ବିନା ବୟଫ୍ରେଣ୍ଡ ରେ ଝିଅମାନନ୍କୁ College ଆସିବା ମନା ! କଲେଜର ନାଁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୟଫ୍ରେଣ୍ଡ ନଥିଲେ କଲେଜ ମନା । ହଁ ବନ୍ଧୁଗଣ ସୂଚନା ଅନୁସାରେ ଏପରି ଏକ ନୋଟିସ କଲେଜରେ ଦେଖିବାକୁ ମିଳିଛି । ତେବେ ସେହି କଲେଜର ଛାତ୍ରୀ ମାନେ ଏହାକୁ ଘୋର ବିରୋଦ୍ଧ କରିଛନ୍ତି । ତେବେ ଏପରି ଘଟଣା SVM କଲେଜ ଅଟୋନୋମସ ଜଗତଶିଙ୍ଘପୁର ଠାରେ ଦେଖିବାକୁ ମିଳିଛି । ତେବେ ସେହି କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କର କହିବା ଅନୁଯାଇ ତାଙ୍କ କଲେଜରେ ନୋଟିସରେ ବାହାରିଛି ।

ଯେଉଁ ମାନଙ୍କର ବୟଫ୍ରେଣ୍ଡ ନଥିବ । ସେମାନଙ୍କ ପାଇଁ କଲେଜ ଆସିବା ମନା । ଏହା ସହିତ ଯେଉଁ ମାନଙ୍କର ବୟଫ୍ରେଣ୍ଡ ଥିବ । ସେମାନେ ତାଙ୍କ ବୟଫ୍ରେଣ୍ଡର ଫୋଟ ଆଣି ଏଠାରେ ଦେଖାଇବେ । ତେବେ କଲେଜ ଛାତ୍ରୀଙ୍କର କହିବା ଅନୁଯାଇ ଏହା ଏକ ଫେକ ନୋଟିସ ଅଟେ । SVM କଲେଜର ପ୍ରିନ୍ସପାଲ ଏପରି କିଛି ନୋଟିସ ଲାଗୁ କରିନାହାନ୍ତି । ତେବେ କିଛି ପିଲା ହୁଏତ ଏହିପରି ଲେଖି ତାହାକୁ ଭାଇରାଲ କରିବା ଉଦ୍ଧେଶ୍ୟରେ ଏପରି କହିଛନ୍ତି ।

ତେବେ ଏହା ପଛରେ କଲେଜର ପ୍ରିନ୍ସପାଲ କିମ୍ବା କୌଣସି କଲେଜ ପରିଚାଳନା କରୁଥିବା କାର୍ଯ୍ୟକାରୀଙ୍କର ହାତ ନୁହେଁ । ତେବେ କଲେଜ ଛାତ୍ରୀ ମାନଙ୍କର ଅଭିଯୋଗ ଅନୁସାରେ ଏପରି ଭୁଲକୁ ଅଣଦେଖା କରିବା ଉଚିତ ନୁହେଁ । ନିଶ୍ଚୟ ଏହି କଥାକୁ ସଠିକ ତଦନ୍ତ କରି ଏହା ଉପରେ କାର୍ଜ୍ଯାନୁଷ୍ଠାନ ନେବା ଉଚିତ । ତେବେ କଲେଜରେ ଏହି ପ୍ରସଙ୍ଗ ଉଠିଲା ପରେ କଲେଜର ମଧ୍ୟ ବଦନାମ ହେଉଛି ।

କାରଣ ବାହାର କଲେଜ ପିଲା ମଧ୍ୟ SVM କଲେଜର ଏପରି ନୋଟିସ ବିଷୟରେ ଜାଣି ସାରିବା ପରେ କଲେଜର ମଜାକ ଉଦାଉଛନ୍ତି । ତେବେ କଲେଜ ଅଧ୍ୟକ୍ଷ ମଧ୍ୟ ଏହି ଖବର ପାଇଲା ପରେ ତୁରନ୍ତ ଏହି କଥାର ଖୁଲାସା କରିବାକୁ ଉଦ୍ୟମ କରିଛନ୍ତି । ତେବେ ଏହା ଉପରେ ସଠିକ ତଦନ୍ତ କରାଯାଇ ନିଶ୍ଚୟ ଏହା ଉପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି ।

ତେବେ କଲେଜ ଛାତ୍ରୀ ମାନଙ୍କର ବୟଫ୍ରେଣ୍ଡ ନଥିଲେ । ସେମାନେ କଲେଜ ଆସିପାରିବେ ନାହିଁ । ଏହା ବହୁତ ବଡ ଏକ ଖରାପ କଥା । ତେବେ ଏପରି ମିଥ୍ୟା ନୋଟିସ ବାହାର କରି କଲେଜରେ ଲଗାଇବା ମଧ୍ୟ କଲେଜ ପାଇଁ ବହୁତ ବଡ ନିନ୍ଦନୀୟ କଥା ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କରିବା ସହିତ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *