2020 ରେ ନିଜର ପ୍ରେଗନେନ୍ସି ଲୁଚାଉଛନ୍ତି Bollywood ର ଏହି ସବୁ ହିରୋଇନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଅଭିନେତ୍ରୀମାନେ ସାଧାରଣତଃ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ବର୍ଷ ବଲିଉଡର କେତେକ ଅଭିନେତ୍ରୀ ପ୍ରେଗନେଣ୍ଟ ହୋଇଯାଇଛନ୍ତି । ସେମାନେ ନିଜ ପ୍ରେଗେନେନ୍ସିର ସୂଚନା ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ହେଲେ ବନ୍ଧୁଗଣ ବଲିଉଡର ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି

ଯେଉଁମାନେ ନିଜ ପ୍ରେଗ୍ନେନେନ୍ସି ଖବରକୁ ଲୁଚାଇ ରଖିବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଲେ ସେମାନେ ଅସଫଳ ରହିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ ।

ପ୍ରିୟଙ୍କା ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା । ଆପଣ ମାନେ ସମସ୍ତେ ବହୁତ ସୁପର ହିଟ ଫିଲ୍ମରେ ପ୍ରିୟାଙ୍କାଙ୍କୁ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ଏହି କିଛି ଦିନ ତଳେ ପ୍ରିୟଙ୍କାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ବନ୍ଧୁଗଣ ସେହି ଫଟୋରେ ଜଣା ପଡିଯାଉଛି ଯେ, ପ୍ରିୟଙ୍କା ପ୍ରେଗନେଣ୍ଟ ଅଛନ୍ତି । ହେଲେ ପ୍ରିୟଙ୍କା ଏହାର କୌଣସି ସୂଚନା ଦେଉ ନାହାନ୍ତି, ସେ ମିଡିଆ ସାମ୍ନାରେ ନିଜର ଏହି କଥାକୁ ଲୁଚାଇ ରଖିଛନ୍ତି ।


ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଆପଣ ମାନେ ସମସ୍ତେ ଦୀପିକାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ ଷ୍ଟାର ରଣବିର ସିଂହଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ ରଣବିର ନିଜ ଇନ୍ସ୍ଟାଗ୍ରାମ ଷ୍ଟୋରିରେ ନଜର ଆସିଥିଲେ । ସେହି ଷ୍ଟୋରିରେ ଦୀପିକା ରଣବିରଙ୍କୁ ଡ୍ୟାଡି କହି ସମ୍ବୋଧନ କରିଥିଲେ । ଏହା ବ୍ଯତୀତ ଏକ ଭିଡିଓରେ ଦୀପିକା ରଣବିରଙ୍କ ଗାଲରେ କିସ୍ କରୁଛନ୍ତି ଓ ବହୁତ ଖୁସି ନଜର ଆସୁଛନ୍ତି । ଏହି ସମସ୍ତ ସୂଚନାରୁ ଜଣା ପଡୁଛି ଦୀପିକା ମଧ୍ୟ ବହୁତ ଶୀଘ୍ର ମା ହେବାକୁ ଯାଉଛନ୍ତି ।

ଇଲିଆନା ଡି କୃଜ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଓ ସାଉଥର ଫେମସ ଅଭିନେତ୍ରୀ ଇଲିଆନା ଡି କୃଜ । ଇଲିଆନାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ପାଗଲପନ୍ତି’ ରେ ଦେଖାଯାଇଥିଲା । ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏହା ଖବର ମିଳିଛି ଯେ,

ଅଭିନେତ୍ରୀ ଇଲିଆନା ଡି କୃଜ ନିଜ ବୟଫ୍ରେଣ୍ଡ ଏଣ୍ଡ୍ରୁ ନିବୋନଙ୍କ ପିଲାର ମା ହେବାକୁ ଯାଉଛନ୍ତି । ଏହା ବ୍ଯତୀତ ଏହି କିଛି ଦିନ ତଳେ ହୋଇଥିବା ଏକ ଇଭେଣ୍ଟରେ ଇଲିଆନା ଏକ ନାଲି ରଙ୍ଗର ଗାଉନ ପିନ୍ଧି ଆସିଥିଲେ ସେ ସ୍ଥାନରେ ଜଣା ପଡିଯାଉଛି ଯେ ଇଲିଆନା ପ୍ରେଗନେଣ୍ଟ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *