ଦେଖନ୍ତୁ କାହାକୁ ଓ କାହିଁକି ଏମିତି କହିଲେ Prakruti Mishra ଙ୍କ ମା’ କୃଷ୍ଣପ୍ରିୟା ମିଶ୍ର…

ବନ୍ଧୁଗଣ, ସୂଚନା ଅନୁଯାୟୀ ହକି ୱାର୍ଲ୍ଡକପ କୁ ନେଇ ପ୍ରକୃତି ମିଶ୍ର ଙ୍କ ମା’ କିଛି ଏଭଳି କଥା କହିଛନ୍ତି । ତେବେ ପ୍ରକୃତି ମିଶ୍ର ଙ୍କ ମା’ କହିଛନ୍ତି ଯେ, ପ୍ରଥମ ଥର ପାଇଁ BMC ରାହାଗିରୀ ଆରମ୍ଭ କରିଛି । ସକାଳ 6.30 ରୁ 10.30 ସମୟ ରଖାଯାଇଛି । ଏଥିରେ ବହୁତ ଦକ୍ଷ ପିଲାମାନେ କିଏ ଝୋଟି ପାକଉଛନ୍ତି ତ ଆଉ କିଏ ଯୋଗ କରୁଛନ୍ତି । ଏହା ଏକ ଟ୍ୟାଲେଣ୍ଟର ଗୋଟିଏ ମେଳା ତଥା ଏକ ଖୁସିର ମେଳା ଅଟେ । ସମସ୍ତେ ସମସ୍ତଙ୍କ ସହିତ ମେଳା ସେୟାର କରୁଛନ୍ତି ।

ଆଉ ପ୍ରଥମ ଥର ପାଇଁ ଭୁବନେଶ୍ଵରରେ ହକି ଟୁର୍ନାମେଣ୍ଟ ହେବାକୁ ଯାଉଛି ଏହା ଆମ ଓଡିଶା ନିମନ୍ତେ ବହୁତ ଗର୍ବର ବିଷୟ ଅଟେ । ଦୁଇ ଦୁଇଥର ରାଜ୍ୟ ସରକାର ଙ୍କୁ ଏହା ସୁଯୋଗ ମିଳିଛି ତଥା ଓଡିଶା କୁ ସୁଯୋଗ ମିଳିଛି । ସମସ୍ତେ ମିଶି ହକି ୱାର୍ଲ୍ଡକପ କୁ ଏଞ୍ଜୟ କରିବା । ଏହା ସହିତ ଆଶା ରଖିବା ଯେ ତୃତୀୟ ଥର ମଧ୍ୟ ଓଡିଶା କୁ ହକି ୱାର୍ଲ୍ଡକପ ଆସୁ ।

ତେବେ ଟ୍ୟାଲେଣ୍ଟ ମେଳା ମଧ୍ୟ ବନ୍ଦ ହୋଇଯାଇଥିଲା ବର୍ତ୍ତମାନ ତାହା ହେଉଛି ଏବଂ ମା’ ଶିଖରଚଣ୍ଡୀ ମନ୍ଦିରରେ ତାହା ହେଉଛି ବହୁତ ବଡ ମା’ ଙ୍କ ଆଶୀର୍ବାଦ ରହୁଛି । ପିଲାମାନେ ଯେତେ ଯାହା ଟ୍ୟାଲେଣ୍ଟ ଦେଖାଉଛନ୍ତି ସମସ୍ତେ ବହୁତ ଆଗକୁ ଜାଆନ୍ତୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ତେବେ ଭୁବନେଶ୍ବରରେ ପଥ ଉତ୍ସବ ଅନୁଷ୍ଠିତ ହେଉଛି, ଏହା ହେଉଛି ଏକ ପ୍ଲାଟଫର୍ମ ଏଥିରେ ବିଭିନ୍ନ କଳା, କୌଶଳ, ବିଦ୍ୟା, ଶିକ୍ଷା, ନାଚ ମାଧ୍ୟମରେ ବହୁତ ମେସେଜ ମଧ୍ୟ ଯାଇଥାଏ । ଏଥିରେ ନାରୀ ଶକ୍ତି କୁ ଆହ୍ଵାନ କରାଯାଉଥିଲା ପରିବେଷଣ କରି । ଜେଣ୍ଡର ଏମପାୱାରମେଣ୍ଟ ତଥା ପ୍ରତ୍ୟକ ବର୍ଗର ଲୋକଙ୍କୁ ଇନକ୍ଲୁଡ କରିବା ଏହା ସହିତ ବିଭିନ୍ନ ପ୍ରକାର କଳା କୌଶଳ ଏଠାରେ ଶିଖାଯାଉଛି ।

ଏହା ସହିତ ଏତେ ସୁନ୍ଦର ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ସ୍ମାର୍ଟ ସିଟିର ସ୍ମାର୍ଟ ଲୋକମାନେ ଏଥିରେ ଭାଗ ନେଇଛନ୍ତି । ତେବେ ଏହା ପୂର୍ବରୁ ଚାଲି ଆସୁଥିଲା କିନ୍ତୁ ବର୍ତ୍ତମାନ ତାହା ସଂପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । ତେବେ ରାଜ୍ୟ ସରକାର ପୁଣି ଥରେ ସେ ସବୁକୁ ଆରମ୍ଭ କରିବାରୁ ଭୁବନେଶ୍ଵର ବାସିନ୍ଦା ମଧ୍ୟ ବେସ ଉପଭୋଗ କରୁଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *