ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ପ୍ରେମିକା ଆଣିଲେ ସାଂଘାତିକ ଅଭିଯୋଗ, କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଯୁବତୀ କହିବା ଅନୁସାରେ ୧୭ ତାରିଖ ଦିନ ବିବାହ ନିମନ୍ତେ ଆପ୍ଲାଇ ହୋଇଥିଲା ଏବଂ ୧୭ ତାରିଖ ମ୍ୟାରେଜ ଡେଟ ଥିଲା । ମାତ୍ର ପ୍ରେମୀ କମିଟମେଣ୍ଟ କରିଥିଲେ କିନ୍ତୁ ଆସିନାହାଁନ୍ତି  । ପ୍ରେମୀ ଙ୍କର ନାମ ହେଉଛି ବିଜୟ ଶଙ୍କର ଦାସ । ତେବେ ଜଣା ପଡିଛି ଯେ ବିଜୟ ଜଣେ ବିଧାୟକ ଅଟନ୍ତି । ଯୁବତୀ କହିଛନ୍ତି ଯେ କୋର୍ଟ ରେ ଆପ୍ଲାଇ ହେବା ପରେ ପରେ ମୁଁ କଥା ବାର୍ତ୍ତା ମଧ୍ୟ ହେଇଛି ଏବଂ ସେ ପ୍ରତିଶୃତି ମଧ୍ୟ ଦେଇଥିଲେ ।

କିନ୍ତୁ ବିଜୟ କୌଣସି ପ୍ରତିଶୃତି ରକ୍ଷା କରିଲେ ନାହିଁ । ଯୁବତୀ ଜଣକ ଏହା ମଧ୍ୟ କହିଛନ୍ତି ଯେ ବିଧାୟକ ବିଜୟ ବିବାହ କରିବେ ବୋଲି ତାଙ୍କ ଦାଦା ଙ୍କ ଫ୍ୟାମିଲି କୁ କହିଥିଲେ । ଏହାସହିତ ସେ ରାତିରେ ରିଂଗସେରିମନୀ କରିବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ଏ ସବୁ ପରେ ମଧ୍ୟ କିଛି ନାହିଁ । ଓଲଟା ଧମକ ଦେଉଛନ୍ତି । ବିଜୟ ଙ୍କ ବଡ ଭାଇ ଯୁବତୀ ଙ୍କୁ ମିସବିହେବ କରୁଛନ୍ତି ବୋଲି ଯୁବତୀ ଅଭିଯୋଗ କରିଛନ୍ତି ।

ବିଜୟ ଙ୍କ ବଡ ଭାଇ କହୁଛନ୍ତି ଯାହା କରୁଛୁ କରେ ଏବଂ ତାଙ୍କ ଦାଦା ମଧ୍ୟ କହୁଛନ୍ତି ଯେ ଆମ୍ଭେ ଡରିନାହୁଁ ତତେ । ମାତ୍ର ବିଜୟ ଶଙ୍କର ଯୁବତୀ ଙ୍କ ଫୋନ ର କୌଣସି ପ୍ରକାରର ରେଶପନ୍ସ ଦେଉ ନାହାଁନ୍ତି । ଯୁବତୀ ଏହା ସନ୍ଦେହ କରି କହିଛନ୍ତି ଯେ ହୁଏତ ବିଜୟ ଙ୍କୁ କେହି କିଡନାପ ପରିପାରେ ନଚେତ ସେ ଜାଣିଶୁଣି ଏମିତି ଚିଟିଙ୍ଗ କରୁଛନ୍ତି ।

ଅଥବା ଅନ୍ୟ କେଉଁଠାରେ ତାଙ୍କର ଆଫୟାର ଚାଲୁଥିବ ତାହା ମଧ୍ୟ ସନ୍ଦେହ ହେଉଛି ବୋଲି ଯୁବତୀ ଜଣକ କହିଛନ୍ତି । ଏହାପରେ ଯୁବତୀ କହିଲେ ଯେ ବର୍ତ୍ତମାନ ସେ ଯେଉଁ କେସ ଦେଇଥିଲେ ସେହି କେସ ପୁଣି ରି-ଓପନ ହେବ । ଏହିଭଳି ପ୍ରେମ କରି ଧୋକ୍କା ର ଶିକାର ପ୍ରାୟ ସମସ୍ତେ ହେଉଛନ୍ତି । କେତେବେଳେ ଯୁବକ ଶିକାର ହେଲାଣି ତ ଆଉ କେତେବେଳେ ଯୁବତୀ ।

ମାତ୍ର ଏମାନଙ୍କ ନିମନ୍ତେ ପ୍ରେମର ପରିଭାଷା କ’ଣ ହୋଇପାରେ ? ପୁଅ ଝିଅ ଦୁହେଁ ଦୁହିଙ୍କୁ ଭଲପାଇ କିଛି ବାଟ ଆଗକୁ ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇ ସେଠାରୁ ଓହାରୀ ଯାଇ ଅନ୍ୟତ୍ର ପଳାଇ ଯାଉଛନ୍ତି । ଏହା କେତେଦୂରେ ଠିକ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *