‘ମୋ ବଂଶ ଉଜାଡିଦେଲେ, ଭଲ ଛୁଆ ନେଇ ଯାଇଥିଲି ମଲାଛୁଆ ଆଣିଲି…’ ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ମୁଣ୍ଡ ବାଡେଇ କାନ୍ଦୁଛି ମା’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଭୁଲ ଇଂଜେକସନ  ମୋ ବଂଶ ଉଜାଡିଦେଲା । ତେବେ ହଁ ବନ୍ଧୁଗଣ ଭଦ୍ରକ ଜିଲାରେ ଏପରି କିଛି ଘଟଣା ଘଟିଯାଇଛି । ସମସ୍ତଙ୍କର କହିବା ଅନୁସାରେ ଡାକ୍ତର ହେଉଛନ୍ତି ଭଗବାନଙ୍କର ଦିତୀୟ ରୂପ । ବ୍ୟକ୍ତିର ସ୍ଵାସ୍ଥବସ୍ତାରେ ଟିକେ ଅସ୍ବାଭାବିକ ପରିସ୍ଥିତି ଆସିଲେ । ସେ ପ୍ରଥମେ ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କର ପାଖକୁ ହିଁ ଧାଇଁ ଯାଇଥାଏ । ତେବେ ସେଥିପାଇଁ ଡାକ୍ତରଙ୍କୁ ଭଗବାନଙ୍କର ଦିତୀୟ ଦରଜା ଦିଆଯାଇଛି ।

ତେବେ ରୋଗୀ ବ୍ୟକ୍ତିଙ୍କୁ ସୁସ୍ଥ କରୁଥିବା ଡାକ୍ତର ଆଜି ନିଜର ଗୋଟିଏ ଭୁଲ ପାଇଁ ଜଣଙ୍କର ଜୀବନକୁ ସବୁଦିନ ପାଇଁ ଶେଷ କରିଦେଲା । ତେବେ ଭଦ୍ରକ ଗ୍ରାମର ଏକ ଅଞ୍ଚଳରେ ୧୬ ବର୍ଷର  ପାଠ ପଢୁଥିବା ପିଲାଟିର ସ୍ଵାସ୍ଥବସ୍ତା ଖରାପ ହୋଇଥିଲା । ତେବେ ସେହି ପିଲାଙ୍କର ମା’ ଙ୍କ କହିବା ଅନୁଯାଇ ମୋ ପିଲାର ଜ୍ଵର ହୋଇଥିଲା । ଆଗକୁ ତ’ ର ପରୀକ୍ଷା ଆସୁଥିବାରୁ ତ’ ର ଦେହକୁ ଭଲ କରିବା ପାଇଁ ତାକୁ ମେଡିକାଲକୁ ନେଇଯାଇଥିଲି । ତାପରେ ସେଠାରେ ମୋ ପିଲାର ଦେହର ଅବସ୍ଥା ଚେକ କରି ତାକୁ ଡାକ୍ତର ଇଂଜେକସନ ଦେଲେ ।

ତେବେ ଇଂଜେକସନ ଦେବାର କିଛି ସମୟ ପରେ ପିଲା ଶରୀରରେ କିଛି ଅଚାନକ ଅସ୍ଵାଭାବିକ ଲକ୍ଷଣ ହଟାତ ପ୍ରକାଶ ପାଇଲା । ଅଳ୍ପ ଦେହ ଖରାପ ଥିବା ପିଲାଟି ଯେମିତି ବେଳକୁ ବେଳ ଗୁରୁତର ହୋଇ ବସିଲା । ଦେହ ଜଳାପୋଡା ମଧ୍ୟ ହେଲା । ତେଣୁ ପିଲାଟିର ଏପରି ସ୍ଥିତି ଦେଖି ବାପା ଓ ମାଆ ଡାକ୍ତରଖାନାରେ ଥିବା ସମୟରେ ଡାକ୍ତରଙ୍କ ସହିତ ସଙ୍ଗେ ସଙ୍ଗେ ପରାମର୍ଶ କରି ପିଲାର ଏଭଳି କଣ ହେଇଯାଉଛି ବୋଲି ପଚାରିଲେ ।

ଡାକ୍ତର ଆସି ପିଲାଟିର ଚେକ କରିଲେ । କିଛି ହେବ ନାହିଁ କହି କହିତାପରେ ମୋ ପିଲାର ଶରୀରକୁ ଗୁରୁତର କରିଦେଲେ । ତାପରେ ଭଲ ପିଲାକୁ ନେଇକି ଡାକ୍ତରଖାନାକୁ ଯାଇଥିଲି । ଘରକୁ ଆଣିଲା ବେଳେ ମଲା ଛୁଆକୁ ଘରକୁ ନେଇକି ଆସିଲି ବୋଲି କହି ମୃ-ତ ପିଲାଟିର ମା’ ଜଣଙ୍କ କହି କହି ବୁକୁ ଫଟାଇ କାନ୍ଦି ପକାଉଛନ୍ତି ।

ତେବେ ସାମାନ୍ୟ ଅସାବଧାନତା କାରଣରୁ ଭଲ ଭାବରେ ଚେକ ନକରି ଭୁଲ ଇଂଜେକସନ ଦେଇଥିବା ଯୋଗୁ ପିଲାଟିର ମୃ-ତ୍ୟୁ ହୋଇଥିବାରୁ ନିଜ ପିଲା ପାଇଁ ସରକାରଙ୍କ ନିକଟରେ ବାପାମାଆ ନ୍ୟାୟ ମାଗିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *