ବିଜେଡି ଟିକେଟ ପାଇଁ ଭାଙ୍ଗିଯିବ କି Naba Das ଙ୍କ ପରିବାର ? କିଏ ପାଇବ ଟିକେଟ ନବଙ୍କ ଝିଅ ନା ପୁଅ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନବ ଦାସଙ୍କ ଘରେ ବିଜେଡି ଟିକେଟ ପାଇଁ ଲାଗିଲାଣି ଝଗଡା । ତେବେ ହଁ ବନ୍ଧୁଗଣ ରାଜନୈତିକ ସ୍ତରରେ ଘର ପରିବାରରେ କିଛି ଏପରି ଘଟିବାର ମଧ୍ୟ ସାଂଘାତିକ ଅଭିଯୋଗ ଶୁଣିବାକୁ ମିଳିଛି । ତେବେ ନବ ଦାସଙ୍କ ପରେ ବିଜେଡିରେ ସୃଷ୍ଟି ହେଉଇଥିବା ରାଜନୈତିକ ସ୍ଥାନକୁ କିଏ ହାସଲ କରିବ । ତାହାକୁ ନେଇ ବର୍ତ୍ତମାନ ଜୋରସୋର ଲଢେଇ ଚାଲିଛି ।

ତେବେ ସବୁ ଦଳ ନିଜ ନିଜ ସ୍ଥାନରେ ରହି ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ନବ ଦାସଙ୍କ ଘରେ ଭାଇ ଭଉଣୀ ମଧ୍ୟରେ ଟିକେଟ ପାଇଁ କନ୍ଦଳ ସୃଷ୍ଟି ହେଇଛି । ତେବେ ବାପା ନବ ଦାସ ଜୀବିତ ଥିବା ଅବସ୍ଥାରେ ନିଜ ଝିଅ ଦୀପାଳିକୁ ରାଜନୀତିରେ ଭର୍ତ୍ତି କରିବା ପାଇଁ ଆଗ୍ରହ ରଖିଥିବାର କଥା ବହୁବାର ନଜର ଆସିଛି । ତେବେ ସେଥିପାଇଁ ନବ ଦାସ ନିଜ ଝିଅ ଦୀପାଳିକୁ ଆଗରୁ ହିଁ ରାଜନୀତିରେ ଭର୍ତ୍ତି କରିବା ପୂର୍ବରୁ ରାଜନୀତି କ୍ଷେତ୍ରରେ ଅଧିକ ସକ୍ରିୟ କରାଇଦେଇଥିଲେ ।

ତେବେ ଏହାର ଅପର ପକ୍ଷରେ ନବ ଦାସଙ୍କ ପୁଅ ଭିଷାଲକୁ ନବ ଦାସ କେବେବି ରାଜନୀତିରେ ସକ୍ରିୟ କରିବାର ଆଗର ଆଗରୁ ଦେଖିବାକୁ ମିଳିନଥିଲା । ହେଲେ ବର୍ତ୍ତମାନ ସମୟରେ ନବ ଦାସଙ୍କ ପୁଅ ବିଶାଲ ମଧ୍ୟ ରାଜନୀତିରେ ମୁଣ୍ଡ ଖେଳାଇବା ଆରମ୍ଭ କରିଦେଲେଣି । ତେବେ ବାପା ନବ ଦାସ ପରେ ଆଗାମୀ ସମୟରେ ହେଉଥିବା ଉପ ନିର୍ବାଚନ ପାଇଁ ନବ ଦାସଙ୍କ ଝିଅ ଖାଲି ନୁହେଁ ବଂର ତାଙ୍କ ପୁଅ ମଧ୍ୟ ଆଗେଇ ଚାଲିଛନ୍ତି ।

ତେବେ ରାଜନୀତିରେ କ୍ଷମତା ପାଇବା ପାଇଁ ଘର ପରିବାରର ସଦସ୍ୟ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇବା ଏହା କିଛି ନୂଆ କଥା ମଧ୍ୟ ନୁହେଁ । କାରଣ ରାଜନୀତିରେ କ୍ଷମତା ପାଇବା ପାଇଁ ସବୁ ରାଜନୀତି ପ୍ରେମୀ ଇଛା କରିଥାନ୍ତି । ତେବେ ଯାହା ବର୍ତ୍ତମାନ ସମୟରେ ନବ ଦାସଙ୍କ ପରିବାରର ଭାଇ ଓ ଭଉଣୀ ମଧ୍ୟରେ ଦେଖିବାକୁ ମିଳିଛି । ତେବେ ଯେହେତୁ ବାପା ନବ ଦାସ ନିଜ ଝିଅ ଦୀପାଳିକୁ ନେଇ ରାଜନୀତି ପାଇଁ ବହୁତ କିଛି ସ୍ଵପ୍ନ ଦେଖିଦେଇଥିଲେ ।

ତେବେ ସେହି କ୍ଷେତ୍ର ଦ୍ରୁଷ୍ଟିରୁ ବିଜେଡିରେ ଦୀପାଳି ଦାସଙ୍କର ଟିକେଟ ପାଇବାର ସମ୍ଭାବନା ଅଧିକ ରହୁଅଛି । ହେଲେ ଏହାର ଅପର ପକ୍ଷରେ ନବ ଦାସଙ୍କ ପୁଅ ବିଶାଲ ମଧ୍ୟ ବିଜେଡି ଟିକେଟ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତେବେ ବିଜେଡି ଟିକେଟ କିଏ ହାତେଇବ ତାହା ଆଗାମୀ ଉପ ନିର୍ବାଚନ ସମୟରେ ହିଁ ଜଣା ପଡିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ଅପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *