ଘିରି ଘିରି ହେଇ ବୁଲୁଛି ଅଷ୍ଟ ପ୍ରହରୀ ପେଣ୍ଡାଲ ! ଯିଏ ଦେଖୁଛି ସିଏ ହେଉଛି କାବା !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୁଲୁଛି ଚକ୍ରି ଚାଲିଛି ଚକ୍ରି ! ତେବେ ସଂପୂର୍ଣ୍ଣ ଭାବରେ ଗାଁର ହାତ ତିଆରି ଢାଞ୍ଚାରେ ଅଷ୍ଟପ୍ରହରୀ ପେଣ୍ଡାଲ ପ୍ରସ୍ତୁତ କରାଯାଇଛି । ତେବେ ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକର ଏକ ଅଞ୍ଚଳ ଠାରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଗାଁ ର ଏଭଳି ଏକ ନିଆରା ପ୍ରୟାସ ଦେଖି ପାଖଆଖ ସ୍ଥାନୀୟ ଲୋକ ମଧ୍ୟ ତାହାକୁ ଦେଖିବା ପାଇଁ ଧାଇଁ ଆସିଛନ୍ତି । ତେବେ ପ୍ରତ୍ଯେକଟି ଗାଁରେ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ସବୁ ହୋଇଥାଏ ବୋଲି ପ୍ରଥା ରହିଛି ।

ତେବେ ଏହା କିଛି ନୂଆ କଥା ଯଦିଓ ନୁହେଁ । ହେଲେ ଅଷ୍ଟପ୍ରହରୀ ହେଉଥିବା ସ୍ଥାନରେ ଅଷ୍ଟପ୍ରହରୀର ପୂଜା ମଣ୍ଡପଟିକୁ ଚକ୍ରି ଭଳି କରିଥିବା ଦୃଶ୍ୟ ସବୁଠାରୁ ରୋମାଞ୍ଚକ ମାହୋଲ ସୃଷ୍ଟି କରିଛି । କୌଣସି ପ୍ରକାର ଆଧୁନିକ ଯନ୍ତ୍ରପାତି କିମ୍ବା ମେସିନ ଏଥିରେ ବ୍ୟବହାର କରଯାଇନାହିଁ । ଗାଁର ସ୍ଥାନୀୟ ଲୋକ ମାନଙ୍କ ମିଳିତ ଉଦ୍ୟମରେ ପୂଜା ବ୍ୟବସ୍ଥା କରାଯାଉଥିବା ସ୍ଥାନରେ ବାଉଁଶ ସାହାଜ୍ଯରେ ବନ୍ଧା ହୋଇ ପୁରା ଛାଉଣୀ ସଦୃଶ ଚକ୍ରି ଭଳି କରି ମଣ୍ଡପ ପ୍ରସ୍ତୁତ କରାଯାଇଛି ।

ତେବେ ଲୋକମାନେ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ଆଦି ସେଗୀ ଚକ୍ରି ମଧ୍ୟ ମଧ୍ୟରେ ରହି କରିବେ । ତାପରେ ପ୍ରାକୃତିକ ପ୍ରଣାଳୀରେ ପୂଜା ମଣ୍ଡପଟିକୁ ଚକ୍ରି ସଦୃଶ ଘିରି ଘିରି ହୋଇ ବୁଲିବ । ତେବେ ଏହା କୁଆଡେ ଆଜି କାଲିର କଥା ନୁହେଁ । ବହୁ ବର୍ଷ ଧରି ଏହି ଗାଁରେ ପୂର୍ବ ପୁରୁଷଙ୍କ ମାନ୍ୟତା ଅନୁସାରେ ଏହିଭଳି ଚକ୍ରି ଭଳି ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଥାଏ ।

ତେବେ ଏଭଳି କରାଯାଇ ଅଷ୍ଟପ୍ରହରୀ ସେହି ସ୍ଥାନରେ କରାଯାଇଥାଏ । ତେବେ ବର୍ଷକୁ ଥରେ ଏପରି ଭାବରେ ମଣ୍ଡପ କରି ପୂଜା ଅର୍ଚନା କରାଯାଉଥିବାରୁ ଏଠାରେ ପୂଜା ଦେଖିବାକୁ ଗହଳୀ ଲାଗିଛି । ତେବେ ପୂଜା ମଣ୍ଡପଟି ମଧ୍ୟ ଚକ୍ରି ଭଳି କରାଯିବା ସହ ସେହିଭଳି ଆକର୍ଷଣୀୟ କରାଯାଇଛି ।

ତେବେ ଏଭଳି ଚକ୍ରି ଭଳି ଘିରି ଘିର ଅଷ୍ଟପ୍ରହରୀ ମଣ୍ଡପ ପ୍ରସ୍ତୁତ କରାଯାଇ ପୂଜାର ଆୟୋଜନ କରାଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ଏରିଆରେ ସବୁଆଡେ ଚର୍ଚା ହେବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *