Vastu Shastra- ବିନା ପୂଜାରେ ହିଁ ସବୁ ଇଚ୍ଛା ପୂର୍ଣ୍ଣ ହେବ କେବଳ ଦୀପ ଜଳାଇବା ବେଳେ ପକାଇ ଦିଅନ୍ତୁ ଏହି 1 ଜିନିଷ, ହେଇଯିବେ କୋଟିପତି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏହି ଜୀବନକୁ ଅତିବାହିତ କରିବା ପାଇଁ ମଣିଷକୁ ସବୁଠାରୁ ଅଧିକ ଆବଶ୍ୟକତା ରହିଥାଏ ଧନ ବା ଟଙ୍କାର । ଯାହା ପାଇଁ ସେ ଦିନ ରାତି କଷ୍ଟ କରିଥାଏ । ହେଲେ ଦିନ ରାତି କଷ୍ଟ କରିବା ସତ୍ବେ ମଧ୍ୟ ମଣିଷକୁ ଅଧିକ ଧନଲାଭ ହୋଇନଥାଏ । ଯାହାଫଳରେ ମଣିଷ ପୂଜା ଓ ଆରଧନାର ସାହାରା ନେଇଥାଏ । ଏମିତି ବହୁତ ଗୁଡିଏ ଉପାୟ ଅଛି ଯାହାକୁ କରି ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ ।

ବନ୍ଧୁଗଣ ଆଜି ଆମେ ଦୀପ ସହ ଜଡିତ ଏପରି କିଛି ଗୁରୁତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ ନିଜ ଭାଗ୍ୟକୁ ବଦଳାଇ ପାରିବେ ଏବଂ ଏକ ସୁଖ ସମୃଦ୍ଧିମୟ ଜୀବନ ଅତିବାହିତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷ ପୂଜା ଓ ଆରାଧନା କରି ଦେବୀ ଦେବତା ମାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ କେବଳ ଦୀପ ମାଧ୍ୟମରେ ଦେବୀ ଦେବତାଙ୍କୁ ପ୍ରସନ୍ନ କରିପାରିବେ ।

ଯଦି ବନ୍ଧୁଗଣ ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ନିଜ ଦୀପରେ ଶୁଦ୍ଧ ଘିଅ ଓ ଏକ ଗୋଟା ଲବଙ୍ଗ ନିଶ୍ଚୟ ପକାନ୍ତୁ । ବନ୍ଧୁଗଣ ଲବଙ୍ଗ ସକରାତ୍ମକର ପ୍ରତୀକ ହୋଇଥାଏ । ଏହା ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ପ୍ରଭାବକୁ ଶେଷ କରିବାରେ ସହାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ନିଜ ଘରେ ନିଶ୍ଚୟ ଏହିପରି ଭାବରେ ଦୀପ ଜଳାନ୍ତୁ । ବନ୍ଧୁଗଣ ବହୁତ କମ ଦିନ ମଧ୍ୟରେ ଆପଣ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇବେ ଓ ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବେ ।


୨. ବନ୍ଧୁଗଣ ଯଦି ଆପଣଙ୍କ ଘରର ବାସ୍ତୁଦୋଷ ରହିଛି, ଆପଣଙ୍କ ଘରେ ସବୁବେଳେ ବିଶୃଙ୍ଖଳା ବା କଳହ ଲାଗୁଛି ଓ ଯଦି ଆପଣଙ୍କ ଘରେ କିଛି ନା କିଛି ଅଘଟଣ ହେଉଛି ତା ହେଲେ ଆପଣ ଯେତେବେଳେ ପୂଜା କରୁଛନ୍ତି ସେତେବେଳେ ଏକ ଶୁଦ୍ଧ ଘିଅର ଦୀପ ଲଗାନ୍ତୁ । ବନ୍ଧୁଗଣ ସେହି ଦୀପକୁ ଘରର ସମସ୍ତ କୋଣରେ ନେଇ ବୁଲାନ୍ତୁ ଓ ବୁଲାଇବା ସମୟରେ ନିଶ୍ଚୟ ଘଣ୍ଟି ବଜାନ୍ତୁ । ଘଣ୍ଟି ବଜାଇବା ଦ୍ଵାରା ଘର ମଧ୍ୟରେ ଥିବା ବାସ୍ତୁଦୋଷ ଦୂର ହୋଇଯିବ ଓ ଆପଣଙ୍କ ଘରେ ଥିବା ସମସ୍ତ କଳହ ବା ବିଶୃଙ୍ଖଳା ଶେଷ ହୋଇଯିବ ।


୩. ବନ୍ଧୁଗଣ ଯଦି ଆପଣଙ୍କର ବା ଆପଣଙ୍କ ଘର ସଦସ୍ୟଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଛି, ତା ହେଲେ ଆପଣ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଆରଧନା କରନ୍ତୁ । ବନ୍ଧୁଗଣ ଆରାଧନା କରିବା ସମୟରେ ଆପଣ କର୍ପୁର ମାଧ୍ୟମରେ ଆରତୀ କରନ୍ତୁ । ଦେଖିବେ ଆପଣଙ୍କ ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ପ୍ରଭାବ ଦୂର ହୋଇଯିବ ଓ ଆପଣଙ୍କ ଘରର ସମସ୍ତ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *