ବିନା ଶବରେ ମଶାଣି ଗଲା କୋକେଇ, ଚାଦର ତଳେ ଶୋଇଥିଲା… ପୁରା ଘଟଣା ଜାଣିଲେ ଆପଣଙ୍କ କାଖିରେ ବି ଲୁହ ଆସିଯିବ, ଦେଖନ୍ତୁ Video 

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଖବର ସାମ୍ନାକୁ ଆସୁଛି । ଏହି ଖବରର ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଖବରଟି ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ବିନା ଶବରେ ସଜଡା ଚାଲିଛି କୋକେଇ । କୋକେଇରେ ଘୋଡେଇ ହୋଇ ସୋଇଥିବା ଏହି ଶ-ବ-ଟି ମଣିଷର ନୁହେଁ ଏକ ପ୍ରତି-ତା-ତ୍ମା-କ ମୃ-ତ ଦେ-ହ । ବନ୍ଧୁଗଣ ଏହି ପ୍ର-ତି-ତା-ତ୍ମା-କ ଶ-ବ-ଟି ହେଉଛି ଗାଁର ୪୯ ବର୍ଷ ବୟସ୍କ ସୁଭାଷ ଗଉଡଙ୍କର । ଗତ କିଛି ଦିନ ତଳେ ସୁଭାଷ ସୁରଟକୁ କାମ ସାରି ନିଜ ଘରକୁ ଟ୍ରେନରେ ବସି ଆସୁଥିଲେ । ହେଲେ ବାଟରେ ଆସିବା ବେଳେ ସେ ଟ୍ରେନକୁ ଖସି ନି-ଖୋ-ଜ ହୋଇ ଯାଇଥିଲେ ।

ଏହା ପରେ ଗାଁ ଲୋକ ତାଙ୍କ ମୃ-ତ ଦେ-ହ-କୁ ବହୁତ ଖୋଜିଥିଲେ କିନ୍ତୁ ଘଟଣାର ୬ ଦିନ ପରେ ଜଣା ପଡିଲା ଯେ, ମେଡିକାଲ କର୍ମଚାରୀ ମାନେ ତାଙ୍କ ମୃ-ତ ଶ-ବ ପୋ-ତି ଦେଇଛନ୍ତି ।ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ପଡିଛି । ସୁଭାସଙ୍କ ପତ୍ନୀ ଦିନ ରାତି କା-ନ୍ଦୁ ଛନ୍ତି । ସୁଭାଷଙ୍କ ଅ-ନ୍ତି-ମ ସଂ-ସ୍କା-ର ପାଇଁ ପରିବାର ଲୋକ ନଡାରେ ଏକ ପ୍ର-ତି-ତା-ତ୍ମା-କ ମୃ-ତ ଦେ-ହ ତିଆରି କରି ଅ-ନ୍ତି-ମ ସଂ-ସ୍କା-ର କରିଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣାଟି ଘ-ଟି-ଛି ଗଞ୍ଜାମ ଜିଲ୍ଲା ଧାନକୋଟ ବ୍ଲକ ଅନ୍ତର୍ଗତ ନନ୍ଦୀ ଗଉଡ ଗାଁରେ । ଗତ ୧୧ ତାରିଖରେ ଫୋନ ଆସିଲା ସୁଭାଷ ଅହମ୍ମଦାବାଦ ପୁରୀ ଏକ୍ସପ୍ରେସରେ ଫେରୁଥିବା ବେଳେ ଭୂଷାବାଲି ନିକଟରେ ଟ୍ରେନରୁ ଗ-ଳି ପ-ଡି-ଥିଲେ ।

ସୁଭାଷଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ପରିବାର ଲୋକଙ୍କୁ ସୁଭାଷଙ୍କ ମୃ-ତ ଦେ-ହ ବି ମିଳି ନଥିଲା ତେଣୁ ପରିବାର ଲୋକ ଏହି ଭଳି ଭାବରେ ସୁଭାଷଙ୍କ ଅ-ନ୍ତି-ମ ସଂ-ସ୍କା-ର କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *