ଏତେ ତଦନ୍ତ ପରେ ଶେଷରେ Bidya Bharti ହିଁ ଦୋଷୀ, ଦେଖନ୍ତୁ କଣ କହୁଛି କ୍ରାଇମବ୍ରାଞ୍ଚ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବହୁ ଚର୍ଚ୍ଚିତ ଘଟଣା ଏସିଏଫଓ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ର ଖବର । ତେବେ ଆଜକୁ ତିନି ମାସ ପରେ ପୋଲିସ ର ତ-ଦ-ନ୍ତ ଶେଷ ହୋଇଛି । ଶେଷରେ ବିଦ୍ୟା ଭାରତୀ ଙ୍କୁ ହିଁ ମୁଖ୍ୟ ଅ-ଭି-ଯୁକ୍ତ ଭାବରେ ଗ୍ରହଣ କରାଯାଇଛି । ସ୍ୱାମୀଙ୍କ ଦେହରେ ନି-ଆଁ ଲା-ଗି-ଥିଲା ହେଲେ ସ୍ୱାମୀ କୁ ବଂଚାଇବା ପାଇଁ ଉଦ୍ୟମ କରି ନଥିଲେ ବିଦ୍ୟା ଭାରତୀ ।

ନିଆଁ ଲାଗିବା ଦୁ-ର୍ଘ-ଟ-ଣା ଥିଲା, କିନ୍ତୁ ବିଦ୍ୟାଭାରତୀଙ୍କ ଅବହେଳା ଯୋଗୁଁ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃ-ତ୍ୟୁ ହୋଇଥିଲା । ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲାରେ ଏପରି କିଛି ନିର୍ଯ୍ୟାସରେ ପହଁଚିଛି କ୍ରା-ଇ-ମ-ବ୍ରା-ଞ୍ଚ । ତେବେ ଏହି ମାମଲାରେ ବିଦ୍ୟାଭାରତୀଙ୍କ ବି-ରୋ-ଧ-ରେ ଲାଗିଛି ଆଇପିସି ଧାରା ୩୦୪-ଏ ଅର୍ଥାତ ଅବହେଳା ଯୋଗୁଁ ମୃ-ତ୍ୟୁ ଏବଂ ଧାରା ୨୮୫ ଅର୍ଥାତ ନି-ଆଁ ଲା-ଗି-ଥି-ବା ବେଳେ ଅ-ବ-ହେ-ଳା ପ୍ରଦର୍ଶନ କରିବା ।

ଏସବୁ ଦଫାରେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେ-ଲ-ଦ-ଣ୍ଡ ହୋଇପାରେ । ଅନ୍ୟ ପଟେ ଏସିଏଫ ସୌମ୍ୟ ରଞ୍ଜନ ଙ୍କ ମୃ-ତ୍ୟୁ ଆରମ୍ଭ ରୁ ବି-ବା-ଦ ରେ ଥିବା ଡ଼ିଏଫଓ ଙ୍କୁ ଶେଷରେ କ୍ରା-ଇ-ମ -ବ୍ରା-ଞ୍ଚ କ୍ଲିନଚିଟ ଦେଇଛି । ସମସ୍ତ ପ୍ରମାଣ, ପଲିଗ୍ରାଫ୍ ଟେଷ୍ଟ, ଏବଂ ସିଡିଏ ଯା-ଞ୍ଚ-ରୁ କୌଣସି ପ୍ରମାଣ ପାଇନଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ତେବେ ପରିବାର ଲୋକଙ୍କ ଅ-ଭି-ଯୋ-ଗ-କୁ ମଧ୍ୟ ଗୁରୁତ୍ୱ ଦେଇଥିଲା ତ-ଦ-ନ୍ତ-କା-ରୀ ସଂସ୍ଥା । ହ-ତ୍ୟା ମା-ମ-ଲା ରୁ-ଜୁ କରି ତ-ଦ-ନ୍ତ କରା ଯାଇଥିଲେ ବି ଏ ନେଇ କୌଣସି ପ୍ରମାଣ ମିଳିନଥିଲା ବୋଲି କହିଛି କ୍ରା-ଇ-ମ-ବ୍ରା-ଞ୍ଚ ।

ତେବେ ଏତେ ସବୁ ଭିତରେ ସୌମ୍ୟ ଙ୍କ ମାଆ ପ୍ରଶ୍ନ ଉଠାଇଛନ୍ତି କି ଯଦି ଶେଷ ରେ ବିଦ୍ୟା ଭାରତୀ ହିଁ ଅସଲରେ ଦୋ-ଷୀ ବୋଲି ଧରା ପଡିଲା ତେବେ ତିନି ମାସ ପର୍ଯ୍ୟନ୍ତ ପୋଲିସ କି ତ-ଦ-ନ୍ତ କରୁଥିଲା ଏବଂ କେଉଁ ପ୍ରକାରର ତଥ୍ୟ ସଂଗ୍ରହ କରୁଥିଲା । ତେବେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାମାତ୍ର ନିଜ କ୍ୱାଟରରେ ଥିବା ବେଳେ ତାଙ୍କ ଦେହରେ ନିଆଁ ଲା-ଗି ଯାଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ କଟକକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ପୋ-ଡି ହୋଇ ଯାଇଥିବା ସୌମ୍ୟରଞ୍ଜନଙ୍କର କଟକ ବଡ଼ ଡାକ୍ତରଖାନାରେ ମୃ-ତ୍ୟୁ ହୋଇଥିଲା । ଏହି ମାମଲାରେ ଡିଏଫଓ ଓ ବିଦ୍ୟାଭାରତୀ ପ୍ରଥମରୁ ସ-ନ୍ଦେ-ହ ଘେରକୁ ଆସିଥିଲେ । ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରା-ଇ-ମ-ବ୍ରା-ଞ୍ଚ ଏହାର ତ-ଦ-ନ୍ତ କରିଥିଲା ।

Leave a Reply

Your email address will not be published. Required fields are marked *