ବିନା ମାସ୍କରେ ବୁଲୁଥିଲା ଏହି ଝିଅ, ପୋଲିସ ଧରିଲା ତ ଟଙ୍କା ବଦଳରେ Kiss ଦେଇ କଲା ସମାଧାନ, ଦେଖନ୍ତୁ ଭାଇରାଲ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ବନ୍ଧୁଗଣ ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ମାମଲା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି କିଛି ମାସ ହେବ କୋରୋନା ମହଆମାରୀ ଭାଇରସ ଠାରୁ ବଞ୍ଚିବା ପାଇଁ ସମସ୍ତ ଦେଶରେ କିଛି ନିୟମ କରାଯାଇଛି । ସେହି ସମସ୍ତ ନିୟମ ଗୁଡିକ ମଧ୍ୟରୁ ମୁହଁରେ ମାସ୍କ ପିନ୍ଧିବା ହେଉଛି ସବୁଠାରୁ ଦୁରୁତ୍ଵପୂର୍ଣ୍ଣ ନିୟମ ।

ଯେଉଁ ମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କୁ ଜୋରିମାନା ଦେବାକୁ ପଡୁଛି । ସହରଣତଃ ମାସ୍କ ଚେକିଙ୍ଗ ପୋଲିସ ବାଲା ମାନେ କରନ୍ତି । ଲୋକମାନେ ପୋଲିସକୁ କିଛି ଲାଞ୍ଚ ଦେଇ ମଧ୍ୟ ବଞ୍ଚି ଯାଉଛନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଏପରି ଏକ ମାମଲା ଆସିଛି ଯେଉଁଠି ଏକ ମହିଳା ବିନା ମାସ୍କରେ ଧରା ପଡିଯିବାରୁ ପୋଲିସକୁ ଲାଞ୍ଚ ଅନୁଯାଇ ଏକ କିସ୍ ଦେଇ ମାମଲାକୁ ରଫା ଦଫା କରିଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ସିସି ଟିଭି କ୍ୟାମେରାର ଭିଡିଓ । ଏହି ଭିଡିଓରେ ଜଣେ ମହିଳା ନିଜ ମୁହଁରେ ମାସ୍କ ନାପିନ୍ଧିଥିବାରୁ ତାକୁ ଜଣେ ପୋଲିସ ବାଲା ଧରି ଦେଉଛି ଓ ଜୋରିମାନା ଦେବା ପାଇଁ କହୁଛି ।

ହେଲେ ମହିଳା ଜଣକ ପୋଲିସକୁ ଜୋରିମାନା ବଦଳରେ ଏକ କିସ୍ ଦେଉଛି ଓ ପୋଲିସ ମହିଳାକୁ ଛାଡି ଦେଉଛି । ବନ୍ଧୁଗଣ ଏହି ସଂପୂର୍ଣ୍ଣ ମାମଲାଟି ଏକ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି ଓ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପୋଲିସ ଓ ମହିଳା ବିଷୟରେ କୌଣସି ସୂଚନା ମିଳିନାହିଁ । ହେଲେ ଅଫିସର ମାନେ ଏହି ମାମଲାର ତଦନ୍ତକୁ ଆରମ୍ଭ କରିସାରିଛନ୍ତି । ବର୍ତ୍ତମାନ ସେହି ପୋଲିସ ବାଲା ଜଣକଙ୍କୁ ସସ୍ପେଣ୍ଡ କରାଯାଇଛି । ହେଲେ ବନ୍ଧୁଗଣ ପୋଲିସ ବାଲା ଉପରେ ଏହା ପୂର୍ବରୁ କେବେ ହେଲେ ଏମିତି କୌଣସି ଆରୋପ ଲାଗିନଥିଲା । ହେଲେ ଏହି ସ୍ଥାନରେ ସେ ମହିଳା ଦେଖି ଭୁଲ କରି ବସିଲା ।

ମିରାଫ୍ଲୋରେନ୍ସ ଜିଲାର ସୁରେଖା ଅଧିକାରୀ Ibero Rodriguez ଙ୍କ ମତରେ ଯେତେବେଳେ ତାଙ୍କୁ ଏହି ମାମଲା ବିଷୟରେ ଜଣା ପଡିଥିଲା ସେତେବେଳେ ସେ ତୁରନ୍ତ ସେହି ପୋଲିସ ବାଲାକୁ ସସ୍ପେଣ୍ଡ କରିଥିଲେ । ଅଧିକାରୀଙ୍କ ମତରେ ପୋଲିସ ବାଲା ଜଣକ ନିଜ କାମ ନକରି ମହିଳାଙ୍କୁ କିସ୍ କରି ଛାଡି ଦେଇଥିଲେ ଯାହା ବହୁତ ବଡ ଭୁଲ ଅଟେ ।

ତା ହେଲେ ବନ୍ଧୁଗଣ ଏହି ମାମଲା ବିଷୟରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଏହା ସହିତ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *