ପ୍ରେମ ନିବେଦନ ଓ ଅଶ୍ଳୀଳ ଗାଳି ପଡିଗଲା ମହଙ୍ଗା ! ଥାନା ଆଗରେ ବୃଦ୍ଧଙ୍କୁ ମହିଳାଙ୍କ ବ୍ରହ୍ମ ଚାପୁଡ଼ା, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ଚର୍ଚା ସମସ୍ତ ସ୍ଥାନରେ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ଯୁବତୀଙ୍କ ସମ୍ମୁଖରେ ଏକ ବୃଦ୍ଧ ଆଣ୍ଠେଇ ବସିଥିବାର ନଜର ଆସୁଛନ୍ତି । ମହିଳା ଜଣକ ବୃଦ୍ଧଙ୍କୁ କ୍ରୋ-ଧ-ରେ ବହୁତ କଥା କହୁଛନ୍ତି ଓ ନି-ସ୍ତୁ-କ ମା-ଡ ବି ମା-ରି-ଛ-ନ୍ତି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଘଟଣାଟି ଏକ ଥାନା ପରିସରରେ ଘ-ଟି-ଛି । ଘଟଣା ସ୍ଥଳରେ ଅନେକ ଲୋକଙ୍କ ସହ ଥା-ନା ଅଧିକାରୀ ମାନେ ବି ଉପସ୍ଥିତ ଥିଲେ ହେଲେ ମହିଳା ନିଜ ହାତରେ ଏପରି ଭାବେ ଆଇନ ନେବାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବାଲେଶ୍ଵର ଜିଲ୍ଲା ସୋର ଥାନା ପରିସରରେ କେଦାର ପୁର ଅଞ୍ଚଳର ଦୁଇଜଣ ମହିଳାଙ୍କୁ ଜଣେ ଯୁବକ ଫୋନ କରି ପ୍ରେମ ନିବେଦନ କରିବା ସହ ଅ-ଶ୍ଳୀ-ଳ ଗା-ଳି ଗୁ-ଲ-ଜ କରିବା ନେଇ ସୋର ଥା-ନା-ରେ ଅ-ଭି-ଯୋ-ଗ ହୋଇଥିଲା ।

ଏହା ପରେ ପୋଲିସ ଅ-ଶ୍ଳୀ-ଳ କଥା କହୁଥିବା ଯୁବକ ଓ ମହିଳାଙ୍କ ନମ୍ବର ସେହି ଯୁବକଙ୍କୁ ଦେଇଥିବା ବୃଦ୍ଧଙ୍କୁ ଆଣିଥିଲା । ଯୁବକ ଓ ବୃଦ୍ଧ ଜଣକ ମହିଳା ଦୁଇଜଣଙ୍କୁ ଗୋଡ ହାତ ଧରି ଭୁଲ ମାଗୁଥିବା ବେଳେ ଜଣେ ମହିଳା ଅତ୍ୟନ୍ତ କ୍ରୋ-ଧ-ରେ ଆସି ଥା-ନା ପରିସର ମଧ୍ୟରେ ମା-ଡ ମା-ରି-ଛ-ନ୍ତି ।

ବନ୍ଧୁଗଣ ଭୁଲ କରିଥିବା ଯୁବକଙ୍କ ବି-ରୋ-ଧ-ରେ ଆ-ଇ-ନ ଅନୁଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିଲା । ହେଲେ ମହିଳା ଜଣକ ପ୍ରଥମେ ଅ-ଭି-ଯୋ-ଗ ଦେଇ ଥାନା ପରିସରରେ ନିଜ କ୍ରୋ-ଧ ବାହାର କରିଛନ୍ତି । ଯଦି ନିଜ କ୍ରୋ-ଧ ବାହାର କରିବାର ଥିଲା ତା ହେଲେ ଥାନା ପରିସର କାହିଁକି ଅନ୍ୟ କୌଣସି ସ୍ଥାନରେ ବି କରିପାରି ଥାନ୍ତେ । ବନ୍ଧୁଗଣ ଏହି ମହିଳାଙ୍କ ଏହି ଭୁଲ କାମ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *