ନିଜର ଦ୍ଵିତୀୟ ବିବାହ ର ମିଥ୍ୟା ପ୍ରଚାରକୁ ନେଇ ରାଗିଲେ Anu Choudhury, ଶ୍ରୀତମ ଙ୍କୁ ବାହା ହେବାର ପ୍ରକୃତ ସତ କହିଲେ ଅନୁ, ଦେଖନ୍ତୁ Video

ବନ୍ଧୁଗଣ, ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ଅନେକ ଅଭିନେତା ତଥା ଅଭିନେତ୍ରୀ ରହିଛନ୍ତି । ସମସ୍ତେ ନିଜର ଅଭିନୟ ପାଇଁ ଆଜିଭଳି ଦିନରେ ବେସ ପରିଚିତ । ଦର୍ଶକେ ନିଜ ମନ ପସନ୍ଦ ର ଅଭିନେତା ତଥା ଅଭିନେତ୍ରୀ ଙ୍କୁ ଦେଖିବା ନିମନ୍ତେ ଚାହିଁ ବସିଥାନ୍ତି ।

ଆଜି ଆମ୍ଭେ ଆପଣଙ୍କୁ ଅଭିନେତ୍ରୀ “ଅନୁ ଚୌଧୁରୀ” ତଥା ଅଭିନେତା “ଶ୍ରୀତମ ଦାସ” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଉଭୟ ଲାଇଭ ଆସି ନିଜର ଦ୍ଵିତୀୟ ବିବାହ ପ୍ରସଙ୍ଗରେ ମତାମତ ରଖିଛନ୍ତି । ଶ୍ରୀତମ ଅନୁଚୌଧୁରୀ ଙ୍କୁ ପଚାରିଲେ ଯେ, ସୋ-ସି-ଆ-ଲ ମି-ଡି-ଆ-ରେ ଯେଉଁ ଗୁଜବ ଉଠିଛି ଯେ ତୁମ୍ଭର ଦ୍ଵିତୀୟ ବିବାହ ମୋ ସହିତ ସେ ପ୍ରସଙ୍ଗରେ କଣ ମତାମତ ଦେବାକୁ ଚାହିଁବ ?

ଅନୁ ଚୌଧୁରୀ କିଛି ସମୟ ନିଅମନ୍ତେ ହସିଲେ, ଏବଂ ଉତ୍ତର ଦେଲେ ଯେ, ଆପଣ ମାନେ ନିଜ ନିଜ ଚ୍ୟାନେଲ କରୁଛନ୍ତି । ଆପଣ YouTube କରନ୍ତୁ ଅଥବା ଅନ୍ୟ କୌଣସି ରିଲ୍ସ କରନ୍ତୁ ମାତ୍ର ଅଯଥା ରେ କେବଳ TRP ପାଇଁ ଏଭଳି କରିବା ଉଚିତ ନୁହେଁ । ଏହା ଗୋଟିଏ ସିନେମା ଅଟେ ସମସ୍ତେ ଜାଣିଛନ୍ତି ମାତ୍ର ଆପଣ ମାନେ ତାହାକୁ ନେଇ ମିଛରେ ପ୍ରସାରିତ କରିବା ଉଚିତ କି ?

ଆପଣ ମାନେ ଏଭଳି ମିଛ ଲେଖି କହିଲେ ଏଥିରେ TRP ଆସିବାଣୀ ବରଂ ଆପଣ ନିଜେ ଟ୍ରୋଲ ହେବେ । ଏହାପରେ ଅଭିନେତା ଶ୍ରୀତମ କହିଥିଲେ ବର୍ତ୍ତମାନ ଆପଣ ଅନୁଚୌଧୁରୀ ବହୁତ ଆକର୍ଷଣୀୟ ଅନ୍ଦାଜ ରେ ଦେଖାଯାଉଛନ୍ତି । ମାତ୍ର ଏହାପରେ ସେ ନର୍ମାଲ କୁ ପଳାଇ ଆସିବେ । କାରଣ ଏହା ଶୁ-ଟି-ଙ୍ଗ ସେ-ଟ ବର୍ତ୍ତମାନ ଏଠି ଶୁ-ଟି-ଙ୍ଗ ଚାଲିଛି । ଶ୍ରୀତମ କହିଥିଲେ ବର୍ତ୍ତମାନ ଅନେକ ବର୍ଷ ପରେ ଆମ୍ଭେ ଏକତ୍ରିତ ହୋଇ କାମ କରୁଅଛୁ ।

“ଗାରେ ସିନ୍ଧୁର ଧାରେ ଲୁହ” ରେ ଅନୁ ପତଳା ହୋଇ ଥିଲେ । ଏହାପରେ “ବାଜି” ରେ ମଧ୍ୟ ଆମ୍ଭେ ଏକା ସହିତ ଆସିଥିଲୁ । ଏହାପରେ “ସାବତ ମା” ଭଳି ଅନେକ ଚଳଚ୍ଚିତ୍ର ରେ ଆମେ ଏକାଠି କାମ କରି ଆସିଛୁ । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଗୁଜବ ପ୍ରକାଶିତ ହୋଇ ନଥିଲା ଏହା କେବଳ ଗୋଟିଏ ଚଳଚ୍ଚିତ୍ର ର ନିର୍ମାଣ ଚାଲିଛି ପୁନର୍ବାର ଆମ୍ଭେ ଏକାଠି କାମ କରୁଛୁ ।

ଏହି ଚଳଚ୍ଚିତ୍ର ରେ “ଚଣ୍ଡୀ ଭାଇ” ଡାଇରେକ୍ଟର ଅଛନ୍ତି । ଅନୁ କହିଥିଲେ ଯେ, ଅନେକ ଦିନରୁ ମହାମାରୀ କରୋନା କାରଣରୁ ସମସ୍ତ କାର୍ଯ୍ୟ ବନ୍ଦ ରହିଅଛି । ମାତ୍ର ବର୍ତ୍ତମାନ ପୁନର୍ବାର ଅଳ୍ପ ମାତ୍ରା ରେ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଭଲ ଲାଗୁଅଛି । ଜଣେ କଳାକାର ନିଜ କଳା ର ପ୍ରଦର୍ଶନ କରିବା ପାଇଁ ଚାହିଁ ବସିଥାଏ ।

ସେ ଯାହା ହେଉ ଭଗବାନ ଙ୍କୁ ଧନ୍ୟବାଦ ଦେଇ ଆମ୍ଭେ ଆମ୍ଭର କାମ ଆରମ୍ଭ କରୁଅଛୁ । ଆଗକୁ ପରିସ୍ଥିତି କୋହଳ ହେଇଯାଉ ବୋଲି “ଅନୁ ଚୌଧୁରୀ” କହିଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *