ବେଲ୍ ଖାରଜ ହେବା ପରେ ଜେଲ ଯିବେ Aryan, ଆର୍ଥରରେ ସାଧାରଣ କଏଦୀ ପରି ରହିବେ ଓ ଏହିପରି ଖାଦ୍ଯ ଖାଇବେ, ‘ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବହୁ ଚର୍ଚ୍ଚିତ ଖବର ଡ୍ର-ଗ୍ସ ମା-ମ-ଲାରେ ଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ଜା-ମି-ନ ଆବେଦନ ଖାରଜ ହୋଇଛି । ଶାହାରୁଖ ଙ୍କ ଓକିଲ ଙ୍କ କୌଣସି ବି କଥା କୁ ଜଜ୍ ମାନିବା କୁ ନାରାଜ ଅଛନ୍ତି । ତେବେ ଡ୍ର-ଗ୍ସ ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ମୁମ୍ବାଇ କୋ-ର୍ଟ । ଏବେ ୧୪ ଦିନିଆ ବିଚାର ବିଭାଗୀୟ ହା-ଜ-ତ-ରେ ଅଛନ୍ତି ଆର୍ଯ୍ୟନ୍ ଖାନ୍ ।

ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚାଙ୍କୁ ବି ଜାମିନ୍ ମିଳିଲାନି । ତାଙ୍କ ଜାମିନ ଆବେଦନକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କୋ-ର୍ଟ । ତେବେ ସେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିରେ ଚାଲିଥିବା ଡ୍ର-ଗ୍ସ ପାର୍ଟିରେ ଭାଗ ନେଇଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଅ-ଟ-କ ରଖାଯାଇଥିଲା । ଗତ ୨ ତାରିଖରେ ଆର୍ୟନଙ୍କୁ ଏନସିବି ଗି-ର-ଫ କରିଥିବା ବେଳେ ତାଙ୍କ ପାଖରୁ କୌଣସି ଡ୍ର-ଗ୍ସ ମିଳିନଥିବା କୁହାଯାଉଥିଲା ।

ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ଜେ-ଲ-ରେ କା-ଟି-ବେ । ତାଙ୍କ ଜାମିନ ଶୁଣାଣି ଶେଷ ହେବା ପୂର୍ବରୁ ହିଁ ମହାରାଷ୍ଟ୍ରର ଆର୍ଥର ଜେ-ଲ-କୁ ନିଆଯାଇଛି । ଏଠାରେ ସମସ୍ତେ ୫ ଦିନ ଯାଏ କ୍ୱାରେଣ୍ଟାଇନରେ ରହିବ । ସକାଳୁ ଆର୍ଯ୍ୟନଙ୍କୁ ଅନ୍ୟ କଏଦୀଙ୍କ ଭଳି ସକାଳ ୬ଟାରୁ ଉଠିବାକୁ ପଡ଼ିବ । ସକାଳ ୭ଟା ସୁଦ୍ଧା ଜେ-ଲ-ରେ ହୋଇଥିବା ବ୍ରେକଫାଷ୍ଟ ତାଙ୍କୁ ଖାଇବାକୁ ପଡ଼ିବ । ତାଙ୍କୁ କୌଣସି ପ୍ରକାରର ବାହାର ଖାଦ୍ୟ ମିଳିବନି ।

ସେହିପରି ୧୧ଟା ବେଳକୁ ଲଞ୍ଚ ଓ ସନ୍ଧ୍ୟା ୬ଟା ସୁଦ୍ଧା ଡିନର ଆର୍ଥର ଜେ-ଲ୍‌-ରେ କଏଦୀଙ୍କୁ ମିଳିଥାଏ । ତେଣୁ ଆର୍ଯ୍ୟନଙ୍କୁ ମଧ୍ୟ ସେହି ଅନୁସାରେ ଖାଇବା ମିଳିବ । କୋର୍ଟଙ୍କ ନିର୍ଦ୍ଦେଶ ନ ମିଳିବା ଯାଏ ଆର୍ଯ୍ୟନଙ୍କୁ ଘରର ଖାଦ୍ୟ ମିଳି ପାରିବ ନାହିଁ । ଜେ-ଲ ମେନ୍ୟୁ ଅନୁଯାୟୀ, ସକାଳେ କଏଦୀଙ୍କୁ ଶେରା-ପୋହା ମିଳିଥାଏ । ମଧ୍ୟାହ୍ନ ଓ ରାତ୍ର ଭୋଜନରେ ରୁଟି, ତରକାରୀ, ଡାଲି ଓ ଭାତ ବ୍ୟବସ୍ଥା ରହିଛି । ଅଧିକାଂଶ କଏଦୀମାନେ ରାତି ୮ଟା ସୁଦ୍ଧା ନିଜ ସେ-ଲ-ରେ ଖାଇବା କାମ ସାରି ଦିଅନ୍ତି ।

Leave a Reply

Your email address will not be published. Required fields are marked *