ଗୋଳା-ବାରୁଦ ଭରା ବିମାନ ପିଠି ଉପରେ ବସି ଖେଳୁଛନ୍ତି ପିଲା, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ପିଲାଙ୍କ ଖେଳନା ପାଲଟିଛି ଚାଳକ ବିହୀନ ଏୟାରକ୍ରାଫ୍ଟ । ଗୋ-ଲା ବା-ରୁ-ଦ ଉପରେ ଖେଳୁଛନ୍ତି ପିଲା । ଚାନ୍ଦିପୁର ପ୍ରତିରକ୍ଷଣ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପରୀକ୍ଷା କରାଯାଇଥିବା କ୍ରାଫ୍ଟ ଏବେ ପାଲଟିଛି ପିଲାଙ୍କ ଖେଳଣା । ତେବେ ଏକ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳୁଛି କି କେମିତି ପିଲାମାନେ ଏହି ଚାଳକ ବିହୀନ ଏୟାରକ୍ରାଫ୍ଟ ବିମାନ କୁ ନିଜର ଖେଳଣା ବନେଇ ଦେଇଛନ୍ତି ଏବଂ ତା ଉପରେ ବସି ଖେଳୁଛନ୍ତି ମଧ୍ୟ ।

ଏହି ଚିତ୍ର ହେଉଛି ଚାନ୍ଦିପୁର ପ୍ରତି ରକ୍ଷଣ ଗବେଷଣା ପ୍ରତିଷ୍ଠାନ ପାଖରେ ଥିବା ଗାଁ ତାଳପଦା ପାହି ର । କିଛି ଦିନ ତଳେ ଗାଁ ର ଜଣେ ମାଛ ଧରାଳି ସମୁଦ୍ର କୁ ମାଛ ଧରିବାକୁ ଯାଇଥିବା ବେଳେ ତାଙ୍କ ଜା-ଲ-ରେ ଲାଗିଥିଲା ଏହି ଚାଳକ ବିହୀନ ଏୟାରକ୍ରାଫ୍ଟ ବିମାନ। ତେବେ ଏହି ଏୟାରକ୍ରାଫ୍ଟ ରେ ରହିଛି ଅନେକ ଯନ୍ତ୍ର ଯାହା କି କେତେବେଳେ ସମସ୍ୟା ଛିଡା କରି ପାରେ ।

ତେବେ ସେହି ଚିନ୍ତା ରେ ସେମାନେ ଏହାର ଖବର ପ୍ରଶାସନ କୁ ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଗ୍ରାମ ବାସିନ୍ଦା ମାନେ ଅ-ଭି-ଯୋ-ଗ କରିଛନ୍ତି । ତେବେ ସେଠାକାର କିଛି ଲୋକଙ୍କ କହିବା କଥା କି ଏହାକୁ ସେମାନେ ସମୁଦ୍ର ରୁ ପାଇ ନେଇ ଆସିଥିଲେ କିନ୍ତୁ ବି-ପ-ଦ ଅଛି ବୋଲି ସେ ଆ-ଶ-ଙ୍କା ରଖୁଛନ୍ତି କିନ୍ତୁ ହୁଏତ ଏତେ ଦିନ ପାଣି ରେ ରହିବା ଦ୍ୱାରା ସେଗୁଡିକ କିଛି କାମ କରୁ ନଥିବ ।

ତେବେ ସେହି ପଟେ ଆଉ କିଛି ଲୋକଙ୍କ କହିବା କଥା କି ଏହା ସମ୍ପୂର୍ଣ୍ଣ ଭାବରେ ବି-ପ-ଦ ରେ ଭରା କେତେବେଳେ ଯଦି ବି-ସ୍ଫୋ-ର-ଣ ହୁଏ ତେବେ କ୍ଷତି କାହାର ହେବ ଏବଂ ସେ କହିଛନ୍ତି କି ପ୍ରଶାସନ ତାଙ୍କ କଥା ବିଲ୍କୁଲ ଶୁଣୁ ନାହାନ୍ତି । ତେବେ ସେପଟେ ଗବେଷଣା କେନ୍ଦ୍ର ର ଅଧିକାରୀ ଙ୍କ କହିବା କଥା କି ଲୋକମାନେ ଲୋଭ ରେ ବା-ରୁ-ଦ, ଯ-ନ୍ତ୍ର ଆଦି ଲଗା ଜିନିଷ ନେଇ ଆସୁଛନ୍ତି ନିଜ ଘରକୁ । ତେବେ ଏହା ବହୁତ କ୍ଷ-ତି କାରକ ହୋଇ ପାରେ କିନ୍ତୁ ଯେତେ ବାରଣ କରିବା ସତ୍ୱେ ସେମାନେ ନିଜ ଘରକୁ ଏହି ଜିନିଷ ସବୁ ନେଇ ଯାଉଛନ୍ତି । ତେଣୁ ସମସ୍ତ ଙ୍କୁ ଏପରି ଭୁଲ କରିବା ପାଇଁ ନିଶ୍ଚିତ ଭାବରେ ଅଟକାନ୍ତୁ ।

Leave a Reply

Your email address will not be published. Required fields are marked *