ବୁଲୁଛି ଅଜଣା ଜନ୍ତୁ ! ଲୋକଙ୍କୁ ଦେଖିଲେ କାମୁଡି ଗୋଡ଼ାଉଛି, ଏହି ଅଜଣା ଜନ୍ତୁର ଶିକାର ହୋଇଥିବା ଝିଅଟି ଯାହା କହୁଛି ଶୁଣିଲେ ଆପଣ ଡରିଯିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆର ପ୍ରତ୍ୟକ ମଣିଷ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ହୋସ ଉଡେଇଲା ଭଳି ଘଟଣା ବହୁତ ଭାଇରାଲ ହେଉଛି ଓ ଏହି ଘଟଣାର ଚର୍ଚା ସମସ୍ତ ସ୍ଥାନରେ ହେଉଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଏକ ଅଜଣା ଜନ୍ତୁ ବୁଲୁଛି । ଏହି ଅଜଣା ଜନ୍ତୁ ଲୋକମାନଙ୍କୁ ଦେଖିଲେ ଆକରମଣ କରୁଛି କାମଉଡି ଗୋଡାଉଛି । ଏବେ ଏହି ଅଜଣା ଜନ୍ତୁର ଆକ୍ରମଣରେ ୧୦ ରୁ ୧୫ ଜଣ ଲୋକ ଗୁରୁତର ହୋଇଛନ୍ତି ।

ବାଲେଶ୍ଵର ଜିଲ୍ଲା ସ୍ଵର ବାହନଗା ବ୍ଲକ ଖରସାହା ପୁର ଅଭଣା ଅଞ୍ଚଳରେ ଗତ ଦୁଇ ଦିନ ଧରି ଏକ ଅଜଣା ଜନ୍ତୁ ଆତଙ୍କ ଦେଖାଇ ଚାଲିଛି । ଏହି ଅଜଣା ଜନ୍ତୁ ଗ୍ରାମବାସୀ ମାନଙ୍କ ଉପରେ ଆକ୍ରମଣ କରି ଚାଲିଛି । କାହା ଦେହରୁ ରକ୍ତ ବାହାରିବା କମ ହେଉ ନାହିଁ ତ କାହା ଦେହରେ ଦାନ୍ତ ଓ ନଖ ପଶି ଯାଇଛି । ହେଲେ ଏହି ଜନ୍ତୁଟି କଣ କାହା ପାଖରେ କୌଣସି ଖବର ନାହିଁ ।

ଆହାତ ପାଇଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ଵର ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସ୍ଵର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ କାହାକୁ ଧାନ କାଟିବା ବେଳେ ତ କିଏ ବିଲକୁ ଗଲା ବେଳେ ଏହି ଅଜଣା ଜନ୍ତୁ ଆକ୍ରମଣ କରୁଛି । ହେଲେ ଏହି ଅଜଣା ଜନ୍ତୁଟି କୋକିଶିଆଳି ଭଳି ଦେଖା ଯାଉଥିବା ଆହାତ ବ୍ୟକ୍ତି ମାନେ କହିଛନ୍ତି । କିଛି ଲୋକଙ୍କ ମତରେ ସେହି ଅଜଣା ଜନ୍ତୁର ଆଖି ନିଆଁ ଭଳି ଜଳୁଛି ।

ଏହି ଜନ୍ତୁଟି ଜଣଙ୍କ ଘର ଭିତରେ ପଶି ଦୁଇଟି ଛୁଆଙ୍କୁ କାମୁଡି ଦେଇଛି । ତେବେ ଏହି ଜନ୍ତୁଟି କଣ ତାହା ଜଣା ପଡି ନାହିଁ ହେଲେ ଏହି ଜନ୍ତୁ ଦାଉରୁ ରକ୍ଷା ପାଇବା ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ବହୁତ ଶୀଘ୍ର ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *