ଏହି ଯୋଜନାରେ ମାତ୍ର ଥରେ କରନ୍ତୁ ଆବେଦନ, ବିବାହିତ ଦମ୍ପତିଙ୍କୁ ବର୍ଷକୁ ମିଳିବ 51 ହଜାର ଟଙ୍କା ! ଦେଖନ୍ତୁ କିପରି କରିବେ ଆବେଦନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହିତ ଦମ୍ପତି ମାନଙ୍କ ପାଇଁ ଏକ ବହୁତ ଭଲ ଯୋଜନା ଆସିଯାଇଛି । ତେବେ ମାନ୍ୟବର ପ୍ରଧାନ ମନ୍ତ୍ରୀ ବିବାହିତ ଦମ୍ପତି ମାନଙ୍କ ପାଇଁ ପେନସନର ଏକ ବହୁତ ଭଲ ଅବସର ଆସିଯାଇଛି । ତେବେ ସରକାରୀ ଚାକିରି କରିଥିବା ଲୋକ ଚାକିରି କାଳ ଅବଧି ପୂରଣ କରିସାରିଲା ପରେ ବହୁତ ସମୟରେ ନିଶ୍ଚିତରେ ରହିଥାନ୍ତି । କାରଣ ଚାକିରି ସାରିଲା ପରେ ମଧ୍ୟ ତାଙ୍କର ପେନସନ ଯୋଜନା ରହିଥାଏ ।

ଯେଉଁ କାରଣରୁ ଆର୍ଥିକ ସମସ୍ଯାର ମଧ୍ୟରେ ଏତେ ମାତ୍ରାରେ ସେମାନେ ପ୍ରଭାବିତ ହୁଅନ୍ତି ନାହିଁ । ତେବେ ଏହି ବିବାହିତ ଦମ୍ପତି ମାନଙ୍କର ପେନସନ ଯୋଜନାରେ ବର୍ଷକୁ ମିଳିବ ୫୧ ହଜାର ଟଙ୍କା । ତେବେ ମୋଦୀ ସରକାରଙ୍କର ଦମ୍ପତି ମାନଙ୍କ ପାଇଁ ପେନସନ ଯୋଜନାରେ ନିଜକୁ ସାମିଲ କରି ବାର୍ଷିକ ଏକ ସ୍ଥିର ପେନସନର ଲାଭ ଉଠାଇ ପାରିବେ । ତେବେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ । ୨୦୨୩ ର ୩୧ ମାର୍ଚ ସୁଦ୍ଧା ଆବେଦନ କରିପାରିବେ ।

ତେବେ ଯଦି ଠିକ ଭାବରେ ଠିକ ସମୟରେ ନିବେଶ କରିବେ । ତେବେ ବାର୍ଷିକ ୫୧ ହଜାର ଟଙ୍କା ପେନସନ ପାଇପାରିବେ । ତେବେ ଉଭୟ ସ୍ଵାମୀ ଓ ସ୍ତ୍ରୀ ଯଦି ଏହି ପେନସନର ଫାଇଦା ଉଠାଇବାକୁ ଚାହିଁଥାନ୍ତି । ତେବେ ଆବେଦନ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଭୟା ଭନ୍ଦନା ଯୋଜନାରେ ପ୍ରାୟ ୩ ଲକ୍ଷ ୭ ହଜାର ଟଙ୍କା ନିବେଶ କରିବାକୁ ପଡିବ । ତେବେ ଏହି ଉପାୟରେ ଆପଣ ମୋଟ ନିବେଶ ୬ ଲକ୍ଷ ୧୫ ହଜାର ଟଙ୍କା ହୋଇଯିବ ।

ଏହି ଯୋଜନାରେ ସରକାର ବାର୍ଷିକ ୭ ଦଶମିକ ୪-୦ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି । ତେବେ ସଠିକ ସମୟରେ ସଠିକ ନିବେଶ କରି ବାର୍ଷିକ ୫୧ ହଜାର ଟଙ୍କାର ପେନସନର ଲାଭ ଉଠାଇ ପାରିବେ । ତେବେ ଯଦି ମାସିକ ପେନସନ ନେବାକୁ ଚାହୁଁଥାନ୍ତି । ତେବେ ୪୧ ଶହ ନେଇପାରିବେ । ତେବେ ଏହି ଯୋଜନାରେ ଯାହା ନିବେଶ କରିବେ । ୧୦ ପରେ ସରକାର ତାହାକୁ ଫେରସ୍ତ କରିଦେବେ ।

ତେବେ ଯଦି ଏହି ଯୋଜନା ଆବେଦନ କରି ନିବେଶ କରିବାର ମଝିରେ ସରେଣ୍ଡର କରି ଆଉ ନିବେଶ କରିପାରିବେ ନାହିଁ । ଯେତିକି ନିବେଶ କରିଥିବେ । ତାହା ଆପଣଙ୍କୁ ମିଳିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହିତ କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *