‘ବବି ଦାସ ଏବଂ ପାଣ୍ଡିଆନଙ୍କ ଫୋନ କଲ ଯାଞ୍ଚ କର, କାହିଁକି ନା ସେମାନେ…’ କାହିଁକି ବିରୋଧୀଙ୍କ ଟାର୍ଗେଟରେ ବବି ଓ ପାଣ୍ଡିଆନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବବି ଦାସ ଓ ପାଣ୍ଡିଆନଙ୍କ ଫୋନ କଲ୍ ଯାଞ୍ଚ କର । ତେବେ ବହୁ ଚର୍ଚିତ ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ହତୟଆ ମାମଲାକୁ ନେଇ ଆସିଛି ଏକ ନୂଆ ମୋଡ । ତେବେ ନବ ଦାସ ହତୟଆ ମାମଲାର CBI ତଦନ୍ତ କରାଯାଉ ବୋଲି ବିଧାୟକ ଜୟନାରାୟଣ ମିଶ୍ର  ଦାବୀ କରିଛନ୍ତି । ତେବେ ଜୟନାରାୟଣ ମିଶ୍ର ଏପରି କିଛି ନିଜ ଦଳ ସହ ଆନ୍ଦୋଳନ କରି କହିଛନ୍ତି ।

ଏହା କି ଯେ 5 ଟି ସଚିବ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣୟ ପ୍ରକାଶ ଦାସଙ୍କର ଙ୍କର ଫୋନ କଲ ଯାଞ୍ଚ କରିବା ନିହାତି ଦରକାର । ତେବେ ନବ ଦାସଙ୍କର ହତୟଆର ୪ ଦିନ ପୂର୍ବରୁ କଣ ସବୁ କଥା ହୋଇଥିଲେ । ସେହି ସବୁ କଥାକୁ ତଦନ୍ତର ପରିସରଭୁକ୍ତ କରିବା ନିହାତି ଭାବରେ ଦରକାର ହେଉଛି । ତେବେ ଓଡିଶା ପୋଲିସ ମନ୍ତ୍ରୀ ନବ ଦାସଙ୍କର ହତୟଆ ପଛରେ ରହିଥିବା ଅସଲ ଷଡଯନ୍ତ୍ରକୁ ଖୋଜିବା ପାଇଁ ଏହି ସବୁ ତଥ୍ୟକୁ ତଦନ୍ତର ପରିସର ଭୁକ୍ତ କରିବା ଆବଶ୍ୟକ ହେଉଛି ।

ହେଲେ ଓଡିଶା ପୋଲିସ ଏହାକୁ କରିବେ ନାହିଁ । ତେଣୁ ମନ୍ତ୍ରୀ ନବ ଦାସ ହତୟଆ କାଣ୍ଡକୁ CBI ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ତେବେ ଜୟନାରାୟଣ ନିଜର ଦଳର ସମର୍ଥକ ଲୋକଙ୍କୁ ଏକତ୍ର କରି ଏକ ଆନ୍ଦୋଳନ କରିଥିଲେ । ତେବେ ସେଠାରେ ମନ୍ତ୍ରୀ ନବ ଦାସଙ୍କର ହତୟଆ ଘଟଣା ଉପରୁ ଅସଲି କଥା ଜାଣି ଘଟଣା ପଛରେ ଥିବା ପ୍ରକୃତ କଥା ଉପରୁ ପରଦା ଉଠାଇବାକୁ ଯାଇ ଆନ୍ଦୋଳନ କରଯାଇଥିଲା ।

ତେବେ ସେଠାରେ ଦଳର ଲୋକେ ତଥା ଜୟନାରାୟଣ ମିଶି ହତୟଆ ମାମଲାର ତଦନ୍ତକୁ CBI ତଦନ୍ତ କରାଯାଉ ବୋଲି ଦାବୀ କରିଥିଲେ । ଏହା ସହିତ ଆନ୍ଦୋଳନରେ ସବୁଠାରୁ ବଡ ପ୍ରସଙ୍ଗଟି ମଧ୍ୟ ଜୟନାରାୟଣ ମିଶ୍ର ଉଠାଇଥିଲେ । ଯେଉଁଠାରେ ଜୟନାରାୟଣ କହିଥିଲେ । ଏହା କି ଯେ ରାଜ୍ୟ 5 ଟି ସଚିବ ଓ ଯାଜପୁର ବିଧାୟକ ବବି ଦାସଙ୍କ ଫୋନ କଲକୁ ମଧ୍ୟ ଯାଞ୍ଚ କରାଯାଉ ।

ତେବେ ଜୟନାରାୟଣଙ୍କ କହିବା ଆଧାରରେ ସରକାର ଯେତେବେଳେ ସରକାରଙ୍କୁ ମାରିପାରୁଛନ୍ତି । ସେତେବେଳେ ଏହି ସାଧାରଣ ଜନତାଙ୍କର ଅବସ୍ଥା ଏଠାରେ କିପରି ଭାବରେ ସୁରକ୍ଷିତ ରହିବ ବୋଲି କହି ଆନ୍ଦୋଳନର ନାରା ଉଠାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *