ସ୍ଵାମୀକୁ ମାରି କୁମ୍ଭୀର କାନ୍ଦଣା ! ଏମିତିକା ସ୍ତ୍ରୀ ଙ୍କୁ ଦୂରୁ ଜୁହାର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀକୁ ମ-ଆରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇ ଆସିଲା ସ୍ତ୍ରୀ । ତେବେ ଏପରି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଖବର ଆସିଛି । ତେବେ ସୂଚନା ମୁତାବକ ସ୍ଵାମୀ ଜଣଙ୍କ ଅତ୍ୟଧିକ ମ-ଅଦ୍ୟପାନ ସେବନ କରି ବହୁ ସମୟରେ ତାଙ୍କ ସ୍ତ୍ରୀ ଙ୍କୁ ମ-ଆରୁଥିଲେ । ତେବେ ଏହି କଥାର ପ୍ରତିଶୋଧ ନେବା ପାଇଁ ସ୍ତ୍ରୀ ଜଣଙ୍କ ନିଜର ସହଯୋଗୀ ଭାଇ ମାନଙ୍କ ସହିତ ମିଶି ଏପରି ଏକ ଘଟଣା ର ଯୋଜନା ପ୍ରସ୍ତୁତ କରିଥିଲା ।

ତାପରେ ଦୋକାନରୁ ଯାଇ ଏକ ଦାମୀ ଟ୍ରଲି ବ୍ଯାଗ ମଧ୍ୟ କିଣିକି ରଖିଥିଲା । ହେଲେ କେବଳ ସୁଯୋଗ ଅପେକ୍ଷାରେ ସ୍ତ୍ରୀ ଜଣଙ୍କ ସ୍ଵାମୀକୁ ହତୟଆ କରି ନିଜର ପ୍ରତିଶୋଧ ପୂରଣ କରିବାରେ ଅନାଇ ବସିଥିଲା । ତେବେ ମିଲି ନାମକ ଜଣେ ମହିଳା ୩ ଜଣ ଙ୍କ ସହିତ ମିଶି ନିଜ ସ୍ଵାମୀର ଜୀବନ ନେଇଯାଇଥିଲା । ତାପରେ ଏକ ଟ୍ରଲି ବ୍ଯାଗରେ ପୁରାଇ ଜଙ୍ଗଲ ମଧ୍ୟକୁ ଫିଙ୍ଗିଦେଇଥିଲା । ତାପରେ ନାଚୁଣୀ ଥାନା ଅଧିକାରୀ ମାନେ ହରିପୂର ଜଙ୍ଗଲରୁ ଏକ ମୃତ ଶରୀର ଭର୍ତ୍ତି ହୋଇଥିବା ସୁଟକେଶ ମିଳିଥିଲା ।

ତେବେ ପୋଲିସ ଏହି କଥାର ତଦନ୍ତ କରିବାକୁ ଯାଇ ବହୁତ ତନାଘନା କରିଥିଲା । ତାପରେ ସେହି ମୃ-ତ ଶରୀର ପଶିଥିବା ଟ୍ରଲି ବ୍ଯାଗରୁ ହିଁ ନିଜର ତଦନ୍ତ ଆରମ୍ଭ କରିଦେଇଥିଲା। ତାପରେ ଯେଉଁ ଦୋକାନରୁ ଏହି ଟ୍ରଲି ବ୍ଯାଗଟି ଅଣା ଯାଇଥିଲା । ସେଟାକୁ ଅନୁସନ୍ଧାନ କରି ପହଞ୍ଚିବା ପରେ ସବୁ କଥାର ଖୁଲାସା ହୋଇଯାଇଥିଲା । କାରଣ ଦୋକାନରେ ଥିବା CC-TV କାମେରା ସବୁ କିଛି ପ୍ରମାଣ ରଖିଥିଲା ।

କାରଣ ସେଥିରେ କଏଦ ହୋଇଥିବା ଲୋକ ମାନେ ହେଉଛନ୍ତି । ମୃତ ସ୍ଵାମୀଙ୍କର ସ୍ତ୍ରୀ ଓ ତାଙ୍କ ସହିତ ଅନ୍ୟ ୩ ଜଣ ଲୋକ । ତେବେ ତେବେ ସ୍ଵାମୀର ମୃ-ତ ଶରୀର ଉଦ୍ଧାର କରିଯାଇ ସ୍ତ୍ରୀ ଙ୍କୁ ଯେତେବେଳେ ଖବର ଦିଆଯାଇଥିଲା । ସେତେବେଳେ ସ୍ତ୍ରୀ ଜଣଙ୍କ ମିଛରେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଇଥିଲେ ।

ତେବେ କାନ୍ଦି କାନ୍ଦି କହିବାକୁ ଲାଗିଥିଲେ । ମୋ ସ୍ଵାମୀକୁ କିଏ ଏପରି ଭାବରେ ମ-ଆରିଦେଲା । ତେବେ ଏହି ସବୁ କଥାର ସଠିକ ତଦନ୍ତ କରି ପୋଲିସ ଏହା ଉପରେ ବର୍ତ୍ତମାନ ସମୟରେ କାର୍ଜ୍ଯାନୁଷ୍ଠାନ ନେବା ଆରମ୍ଭ କରିଦେଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତ କମେଣ୍ଟ ଦ୍ଵାରା ଜଣାନ୍ତୁ ।

Leave a Reply

Your email address will not be published. Required fields are marked *