ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।
1. ଓଡିଶାର ପୂର୍ବରେ କେଉଁ ସାଗର ରହିଛି ?
ଉତ୍ତର- ଓଡିଶାର ପୂର୍ବରେ ବଙ୍ଗୋପ ସାଗର ରହିଛି ।
2. ପ୍ରାକୃତିକ ଗଠନ ଦ୍ରୁଷ୍ଟିରୁ ଓଡିଶାକୁ କେତେ ଭାଗରେ ଭିବକ୍ତ କରାଯାଇଛି ?
ଉତ୍ତର – ପ୍ରାକୃତିକ ଗଠନ ଦ୍ରୁଷ୍ଟିରୁ ଓଡିଶାକୁ 4 ଭାଗରେ ଭିବକ୍ତ କରାଯାଇଛି ।
3. ବୃଷ୍ଟିପାତ ଅନୁସାରେ ଓଡିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
ଉତ୍ତର- ବୃଷ୍ଟିପାତ ଅନୁସାରେ ଓଡିଶାକୁ 4 ଭାଗରେ ବିଭକ୍ତ କରାଯାଇଛି ।
4. ବିଶ୍ଵର ସବୁଠାରୁ ବଡ ସିନେମା ଘର କେଉଁଠି ଅଛି ?
ଉତ୍ତର- ବିଶ୍ଵର ସବୁଠାରୁ ବଡ ସିନେମା ଘର ସ୍ପେନରେ ଅଛି ।
5. ହିନ୍ଦୁସ୍ଥାନର ପ୍ରଥମ ରାଜା କିଏ ଥିଲେ ?
ଉତ୍ତର- ହିନ୍ଦୁସ୍ଥାନର ପ୍ରଥମ ରାଜା ଚନ୍ଦ୍ରଗୁପ୍ତ ମୋର୍ଜ୍ୟ ଥିଲେ ।
6. ମହଲର ସହର କାହାକୁ କୁହାଯାଏ ?
ଉତ୍ତର- ମହଲର ସହର କଲିକତାକୁ କୁହାଯାଏ ।
7. ଭାରତର ସବୁଠାରୁ ଶୁଖିଲା ଭାଗ କଣ ଅଟେ ?
ଉତ୍ତର- ଭାରତର ସବୁଠାରୁ ଶୁଖିଲା ଭାଗ ରାଜସ୍ଥାନ ଅଟେ ।
8. ଉଦୟ ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?
ଉତ୍ତର- ଉଦୟ ସୂର୍ଯ୍ୟର ଭୂମି ଜାପାନକୁ କୁହାଯାଏ ।
9. କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ବନା ଯାଇଥାଏ ?
ଉତ୍ତର- ଭାରତ ଦେଶରେ ସବୁଠୁ ଅଧିକ ଫିଲ୍ମ ବନା ଯାଇଥାଏ ।
10. ପଞ୍ଚତନ୍ତ୍ରର ଲେଖେକ କିଏ ଥିଲେ ?
ଉତ୍ତର- ପଞ୍ଚତନ୍ତ୍ରର ଲେଖେକ ବିଷ୍ଣୁ ଶର୍ମା ଥିଲେ ।
11. ଭାରତର ସବୁଠାରୁ ଛୋଟ ରାଜ୍ୟ କଣ ଅଟେ ?
ଉତ୍ତର- ଭାରତର ସବୁଠାରୁ ଛୋଟ ରାଜ୍ୟ ଗୋଆ ଅଟେ ।
12. ଭାରତରେ ସୁନାର ଖଣି କେଉଁଠି ଅଛି ?
ଉତ୍ତର- ଭାରତରେ ସୁନାର ଖଣି କର୍ଣ୍ଣାଟକରେ ଅଛି ।
13. ଆରବ ସାଗରର ରାଣୀ କାହାକୁ କୁହାଯାଏ ?
ଉତ୍ତର- ଆରବ ସାଗରର ରାଣୀ କୋଚ୍ଚିକୁ କୁହାଯାଏ ।
14. ଘଡିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର- ଘଡିର ଆବିଷ୍କାର ଭାରତ ଦେଶରେ ହୋଇଥିଲା ।
15. ଭାରତର ସବୁଠୁ ବଡ ହସ୍ପିଟାଲ କେଉଁଠି ଅଛି ?
ଉତ୍ତର- ଭାରତର ସବୁଠୁ ବଡ ହସ୍ପିଟାଲ ଦିଲ୍ଲୀ ଅଛି ।
16. ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ କଣ ?
ଉତ୍ତର- ବିଶ୍ଵର ସବୁଠାରୁ ଛୋଟ ପକ୍ଷୀର ନାମ ହେଉଛି ହମିଙ୍ଗ ବାର୍ଡ ।