ପରସ୍ପରକୁ ବିଲକୁଲ ବି ପସନ୍ଦ କରନ୍ତି ନାହିଁ ବଲିଉଡର ଏହି ଅଭିନେତ୍ରୀମାନେ, ଜଣେ ତ କହି ଦେଇଥିଲା “କାଲୀ ବିଲ୍ଲୀ”

ମଣିଷ ନିଜ ଜୀବନରେ ପରସ୍ପରର ପ୍ରତିଦ୍ଵନ୍ଦୀ ହେବା ସହ ପରସ୍ପରକୁ ଘୃଣା ମଧ୍ୟ କରିଥାଏ । ଯଦି ଆମେ ବଲିଉଡ ଇଣ୍ଡଷ୍ଟ୍ରି ବିଷୟରେ କଥା ହେବା, ତାହାଲେ ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବା ସହ ପରସ୍ପର ଉପରେ ଈର୍ଷା କରିଥାନ୍ତି । ତେବେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପରସ୍ପରକୁ ଘୃଣା କରନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଦୀପିକା ପାଦୁକୋନ ଓ କାଟ୍ରିନା କୈଫ-

ଯେତେବେଳେ ବଲିଉଡ ଅଭିନେତା ରଣବିର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ପରସ୍ପରକୁ ପ୍ରେମ କରୁଥିଲେ, ସେତେବେଳେ ସେମାନଙ୍କ ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଥିଲା । ହେଲେ ଦୀପିକାଙ୍କୁ କ୍ରୋଧ ସେତେବେଳେ ଆସିଲା ଯେତେବେଳେ ସେ ଜାଣିଲେ ରଣବିର କାଟ୍ରିନାଙ୍କ ପାଇଁ ତାଙ୍କୁ ଧୋକା ଦେଉଛନ୍ତି । ସେବେଠାରୁ ଦୀପିକା ଓ କାଟ୍ରିନା ପରସ୍ପରକୁ ଘୃଣା କରୁଛନ୍ତି ।

କାଟ୍ରିନ କେଆଫ ଓ ପ୍ରିୟାଙ୍କା ଚୋପଡା-

ଗୋଟେ ସମୟରେ କାଟ୍ରିନା ଓ ପ୍ର୍ଯାଙ୍କା ସୋଷ୍ଟପ୍ପର ହେବାକୁ ଚାହୁଁଥିଲେ । ହେଲେ ସୋଷ୍ଟପ୍ପର ପାଇଁ କାଟ୍ରିନାଙ୍କୁ ବଛା ଯାଇଥିଲା, ସେତେବେଳେ ପ୍ରିୟାଙ୍କା କହିଥିଲେ ସେ ନିଜ ମହାନତା ପାଇଁ ପଛଘୁଞ୍ଚା ଦେଇଦେଲେ । କାଟ୍ରିନା ଏହାର ଉତ୍ତର ଦେଇ କହିଥିଲେ ଯେ, ଏହା ତାଙ୍କର ଯୋଗ୍ୟତା ଅନୁସାରେ ତାଙ୍କୁ ମିଳିଛି ନାକି ପ୍ରିୟାଙ୍କାଙ୍କର ମହାନତା ପାଇଁ, ସେବେଠାରୁ ଏହି ଦୁଇଜଣ ପରସ୍ପରକୁ ଘୃଣା କରୁଛନ୍ତି ।

କରିନା କପୁର ଓ ବିପାଶା ବାସୁ-

ଏହି ଦୁଇଜଣ ଅଭିନେତ୍ରୀ ‘ଅଜନବି’ ଫିଲ୍ମରେ ଏକା ସହ କାମ କରିଠୁଇଲେ । ଶୁଟିଙ୍ଗ ସମୟରେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ବଡ ଝଗଡା ହୋଇଥିଲା । କରିନା ବିପାଶାଙ୍କୁ ଚାପୁଡା ମାରି ‘କାଲୀ ବିଲ୍ଲୀ’ ମଧ୍ୟ କହି ଦେଇଥିଲେ । ଏହା ପରଠୁ ବିପାଶା ଓ କରିନା ପରସ୍ପରକୁ ଘୃଣା କରିବାକୁ ଲାଗିଲେ ।

ଐଶ୍ଵର୍ୟ୍ୟା ରାୟ ଓ ସୋନମ କପୁର-


ସୋନମ କପୁର ଐଶ୍ଵର୍ଯ୍ୟ ରାୟଙ୍କୁ ଆଣ୍ଟି କହିଥିଲେ, କାରଣ ଐଶ୍ଵର୍ଯ୍ୟ ସୋନମଙ୍କ ବାପା ଅନିଲ କପୁରଙ୍କ ସହ ଫିଲ୍ମ କରିଥିଲେ ଓ ବର୍ତ୍ତମାନ ସେ ବୁଢୀ ମଧ୍ୟ ହୋଇଗଲେଣି । ଏହାପରେ ଐଶ୍ଵର୍ଯ୍ୟ ଓ ସୋନମଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା । ହେଲେ ପରେ ସୋନମ ନିଜ ଭୁଲ ପାଇଁ କ୍ଷମା ମାଗିଥିଲେ । ଏହା ପରଠୁ ଏହି ଦୁଇଜଣ ପରସ୍ପରକୁ ଘୃଣା କରୁଛନ୍ତି ।

ଐଶ୍ଵର୍ୟ୍ୟା ରାୟ ଓ ରାନୀ ମୁଖାର୍ଜୀ-

ପ୍ରଥମେ ଅଭିଷେକ ରାନୀଙ୍କ ସହ ପ୍ରେମ ବିବାହ କରିବାକୁ ଚାହୁଁଥିଲେ, ହେଲେ ଅଭିଷେକଙ୍କ ସହ ଐଶ୍ଵର୍ଯ୍ୟଙ୍କ ବିବାହ ହୋଇଥିଲା । ସେବେଠାରୁ ଐଶ୍ଵର୍ଯ୍ୟ ଓ ରାନୀ ପରସ୍ପରକୁ ଘୃଣା କରନ୍ତି । କେହି କାହାର ମୁହଁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *