ଦୁନିଆର 10 ଜଣ ସବୁଠୁ Speed Bowler ! ଦେଖନ୍ତୁ କିଏ ଅଟେ ନମ୍ବର 1 ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ପ୍ରେମୀଙ୍କୁ କ୍ରିକେଟ ସମ୍ପର୍କିତ ତଥ୍ୟ ବହୁତ ଭଲ ଲାଗିଥାଏ । ତେବେ ସେହିପରି କିଛି କ୍ରିକେଟ ତଥ୍ୟ ନେଇକି ଆପଣଙ୍କ ନିକଟକୁ ଆସିଛି । ତେବେ କ୍ରିକେଟ ଦୁନିଆରେ ବହୁତ ଭଲ ଭଲ ଖେଳାଳୀ ଅଛନ୍ତି । ଯେଉଁ ମାନେ କି କ୍ରିକେଟ ଦୁନିଆ ଇତିହାସରେ ନିଜର ନାମ ସ୍ଵର୍ଣ୍ଣକ୍ଷାରେ ଲେଖି ଯାଇଛନ୍ତି । ତେବେ ସେହିପରି ୧୦ ଜଣ ଫାଷ୍ଟ ବୋଲରଙ୍କର ବିଷୟରେ ଆଲୋଚନା କରିବା ।

ସେହି ୧୦ ଜଣ ସୁପର ବୋଲରଙ୍କର ମଧ୍ୟରୁ ନମ୍ବର ଦଶମ ସ୍ଥାନ ଅଧିକାର କରିଥିବା ଖେଳାଳୀ ହେଉଛନ୍ତି ଡେନିସ ଲିଲ୍ଲୀ । ତେବେ ଡେନିସ ଲିଲ୍ଲୀଙ୍କର ଜବରଦସ୍ତ ବୋଲିଂରେ ବହୁତ ଭଲ ଭଲ ବ୍ୟଟ୍ସମ୍ୟାନ ମଧ୍ୟ ଭୟଭ୍ହୀତ ହୋଇଯାଇଥାନ୍ତି । ତେବେ ତାଙ୍କ ଜମାନାରେ ସେ ସୁପର ବୋଲରଙ୍କର ମଧ୍ୟରୁ ଅନ୍ୟତମ ହିସାବରେ ନଜର ଆସୁଥିଲେ । ନମ୍ବର ନବମରେ ଆସୁଥିବା ବୋଲର ହେଉଛନ୍ତି ୱାସିମ ଆକ୍ରମ ।

ତେବେ ୱାସିମ ଆକ୍ରମ ପାକିସ୍ତାନର ଜଣେ ଏପରି ବୋଲର ତାଙ୍କ ସମ୍ମୁଖରେ ଯିଏ ମଧ୍ୟ ବ୍ୟାଟିଂ କରିବାକୁ ଥାଉ । ହେଲେ ସେ ନିଜର ବୋଲିଂ ଦ୍ଵାରା ସମସ୍ତଙ୍କର ଦୃଷ୍ଟି ନିଜ ପ୍ରତି ଆକର୍ଷିତ କରିପାରିଥାନ୍ତି । ତେବେ ନମ୍ବର ଅଷ୍ଟମରେ ଆସୁଥିବା ଏହି ବୋଲର ଜଣଙ୍କ ହେଉଛନ୍ତି ବ୍ରେଟ ଲୀ । ତେବେ ବ୍ରେଟ ଲୀ ମଧ୍ୟ ଜଣେ ବହୁତ ଭଲ ଓ ସାନ୍ଦାର ବୋଲର ଥିଲେ ।

ତେବେ ଏହି ବୋଲର ଥରେ ନୁହେଁ ବଂର ୨ ଥର ନିଜ ଦେଶକୁ ଅଷ୍ଟ୍ରେଲିଆ ବିଶ୍ଵକପରେ ଜିତେଇବା ପାଇଁ ସାହାଜ୍ଯ କରିଛନ୍ତି । ତେବେ ଏହି ଲିଷ୍ଟରେ ନମ୍ବର ସପ୍ତମରେ ଆସୁଛନ୍ତି ଜେଫ ଥମସନ । ତେବେ ଏଅ ହେଉଛନ୍ତି ଏପରି ଜଣେ ବୋଲର ଜିଏକି ନିଜର ଧୂଆଁଧାର ବୋଲିଂ ପାଇଁ ସାମ୍ନା ବ୍ୟାଟ୍ସମ୍ୟାନର କେତେ ଥର ଛକା ଛଡାଇଛନ୍ତି । ନମ୍ବର ଷଷ୍ଠରେ ଆସୁଛନ୍ତି ମିଟଚେଳ ଷ୍ଟାର୍କ ।

ତେବେ ଏଅ ଜଣେ ମଧ୍ୟ ବହୁତ ଭଲ ଭଲ ବୋଲରଙ୍କର ମଧ୍ୟରେ ନିଜର ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଯାହାଙ୍କ ପାଇଁ ଆଜିର ଯୁବପିଢୀ ବୋଲର ମଧ୍ୟ ତାଙ୍କୁ ଆଦର୍ଶ ରୂପେ ମାନିଥାନ୍ତି । ନମ୍ବର ପଞ୍ଚମରେ ଆଣ୍ଡି ରବର୍ଟ୍ସ । ତେବେ ଆଣ୍ଡି ମଧ୍ୟ ନିଜର ବୋଲିଂ ପାଇଁ ବହୁତ ଲୋକ ପ୍ରିୟତା ହାସଲ କରିପାରିଛନ୍ତି । ତେବେ ସେ ୱେଷ୍ଟଇଣ୍ଡିଜର କେତେକଙ୍କ ମଧ୍ୟରୁ ବୋଲିଂ ପାଇଁ ପ୍ରସିଦ୍ଧି ଅଟନ୍ତି । ନମ୍ବର ଚତୁର୍ଥରେ କର୍ଟଌ ଆମ୍ବ୍ରୋଜ ।

ନିଜ ବୋଲିଂ ପାଇଁ ଏହି ବୋଲର ଜଣଙ୍କ ମଧ୍ୟ ବହୁତ ପ୍ରଶଂଷା ସାଉନ୍ଟି ପାରିଛନ୍ତି । ତେବେ ଏହି ଲିଷ୍ଟ ନମ୍ବର ତୃତୀୟରେ ଅଛନ୍ତି ବୋଲର ଗ୍ଲେନ ମାକଗ୍ରାଥ । ନମ୍ବର ଦିତୀୟରେ ଅଛନ୍ତି ଡେଲ ଷ୍ଟେନ । ତେବେ ସବୁଠାରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଜବରଦସ୍ତ ବୋଲର ଜଣଙ୍କ ହେଉଛନ୍ତି ଶୋଏବ ଆଖତର । ତେବେ ଏହି ସବୁ ବୋଲରଙ୍କର ବୋଲିଂରେ ଆଚ୍ଛା ଖିଲା ବ୍ୟାଟ୍ସମ୍ୟାନଙ୍କର ମଧ୍ୟ ହୋସ ଉଡିଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *