ଲଜ୍ୟା ଲାଗୁଛି ! Arindam ଙ୍କ ପାଇଁ ଆଜି ଗର୍ଜିଲେ Subhasis, ମିସନ ଗଜରାଜ କୁ ନେଇ ସେ କଣ କହୁଛନ୍ତି, ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ଦିନ ହେବ ମିସନ ଗଜରାଜ ଘ-ଟ-ଣା-ଟି ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛି । ମୁଣ୍ଡଳି ବ୍ରିଜ ପାଖରେ ମହାନଦୀ ପାଣିରେ ଭିତରେ ଏକ ହାତୀ ଫ-ସି ରହିଥିଲା । ହାତୀକୁ ଉଧାର କରିବା ପାଇଁ ପୋଲିସ କର୍ମୀ ଓ ବନ ବିଭାଗ କର୍ମୀଙ୍କ ସହ ଅ-ଗ୍ନି-ସ-ମ ବିଭାଗର କର୍ମୀ ମାନେ ଉପସ୍ଥିତ ଥିଲେ । ଦୀର୍ଘ ସମୟ ଧରି ହାତୀଟି ପାଣି ଭିତରେ ରହିବାରୁ ତାଙ୍କୁ ହୁଡାଇ ବାହାର କରିବା ପାଇଁ ଏକ ଓଡ୍ରାଫ ଟିମ ମହାନଦୀ ପାଣି ଭିତରକୁ ଯାଇଥିଲା ।


ସେହି ଓଡ୍ରାଫ ଟିମ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ତାଙ୍କ କ୍ୟାମେରା ପର୍ଶନ ମଧ୍ୟ ଯାଇଥିଲେ । ହେଲେ ହଠାତ ଜଳ ସ୍ରୋ-ତ ବ-ଢି-ଯିବାରୁ ବୋ-ଟ-ଟି ଓ-ଲୋ-ଟି ଯାଇଥିଲା । ଏହି ଦୁ-ର୍ଘ-ଟ-ଣା-ରେ ଅରିନ୍ଦମଙ୍କ ସହ ଜଣେ ଓଡ୍ରାଫ ଯବାନ ପ୍ରା-ଣ ହରାଇଲେ । ଅ-ପ-ରେ-ସ-ନ ଗରଜାରକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କାରଣ ଦୁଇଟି ମଣିଷଙ୍କ ପ୍ରା-ଣ ଏହି ମିସନରେ ଯାଇଥିବା ବେଳେ ହାତୀକୁ ମଧ୍ୟ ଉଧାର କରାଯାଇ ପାରି ନାହିଁ ।

ବର୍ତ୍ତମାନ ସମାଜ ସେବି ସୁଭାସିସ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏହି ଘଟଣାକୁ ନେଇ ନିଜର କିଛି ବିଶେଷ ମତ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୁଭାସିସଙ୍କ ମତରେ- ‘କେବଳ କେମିତି ଆମେ ଭୋଟ ଜିତିବା, ଲୋକଙ୍କୁ ମୂର୍ଖ ବନେଇବା ସେହି ବିଷୟରେ ଆପଣ ମାନେ ଆଲୋଚନା କରନ୍ତି ।

ଘଣ୍ଟା ଘଣ୍ଟା ହେଲା ଆପଣ ମାନେ ଦେଖୁଛନ୍ତି ପାଣି ଭାତରେ ପଡିଛନ୍ତି ଗଜରାଜ । ଆପଣ ଯେଉଁ ମିସନ ଗଜରାଜ କଲେ ସେହି ମିସନରେ କେତେଜଣ ସଫଳ ହେଲେ ବିଫଳ ହେଲେ ସେ ବିଷୟରେ ବି ଜାଣିବାକୁ ମିଳିବ ନାହିଁ’ । ଆଗକୁ ସୁଭାସିସ କହିଛନ୍ତି-‘ ସେ ଗଜରାଜ ମ-ରି-ଗ-ଲେ ବି ଆପଣ ମାନେ ଦେଖାଇବେ ନାହିଁ କାରଣ ଆମ ମାନଙ୍କର ସେତିକି ଭରସା ଆପଣଙ୍କ ଉପରେ ନାହିଁ ।

ଯେତିକି ଲଜ୍ୟା ନାହିଁ ସେହି ଗଣମାଧ୍ୟମର ସଂସ୍ଥା ପ୍ରତି ସେତିକି ଲଜ୍ୟା ଅଛି ଆମ ସରକାରଙ୍କ ପ୍ରତି । ସରକାର ଚାହିଁ ଥିଲେ ଏକ ଗୋ-ଇ-ନ୍ଦା ଟିମ ବନେଇ ଆରମ ସେ ହାତୀକୁ ଉଧାର କରିପାରି ଥାନ୍ତେ’ । ଆଗକୁ ସୁବାସିସ କହିଛନ୍ତି-‘ହେଲେ ସରକାର କଣ କଲେ ତମେ ଯାଅ ତା ପାଖକୁ ସେ ଆସୁ ନହଲେ ମ-ରି-ଯା-ଉ କଣ ଅଛି । ଆମର ଏଠି ଲୋକ ଅଛନ୍ତି ଓମ ଶାନ୍ତି କରିବା ପାଇଁ କଣ ହେଇଯାଉଛି’ ।

ଏହି ପରି ଭାବରେ ନିଜ କ-ଡା ବୟାନ ଦେଇଛନ୍ତି ସୁବାସିସ । ସୁବାସିସଙ୍କ ମତରେ ସରକାର ଚାହିଁ ଥିଲେ ହାତୀକୁ ଅତି ଆରମରେ ଉଧାର କରିପାରି ଥାନ୍ତେ କାରଣ ସେତିକି ସମୟ ଥିଲା । ତା ହେଲେ ବନ୍ଧୁଗଣ ସୁବାସିସଙ୍କ ଏହି କଥାରେ ଆପଣ ମାନଙ୍କ ସହମତି ଅଛି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *