉଁଠୁ ଆସିଲା ସେ ବିଷୟ ରେ କାହାକୁ ମଧ୍ୟ ଜଣାନାହିଁ । ଏହି ଭିଡିଓ ଟି କୁ କାର ର ପଛରେ ଥିବା ଆଉ ଏକ କାର ର ଡ୍ରାଇଭର ରେକର୍ଡ କରିଥିଲେ । ଏହାପରେ ସେ ଏହାକୁ ସୋସିଆଲ ମିଡ଼ିଆ ପୋଷ୍ଟ କରିଥିଲେ । ଏହା ବହୁତ ଭାଇରାଲ ମଧ୍ୟ ହୋଇଥିଲା ।

ଦ୍ଵିତୀୟ ଟି ହେଉଛି ଏକ ଭିଡିଓ ରେ ଦେଖିବାକୁ ମିଳିଥିଲା ଯେ କେତେକ ଲୋକ କଥା ହେଉଥିବା ସମୟ ରେ ହଟାତ ଏକ ସାଇକେଲ ଚାଳକ ତାଙ୍କ ପଛରେ ଚାଲି ଯାଇଥିଲେ । ଭିଡ଼ିଓ ଟି ର ପ୍ରଥମ ରୁ କୌଣସି ସାଇକେଲ ଚାଳକ ଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା । କିନ୍ତୁ ହଟାତ ସେଠାରୁ ସ୍ୱ ବାହାରି ଥିଲେ । ଭିଡିଓ ଟି ବହୁତ ଭାଇରାଲ ହୋଇଥିଲା । ଏହାକୁ ଅନେକ ଲୋକ ମାନେ ଟାଇମ ଟ୍ରାଭେଲ ବୋଲି ମଧ୍ୟ କହୁଛନ୍ତି ।

ତୃତୀୟ ଟି ହେଉଛି ଏକ ଦୋକାନ ସମ୍ମୁଖରେ ଲାଗିଥିବା ସିସି ଟିଭି କ୍ୟାମେରା ର ଭିଡିଓ । ଭିଡିଓ ଟି ରେ ଦେଖିବାକୁ ମିଳୁଛି ଯେ ଦୋକାନ ଟି ବନ୍ଦ ହୋଇଯିବା ପରେ ଜଣେ ବ୍ୟକ୍ତି ସେହି ଦୋକାନ ର ଦୋକାନ ର କବାଟ ବନ୍ଦ ଥିବା ବେଳେ ତାହା ମଧ୍ୟରେ ପଶି ଯାଉଛନ୍ତି ଓ ଠିକ ସେହି ସମୟ ରେ ଦୋକାନ ର ସିସିଟିଭି ରେ ତାରିଖ ମଧ୍ୟ ବଦଳି ଯାଉଛି ।

ଏହା ପରେ ଯେତେବେଳେ ଯୁବକ ଜଣଙ୍କ ବାହାରକୁ ବାହାରି ଆସୁଛନ୍ତି ପୁଣି ସବୁ ଠିକ ହୋଇ ଯାଉଛି । ସେହି ଦୋକାନ ବାହାରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ଏହାକୁ ଦେଖୁଥିଲେ ଓ ଏହା କଣ ହେଉଛି ସେ କିଛି ବୁଝି ପାରି ନ ଥିଲେ । ତେବେ ଏହି ସବୁ ଭିଡିଓ ଟାଇମ ଟ୍ରାଭେଲ ର ସତ୍ୟତା ବିଷୟ ରେ ପ୍ରମାଣ ଦେଉଛି । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାଵରେ ବହୁତ ଭଲ ଲାଗିଥିବ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *