‘ମୁଁ ଅନେକ ଥର ବାହା ହୋଇଛି, ହେଲେ କେବେ ବି…’ ଦେଖନ୍ତୁ ଏମିତି କାହିଁକି କହିଲେ ଅଭିନେତ୍ରୀ Priyanka

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୁଁ ମୋ ବାହାଘର ପୂର୍ବରୁ ଅନେକ ଥର ସିରିଏଲରେ ବାହା ହୋଇସାରିଥିଲି । ତେବେ ଏପରି କିଛି ମଜାଳିଆ ଓ ମିଠା ମିଠା କଥା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । ତେବେ ଜଣେ ଆକ୍ଟର, ମଡ଼େଲର ଓ ୟୁଟୁବର ଭାବରେ ଅଭିନେତ୍ରୀ ପ୍ରିୟଙ୍କା ନିଜର ପାରଦର୍ଶିତା ଦେଖାଇ ପରିଛନ୍ତି । ତେବେ ଅଭିନେତ୍ରୀ ପ୍ରିୟଙ୍କାଙ୍କ କହିବା ଆଧାରରେ ସବୁ ଝିଅ କୁଆଁରୀ ସମୟରେ ଏକ ପରୀ ଦୁନିଆରେ ରହି ନିଜ ଜୀବନସାଥି ବିଷୟରେ ଭାବିଥାନ୍ତି ।

ମୋ ସ୍ଵାମୀ ଏମିତି ହେବା ଦରକାର ମୋ ସ୍ଵାମୀ ସେହିପରି ହୋଇଥିବା ଦରକାର । ବହୁତ କିଛି ନିହାତି ଭାବରେ ଦେଇଥାନ୍ତି । ମୁଁ ବି ସେମିତି କିଛି ମୋ ସ୍ଵାମୀଙ୍କ ବିଷୟରେ ଭାବିଦେଇଥିଲି ବୋଲି ପ୍ରିୟଙ୍କା କହିଛନ୍ତି । ତେବେ ପ୍ରିୟଙ୍କାଙ୍କ କହିବା ଆଧାରରେ ମୁଁ ଯେଉଁ ବର୍ଷ ପ୍ରଥମ ଯାଗର କରିଥିଲି । ସେହି ବର୍ଷ ମୁଁ ଭୋକ ନସମ୍ଭାଳି ପାରି ଚାଟ ଖାଇଦେଇଥିଲି । ତାପରେ କହୁ କହୁ ସେହି ବର୍ଷ ହିଁ ମୋର ବାହାଘର ପାଇଁ ସ୍ମାରକଙ୍କ ସହିତ ପ୍ରସ୍ତାବ ଆସିଯାଇଥିଲା ।

ଆଉ ମୁଁ ତାଙ୍କୁ ହିଁ ସେହି ବର୍ଷ ମୋ ଜୀବନ ସାଥି ରୂପରେ ପାଇଯାଇଥିଲି । ତେବେ ମୋ ସ୍ଵାମୀ ସ୍ମାରକ ଜଣେ ବହୁତ ବଡ ଶିବ ଭକ୍ତ । ଏହା ସହିତ ମୁଁ ମୋ ସ୍ଵାମୀଙ୍କୁ ମୋର ଜଣେ ବହୁତ ଭଲ ବନ୍ଧୁଟିଏ ଭାବିଥାଏ । ଛୋଟ ବଡ ସବୁ କଥା ମୁଁ ତାଙ୍କ ସହିତ ଶେୟାର କରିଥାଏ । ମୋ ପାଇଁ କଣ ଠିକ କଣ ଭୁଲ ସ୍ମାରକ ମୋତେ ସବୁକିଛି ବୁଝାଇ ପୋଜିଟିଭ ୱେ ରେ ଆନ୍ସର ଦେଇଥାନ୍ତି ।

ତେଣୁ ସ୍ମାରକଙ୍କୁ ମୁଁ ବାହା ହୋଇ ତାଙ୍କୁ ମୁଁ ମୋ ଜୀବନସାଥି ରୂପରେ ପାଇ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ । ହେଲେ ସ୍ମାରକଙ୍କୁ ମୁ ସତସତିକିଆ ବାହା ହେବା ପୂର୍ବରୁ ସିରିଏଲରେ କିନ୍ତୁ ଅନେକ ଥର ବାହା ହୋଇଯାଇଥିଲି । ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ପ୍ରିୟଙ୍କାଙ୍କର ବାହା ହୋଇ ସାରିଲା ପରେ ମଧ୍ୟ ପାଠ ପଢା ସହିତ ନିଜର ଅଭିନୟ କ୍ଯାରିଅରକୁ ବଜାୟ ରଖିପାରିଛନ୍ତି ।

ତେବେ ଅନେକ ସିରିଏଲ ଓ ସିନେମାରେ ଅଭିନୟ କରି ସୁନ୍ଦର ସୁନ୍ଦର ଅଭିନୟର ଛୁଙ୍କ ଦର୍ଶକଙ୍କ ନିକଟରେ ପହଞ୍ଚାଇ ବହୁତ ଲୋକପ୍ରିୟତା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ ହାସଲ କରନ୍ତୁ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *