ଦେଖନ୍ତୁ Video: ମହିଳାଙ୍କୁ କାମୁଡ଼ି ଧରିଛି କୁମ୍ଭୀର, ସୋସିଆଲ ମିଡିଆରେ ଏବେ ନିଆଁ ପରି ଭାଇରାଲ ହେଉଛି ଏହି ଭିଡିଓ

ବନ୍ଧୁଗଣ, ଆମ ଆଖ ପାଖ ରେ ସାଧାରଣ ତ ବହୁତ ଘଟଣା ତଥା ଦୁର୍ଘଟଣା ଘଟିଥାଏ । ନିଜ ପାଖ ପଡିଶା ଘରରେ କୌଣସି ବିବାଦ ଲାଗିଥାଉ ଅଥବା ରାସ୍ତା ଘାଟ ତଥା ନଦୀ ରେ କୌଣସି ଦୁର୍ଘଟଣା ଘଟିଥାଉ ।

ମାତ୍ର ଆଜିଭଳି ସୋ-ସି-ଆ-ଲ ମି-ଡି-ଆ ଏଭଳି ଭାବରେ ନିଜର କରାମତି ଦେଖାଉଛି ଯେ ଗୋଟିଏ ଜାଗାରେ ତଥା ଦେଶରେ ଥାଇ ଅନ୍ୟ ଜାଗା ତଥା ବିଦେଶ ର ଖବର ଭା-ଇ-ରା-ଲ ହୋଇ ଆମ ପାଖରେ ଆସି ପହଞ୍ଚୁଛି । ଆଜି ଆମ୍ଭେ ଆପଣ ମାନଙ୍କ ଗହଣରେ ଏକ ଏଭଳି କଥା କହିବାକୁ ଯାଉଅଛୁ ଯାହାକୁ ଶୁଣିବା ମାତ୍ରେ ଆପଣଙ୍କ ହୃଦୟ ଥରହର ହୋଇ ଉଠିବ ।

ବର୍ତ୍ତମାନ ସୂଚନା ଅନୁଯାଇ କେହି ଜଣେ ସୋ-ସି-ଆ-ଲ ମି-ଡି-ଆ ରେ ଏଭଳି ଦୃଶ୍ୟ କୁ ନିଜ ମୋବାଇଲ କ୍ୟାମେରା ରେ କଏଦ କରି ଦେଖାଇଛନ୍ତି ଯେ ଆପଣ ମାନେ ସହଜରେ ତାକୁ ବିଶ୍ଵାସ କରି ପାରିବେ ନାହିଁ । କୁହାଯାଉଅଛି ଯେ ଏହି ଘଟଣା ଟି କଟକ ସହରର ଅବସ୍ଥିତ ନିଆଳି ଅଞ୍ଚଳର । ଏଠାରେ କୁମ୍ଭୀର ଙ୍କ ପାଟିରେ ଅଛି ଜଣେ ମହିଳା ଙ୍କ ମୃ-ତ ଦେହ । ଏହି ଦୃଶ୍ୟ ଦେଖିବା ମାତ୍ରେ ଦେହ ଶୀତେଇ ଉଠୁଛି ।

ଏହି ଭି-ଡି-ଓ ରେ ମହିଳା ଜଣଙ୍କୁ ନିଜ ପାଟିରେ ଧରି କୁମ୍ଭୀର ଟି ପାଣି ଭିତରକୁ ନେଇ ଯାଉଥିବାର ଦେଖିବାକୁ ମିଳିଅଛି । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟି ଯାଇଅଛି । ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି ଏହି ଭି-ଡି-ଓ ଟି । କିଏ କହୁଛନ୍ତି ଏହି ଦୃଶ୍ୟ ଟି କଣ୍ଟାପଡା ଅଞ୍ଚଳର ମାତ୍ର ଅନ୍ୟ କେତେଜଣ ଙ୍କ ମତରେ ଏହି ଘଟଣା ଟି ନିଆଳି ଅଞ୍ଚଳର । ତେବେ କିଏ କାହିଁକି ଏଭଳି ଭି-ଡି-ଓ ଅ-ପ-ଲୋ-ଡ କରିଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ ।

ନଦୀରେ କୁମ୍ଭୀର ଟି ନିଜ ପାଟି ରେ ମହିଳା ଜଣକୁ ଏଭଳି ଭାବରେ ଧରିଛି ଯେ, ଆଦୌ ଛାଡୁନାହିଁ । ବରଂ କୁମ୍ଭୀର ଟି ଗଭୀର ଜଳ ମଧ୍ୟରେ ମହିଳା ଜଣଙ୍କୁ ଟାଣି ଟାଣି ନେଇ ଯାଉଛି । ବର୍ତ୍ତମାନ ଏହା ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଏଭଳି ଭାବେ ନଦୀରେ କୁମ୍ଭୀର କିଭଳି ଜନଞ୍ଚଳ ଆଡକୁ ଆସିବା ସମ୍ଭବ ?

ଅଥବା ମହିଳା ଜଣକ ଙ୍କୁ କୁମ୍ଭୀର ଟି କିଭଳି ପାଣି ମଧ୍ୟକୁ ନେଲା ? ମନରେ ଏଭଳି ଅନେକ ପ୍ରଶ୍ନ ଉପୁଜୁଥିଲେ ମଧ୍ୟ ଏହାର ସତ୍ୟତା ଏ ପର୍ଯ୍ୟନ୍ତ ସାମ୍ନା କୁ ଆସିନାହିଁ । ମାତ୍ର ଆପଣ ମାନେ ଏହି ଦୃଶ୍ୟ କୁ ଦେଖିଲେ ଆପଣ ମାନେ ବହୁତ ମର୍ମହାତ ହୋଇଯିବେ । ବର୍ତ୍ତମାନ ସମାଜରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବାରେ ଲାଗିଛି ।

କିଏ କାହାକୁ ଜୀବନରୁ ହ-ତ୍ୟା କରିଲାଣି ତ ଆଉ କିଏ ନାନା ପ୍ରକାରର ଅପରାଧ ଭିଆଇଲାଣି । ବନ୍ଧୁଗଣ ଆପଣ ମାନେ ନଦୀ ପଠା ହେଉ ଅଥବା ରାସ୍ତାଘାଟ ସାବଧାନ ସହିତ ଜୀବନ ଜାପାନ କରନ୍ତୁ । ଆପଣ ମାନଙ୍କର ଏହି ବିବରଣୀ ସମ୍ପର୍କ ରେ କଣ ମତାମତ ଆମ୍ଭକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *