ଦେଖନ୍ତୁ ହିରୋଇନ Archita ତାଙ୍କ ଭଉଣୀଙ୍କ ମସ୍ତି, ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଜାଣିଥିବେ । ସେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ଅଭିନୟ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥାନ୍ତି । ଅର୍ଚ୍ଚିତା ନିଜ ଦମଦାର ଅଭିନୟ ରେ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଅନେକ ପ୍ରକାର ବ୍ଲକ ବଷ୍ଟର ଫିଲ୍ମ ପ୍ରଦାନ କରିଛନ୍ତି ।

ଏହି ଅଭିନେତ୍ରୀ ଙ୍କ କିଛି ପ୍ରସିଦ୍ଧ ଚଳଚ୍ଚିତ୍ର ର ନାମ ହେଉଛି ବାବୁ ଆଇ ଲଭ ୟୁ, ଓ ମାଇ ଲଭ, ଆକାଶେ କି ରଙ୍ଗ ଲାଗିଲା, ତୋର ମୋର ଯୋଡି ସୁନ୍ଦର ଆଦି । ସେ ଏଭଳି ଅନେକ ଚଳଚ୍ଚିତ୍ର ରେ ନିଜର ଅଭିନୟ ର ଝଲକ ଦେଖାଇଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ଙ୍କ ଅଭିନୟ ସହିତ ନୃତ୍ୟ କ୍ଷେତ୍ରରେ ମଧ୍ୟ ଗଭୀର ରୁଚି ରହିଛି । ସେ ଜଣେ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି ।

 

View this post on Instagram

 

A post shared by Archita Sahu (@architasahuofficial)

ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଆଜିକାଲି ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ନିଜର ଟ୍ୟାଲେଣ୍ଟ କୁ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ପ୍ରଦର୍ଶନ କରୁଛନ୍ତି ।

 

 

View this post on Instagram

 

A post shared by Archita Sahu (@architasahuofficial)

ସେହିପରି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ତାଙ୍କ ଭଉଣୀ ଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି । ଏହି ଭିଡିଓ ରେ ଉଭୟ ଖୁବ ସୁନ୍ଦର ଭାବରେ ଡାନ୍ସ କରୁଥିବାର ନଜର ରେ ଆସୁଛନ୍ତି । ଏହା ସହିତ ଉଭୟ ଖୁବ ମଜା ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

 

View this post on Instagram

 

A post shared by Archita Sahu (@architasahuofficial)

ତେବେ ସୋ-ସି-ଆ-ଲ ମି-ଡି-ଆ ରେ ଅର୍ଚ୍ଚିତା ଏବଂ ତାଙ୍କ ଭଉଣୀ ଙ୍କ ଏହି ଭିଡିଓ ଦେଖି ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଛନ୍ତି ଏବଂ ନିଜର ଭଲ ପାଇବା କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି । ଆପଣ ମାନେ ମଧ୍ୟ ଏହି ଭିଡିଓ କୁ ନିଶ୍ଚିତ ଭାବରେ ସୋ-ସି-ଆ-ଲ ମି-ଡି-ଆ- ରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଅର୍ଚ୍ଚିତା ଓ ତାଙ୍କ ଭଉଣୀ ଙ୍କ ଏହି ଭିଡିଓ କିପରି ଲାଗିଲା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *