ଖଣ୍ଡଗିରି ମେଳା ର ମୁଖ୍ୟ ଆକର୍ଷଣ ଡାକ୍ତର ବାବାଙ୍କ ଚମତ୍କାର, ଦିବ୍ୟ ଦୃଷ୍ଟି ରେ ଦେଉଛନ୍ତି ଔଷଧ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବେଳେବେଳେ ପୃଥିବୀ ପୃଷ୍ଠ ରେ ଏପରି କିଛି ଘଟଣା ଘଟି ଥାଏ ଯାହା ଦ୍ୱାରା ସମସ୍ତ ଲୋକ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହା ମଧ୍ୟରୁ କେତେକ ଘଟଣା ସମ୍ପୂର୍ଣ୍ଣ ସତ୍ୟ ହୋଇଥାଏ ଓ କେତେକ ଘଟଣା ମିଛ ଅର୍ଥାତ ଯାଦୁ ଭଳି ହୋଇଥାଏ । ଆମେ ଶୁଣି ଆସିଛୁ ଯେ ଏ ଦୁନିଆ ରେ ଏ ଦୁନିଆ ରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କଳା କୌଶଳ ଜରିଆ ରେ ପ୍ରସିଦ୍ଧ ହୋଇ ପାରିଛନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ କିଛି ଆଶ୍ଚର୍ଯ୍ୟ ଚକିତ କାର୍ଯ୍ୟ କରି ମଧ୍ୟ ପ୍ରସିଦ୍ଧ ହୋଇପାରିଛନ୍ତି । ବେଳେବେଳେ ଆମେ ଶୁଣିବାକୁ ପାଇଛେ ଯେ ଅନେକ ବାବା ବହୁତ ଅଜବ ପ୍ରକାର କାର୍ଯ୍ୟ କରିପାରୁଛନ୍ତି । ତେବେ ବନ୍ଧୁଗଣ ଏପରି ଜଣେ ଆଶ୍ଚର୍ଯ୍ୟ କର ବାବା ଦେଖିବାକୁ ମିଳିଛନ୍ତି ଖଣ୍ଡଗିରି ମେଳା ରେ । ତାଙ୍କୁ ଡାକ୍ତର ବାବା ଭାବରେ ଲୋକ ମାନେ ଜାଣିଛନ୍ତି ।

ସେ ନିଜର ଏହି କଳା ମାଧ୍ୟମରେ ଅନେକ ଲୋକଙ୍କୁ ଭଲ କରିପାରୁଛନ୍ତି । ଲୋକମାନଙ୍କର ଆସାଧାରଣ ରୁ ସାଧାରଣ ସମସ୍ତ ରୋଗ ଭଲ କରିପାରୁଛନ୍ତି ଏହି ବାବା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବାବା ଙ୍କ ବିଷୟ ରେ ଆହୁରି ଅନେକ ରୋଚକ କଥା ।

ବନ୍ଧୁଗଣ ଖଣ୍ଡଗିରି ମେଳା ର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଡାକ୍ତର ବାବା । ତେବେ ବନ୍ଧୁଗଣ ବାବା ନାମ ଶୁଣି ଆପଣ ହୁଏ ତ ଭାବୁ ଥିବେ କି ଏଠାରେ ଝଡା ଫୁଙ୍କା ଇତ୍ୟାଦି ଚାଲିଛି । କିନ୍ତୁ ଆପଣ ଯାହା ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ । ଏହି ବାବା ଜଣଙ୍କ ଲକଙ୍କ ମାନଙ୍କୁ ଆୟୁର୍ବେଦିକ ଓ ଏଲୋପାଥିକ ଔଷଧ ଦେଇ ଚିକିତ୍ସା କରୁଛନ୍ତି । ସୂଚନା ଅନୁସାରେ ରେ ବାବା ଉଭୟ ଆୟୁର୍ବେଦିକ ଓ ଏଲୋପାଥିକ ଉପରେ ଗବେଷଣା କରିଛନ୍ତି ।

ଏହି ବାବା ଙ୍କ ନିକଟକୁ ଅନେକ ଦୂରଦୂରାନ୍ତରୁ ଲୋକ ମାନେ ସାକ୍ଷାତ କରିବା ପାଇଁ ଆସୁଛନ୍ତି । ବାବା ସମସ୍ତ ପ୍ରକାର ରୋଗ ର ନିରାକରଣ ସମ୍ପର୍କରେ ଲୋକ ମାନଙ୍କୁ ଜଣାଉଛନ୍ତି । ଡାଇବେଟିସ, ଉଚ୍ଚ ରକ୍ତଚାପ, ଏସିଡିଟି ଭଳି ସମସ୍ତ ରୋଗ ର ଔଷଧ ବାବା ଲୋକ ମାନଙ୍କୁ ଦେଉଛନ୍ତି । ଯେଉଁ ମାନଙ୍କର ସ୍ମରଣ ଶକ୍ତି ବହୁତ କମ ଅଛି କିମ୍ବା ଶରୀର ରେ ଅନ୍ୟ କୌଣସି ଅସୁବିଧା ରହୁଛି ସେମାନେ ବାବା ଙ୍କ ନିକଟକୁ ଆସୁଛନ୍ତି ।

ଖଣ୍ଡଗିରି ରେ ମାଘ ପଞ୍ଚମୀ ଠାରୁ ମାଘ ମେଳା ଆରମ୍ଭ ହୋଇଥାଏ । ଏହା ଓଡିଶା ର ଏକ ପ୍ରସିଦ୍ଧ ମେଳା ଅଟେ । ଏହି ମେଳା କୁ ଅନେକ ନାଗା ସାଧୁ ଆସିଥାନ୍ତି । ନାଗା ସାଧୁ ମାନେ ନିଜର ସାଧନା ଜରିଆ ରେ ଲୋକ ମାନଙ୍କ ର ସେବା କରିଥାନ୍ତି । କିନ୍ତୁ ଏହି ବାବା ବହୁତ ଉଚ୍ଚ ଶିକ୍ଷିତ ପରି ମନେ ହେଉଛନ୍ତି । କାରଣ ସେ ଯେଉଁଭଳି ଔଷଧ ଲେଖୁଛନ୍ତି ତାହା କେବଳ ଜଣେ ଡାକ୍ତର ହିଁ ଲେଖିପାରିବେ । ଏହି ବାବା ଜଣଙ୍କ ଔଷଧ ଉପରେ ବହୁତ ଗବେଷଣା ମଧ୍ୟ କରିଛନ୍ତି ।

କାରଣ ସେ ରୋଗୀ ମାନଙ୍କୁ ଯେଉଁ ଔଷଧ ଲେଖି କରି ଦେଉଛନ୍ତି ତାହାକୁ ଗୁଗଲ ରେ ସର୍ଚ୍ଚ କଲେ ମଧ୍ୟ ସମାନ କଥା ହିଁ ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ ତାଙ୍କ ସାଧନା ର ସିଦ୍ଧି ବଳରେ ସେ ଅନେକ ଲୋକ ଙ୍କୁ ଭଲ କରିପାରିଛନ୍ତି । ଅନେକ ଦୁରା ରୋଗୀ ମାନଙ୍କ ର ପ୍ରବଳ ଭିଡ ଏହି ଠାରେ ଦେଖିବାକୁ ମିଳୁଛି । ବାବା ଯେଉଁ ଔଷଧ ଲେଖି କରି ସେବନ କରିବା ପାଇଁ କହୁଛନ୍ତି ତାହା କାମ ମଧ୍ୟ କରୁଛି ବୋଲି ଅନେକ ରୋଗୀ ନିଜତ ମତ ପ୍ରକାଶ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *