ବିନା ମେକପ ରେ Bollywood ର ଏହି 4 ଜଣ ଫିମେଲ ସିଙ୍ଗର ଦେଖା ଯାଆନ୍ତି କିଛି ଏମିତି କି ଯାହାଙ୍କୁ ଚିହ୍ନିବା ବି ମୁସ୍କିଲ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡର ସମସ୍ତ ଫିମେଲ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ସିଙ୍ଗର ମାନେ ବହୁତ ସାଉଥ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ବଲିଉଡର ଏହି ଅଭିନେତ୍ରୀ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସିଥାନ୍ତି ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡର ଏହି ଫିମେଲ ସିଙ୍ଗର ମାନେ ବିନା ମେକଅପ୍ ରେ କିପରି ନଜର ଆସନ୍ତି । ଆଜିଆମେ ଆପଣ ମାନଙ୍କୁ ଆମ ବଲିଉଡର ଫିମେଲ ସିଙ୍ଗର ମାନଙ୍କର ବିନା ମେକଅପ୍ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ମୋନଲି ଠାକୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ସିଙ୍ଗର ମୋନଲି ଠାକୁର । ମୋନଲି ହେଉଛନ୍ତି ବଲିଉଡର ଜଣେ ସଫଳ ଅଭିନେତ୍ରୀ । ସେ ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେ ନିଜ ସିଙ୍ଗିଙ୍ଗ କାରିୟରର ଆରମ୍ଭ ‘ଇଣ୍ଡିଆନ ଆଇଡଲ’ରୁ କରିଥିଲେ । ମୋନଲି ମେକଅପ୍ ରେ ବହୁତ ସୁନ୍ଦର ନଜର ଆସନ୍ତି ହେଲେ ବନ୍ଧୁଗଣ ବିନା ମେକଅପ୍ ରେ ସେ ବହୁତ ଅଲଗା ନଜର ଆସନ୍ତି । ବିନା ମେକଅପ୍ ରେ ମଧ୍ୟ ସେ ସୁନ୍ଦର ଦେଖାଯାନ୍ତି ।


ଶ୍ରେୟା ଘୋସଲ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଇଣ୍ଡିଆନ ସିଙ୍ଗର ଶ୍ରେୟା ଘୋସଲ । ଶ୍ରେୟା ଘୋସଲ ବଲିଉଡରେ ବହୁତ ସୁପର ହିଟ ଗୀତ ଗାଇଛନ୍ତି । ଶ୍ରେୟା ହେଉଛନ୍ତି ବଲିଉଡର ଜଣେ ସଫଳ ସିଙ୍ଗର । ତାଙ୍କର ଗୀତକୁ ଶୁଣିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗାନ ଶ୍ରେୟା ମେକଅପ୍ ରେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ହେଲେ ବିନା ମେକଅପ୍ ରେ ଶ୍ରେୟା ବହୁତ ଅଧିକ ଅଲଗା ନଜର ଆସନ୍ତି । ତାଙ୍କ ଚେହେରାର କଳାପଣ କ୍ଲିଅର ନଜର ଆସିଥାଏ ।


କନିକା କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଓ ପଞ୍ଜାବୀ ସିଙ୍ଗର କନିକା କପୁର । କନିକା ବହୁତ ଆଲବମ ଓ ବଲିଉଡ ଫିଲ୍ମ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି । କନିକା ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । କନିକା ନିଜ ସୁନ୍ଦରତା ପାଇଁ ବହୁତ ଅଧିକ ଲାଇମ ଲାଇଟରେ ରୁହନ୍ତି । ମେକଅପ୍ ରେ କନିକା ବହୁତ ଅଧିକ ସୁନ୍ଦର ଓ ହଟ୍ ନଜର ଆସନ୍ତି ସେହିପରି ବିନା ମେକଅପ୍ ରେ ମଧ୍ୟ ସେ ସୁନ୍ଦର ନଜର ଆସନ୍ତି ।


ନେହା କକ୍କଡ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ସାଉଥର ଫେମସ ସିଙ୍ଗର ନେହା କକ୍କଡ । ନେହା ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ନେହା ସିଙ୍ଗିଙ୍ଗ କରିବା ସହିତ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି  ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ନେହା ମେକଅପ୍ ରେ ବହୁତ ସୁନ୍ଦର ନଜର ଆସନ୍ତି ହେଲେ ବିନା ମେକଅପ୍ ରେ ସେ ବହୁତ ଅଲଗା ନଜର ଆସନ୍ତି । ତାଙ୍କ ଚେହେରାର କଳାପଣ କ୍ଲିଅର ନଜର ଆସେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *