Manish Anurag ଙ୍କ ମୃତ୍ୟୁ ର ରହସ୍ୟ ଉପରୁ ହଟୁଛି ପରଦା, ସାମ୍ନାକୁ ଆସିଲା କାଳରାତ୍ରିର ରହସ୍ୟ, ବିଲ ପେମେଣ୍ଟ କୁ ନେଇ ହେଇଥିଲା ହତ୍ୟା, ଦେଖନ୍ତୁ Video

ବନ୍ଧୁଗଣ ମନୀଷ ଅନୁରାଗ ଦାସଙ୍କ ମୃ-ତ୍ୟୁ ମାମଲାର ହଟୁଛି ପରଦା । ସାମ୍ନାକୁ ଆସିଲା କା-ଳ ରାତିର ର-ହ-ସ୍ୟ । ସେ ଦିନ ସାଉଥ ସିଟି ବାର ଆଣ୍ଡ ରେଷ୍ଟୁରେଣ୍ଟରେ ବିଲ ପେମେଣ୍ଟ କରିବାକୁ ନେଇ ହୋଇଥିଲା ପା-ଟି-ତୁ-ଣ୍ଡ । ପଚରାଉଚରା ବେଳେ ସାମ୍ନାକୁ ଆସୁଛି ସତ । ବିଲ ପେମେଣ୍ଟ ପାଇଁ ସାଙ୍ଗ ମାନଙ୍କ ମଧ୍ୟରେ ହୋଇଥିଲା ପା-ଟି-ତୁ-ଣ୍ଡ । ବାରରେ ପ୍ରାୟ ୩୦ ରୁ ୪୦ ହଜାର ଟଙ୍କାର ବିଲ ହୋଇଥିଲା ।

ଟଙ୍କା ନଦେବାରୁ ଦିନେଶ ଓରଫ ମୁନା ଫୋନକୁ ବନ୍ଦ ରଖିଥିଲେ ବାର କର୍ତ୍ୟୁପକ୍ଷ ଏବଂ ବ-ନ୍ଧ-କ ରଖିଲା ପରେ ମନୀଷ ବାପାଙ୍କ ଠାରୁ ଟଙ୍କା ଆଣି ପେମେଣ୍ଟ କରିଥିଲେ । ଶେଷରେ ମନୀଷ ଏକା ବାରରୁ ବାହାରି ଚାଲି ଚାଲି ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ଅମରିତ ବିଶ୍ଵାଳ, ଦିନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଏବଂ ହିମାଂଶୁ ବେହେରାଙ୍କ ସହ ପାଞ୍ଚ ଜଣଙ୍କୁ ଅ-ଟ-କ ରଖି ମା-ରା-ଥୋ-ନ ଜେ-ରା ଚାଲିଛି ।

ପ୍ରଥମେ ପୃଥକ ପୃଥକ ଭାବେ ଜେ-ରା କରିବା ପରେ ମୁହାଁ ମୁହିଁ ଜେ-ରା କରାଯିବ । ଘ-ଟ-ଣା ଦିନ କଣ ଘ-ଟି-ଥି-ଲା, ମନୀଷଙ୍କ ମୃ-ତ୍ୟୁ କେମିତି ହେଲା ଆଦି ଅନେକ ସତ ଓଗାଳିବାକୁ ତ-ନା-ଘ-ନା ଚଳେଇଛି ପୋଲିସ । ତେବେ ସିସିଟିଭି ଫୁଟେଜ ଆଧାରରେ ହୋଟେଲ ଭିତରର ରହସ୍ୟ ଖୋଜୁଛି ପୋଲିସ । ଚାରି ଘଣ୍ଟା ଧରି ମନୀଷଙ୍କ ସହିତ କିଏ କିଏ ଥିଲେ । ମନୀଷଙ୍କ ସହ ଯାଇଥିବା ଦିନେଶ ଓ ମୃତ୍ୟୁଞ୍ଜୟ କାହିଁକି ମନୀଷଙ୍କୁ ଏକା ଛାଡି ଆଗୁଆ ଗଲେ ।

ମୃ-ତ୍ୟୁ ପୂର୍ବରୁ ମନୀଷଙ୍କ ସହ କେଉଁ ମାନେ ଥିଲେ ଓ ହୋଟେଲରୁ ବାହାରିବା ପରେ ମନୀଷଙ୍କ ସହ କଣ ହୋଇଥିଲା ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ପ୍ରାଥମିକ ପୋ-ଷ୍ଟ ମ-ଟ-ମ ରି-ପୋ-ର୍ଟ ଅନୁସାରେ ମନୀଷଙ୍କ ମୃ-ତ୍ୟୁ ଶ୍ଵା-ସ-ରୁ-ଧ ଯୋଗୁ ହୋଇଛି । ହେଲେ ସେହି ରାତିରେ ଘ-ଟି-ଥି-ବା ସମସ୍ତ ର-ହ-ସ୍ୟ-ର ପ-ର-ଦା-ଫା-ସ କରିବ ପୋଲିସ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *