କ୍ୟାମେରାରେ ଧରା ପଡିଲା Dancing ଚୋର, ଏମିତି ଚୋର ଆଗରୁ କେବେ ଦେଖିନଥିବେ, ଗାଡି ଦେଖି ପାଗଳ ପରି ନାଚୁଥିଲା ଆଉ ତା’ ପରେ…ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କେତେକ ଫିଲ୍ମରେ ଚୋ-ର ମାନଙ୍କ ଭୂମିକା ନିଶ୍ଚୟ ଦେଖିଥିବେ । ସାଧାରଣତଃ ସମସ୍ତ ଚୋ-ର ବହୁତ ଚତୁର ସ୍ଵଭାବର ହୋଇଥାନ୍ତି । ଗୋଟେ ଚୋ-ର ସବୁବେଳେ ନିଜ କାମ ପ୍ରତି ସିରିୟସ ରୁହେ ଓ ଚୋ-ରୀ କେମିତି ସଫଳ ହେବ ସେଥିପାଇଁ ବହୁତ କ-ଷ୍ଟ କରେ । ହେଲେ ଗତ କିଛି ସମୟ ହେବ ଏକ ଚୋ-ର-ର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ସମସ୍ତ ଚୋ-ର ମଧ୍ୟରୁ ଏହି ଚୋ-ର-ଟି ଅନ୍ଯତମ । ଏହି ଚୋ-ର-କୁ ଡ୍ୟାନ୍ସଇଙ୍ଗ ଚୋ-ର ବୋଲି କୁହାଯାଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଚୋ-ର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଚୋର ବିଷୟରେ । କଟକ ଜିଲ୍ଲା ନିଶ୍ଚିତ କୋହିଲିରେ ଦେଖିବାକୁ ମିଳିଛି ଏହି ଡ୍ୟାନ୍ସଇଙ୍ଗ ଚୋ-ର । ଭିଡିଓରେ ଚୋ-ର-ଟି ଏକ ବୋଲେରୋ ଗାଡି ଦେଖି ଡ୍ୟାନ୍ସ କରୁଥିବାର ନଜର ଆସୁଛି ।

ପ୍ରଥମେ ଚୋ-ର-ଟି ଡ୍ୟାନ୍ସ କରି ଗାଡିର ସେନ୍ସର ଚେକ୍ କରୁଛି ଯଦି ସେନ୍ସର କାମ କରିଥାନ୍ତା ତା ହେଲେ ଚୋରଟି ଅଧିକ ଜୋରରେ ଡ୍ୟାନ୍ସ କରିଥାନ୍ତା । ସେନ୍ସର କାମ କରୁନଥିବାରୁ ପ୍ରଥମେ ଚୋ-ର ଗାଡିଟିକୁ ଚାବିରେ ଖୋଲିଲା ଓ ଗାଡି ଭିତରେ ବସି ଗାଡିକୁ ଷ୍ଟାର୍ଟ କରିଲା । ହେଲେ ଠିକ ସମୟରେ ଘର ଲୋକ ଉଠି ପଡିବାରୁ ଚୋ-ର-ଟି ଧ-ରା ପଡିଲା । ଚୋ-ର-କୁ ମା-ଡ ମା-ରି ନିଶ୍ଚିତ କୋହିଲି ଥା-ନା-ରେ ଜିମା ଦିଆଯାଇଛି ।

ବନ୍ଧୁଗଣ ଏହି ଚୋ-ର-ର ଭିଡିଓଟି ସିସି ଟିଭି କ୍ୟାମେରାରେ ରେ-କ-ର୍ଡ ହୋଇଛି । ଭିଡିଓରେ ଚୋ-ର-ର ଡ୍ୟାନ୍ସ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । କାରଣ ଆପଣ ମାନେ ବିଭିନ୍ନ ପ୍ରକାରର ଚୋ-ର ଦେଖିଥିବେ ହେଲେ ଏହି ପରିକା ଚୋ-ର ପ୍ରଥମ ଥର ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *