ରଣକ୍ଷେତ୍ର ପାଲଟିଲା ରେଳ ଷ୍ଟେସନ୍, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କେଉଁଠି ନା କେଉଁଠି ଗ-ଣ୍ଡ-ଗୋ-ଳ ହେଉଛି ଏବଂ ଲୋକମାନେ ମା-ର ପି-ଟ କରି ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ସେହି ଭଳି ଭାବରେ ଏକ ନୂତନ ଅ-ଘ-ଟ-ଣ ର ଖବର ସାମ୍ନାକୁ ଆସିଛି । ତେବେ ଏକ ଭିଡିଓ ଜରିଆରେ ଦେଖିବାକୁ ମିଳୁଛି କି କିଛି ଉ-ତ୍ୟ-କ୍ତ ଲୋକମାନେ ଷ୍ଟେସନ କୁ ଯାଇ ସେଠି ଭ-ଙ୍ଗା ରୁ-ଜା କରି ସେଠାକାର ଜିନିଷ ପତ୍ର ଫୋ-ପା-ଡି କାଗଜ ପତ୍ର ଫା-ଡ଼ି ପୁରା ଛି-ନ ଛ-ତ-ର କରି ଦେଇଛନ୍ତି ।

ତେବେ ଏହି ଘଟଣା ତୁ ଘଟିଛି ଜଣେ ଯୁବକ ଙ୍କ ମୃ-ତ୍ୟୁ କୁ ନେଇ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଏହି ଘଟଣା ଟି ହେଉଛି କେଉଁଝର ଜିଲ୍ଲା ବାଂଶପାଣି ରେଳ ଷ୍ଟେସନ ର । ତେବେ ସୂଚନା ଅନୁସାରେ ବାଂଶପାଣି ରେଳ ଷ୍ଟେସନ ନିକଟସ୍ଥ ରେ ରହୁଥିବା ଲକ୍ଷ୍ମଣ ପାତ୍ର ନାମକ ଜଣେ ଯୁବକ । ଦୁଇ ନମ୍ବର ରେଳ କ୍ଷେତ୍ର କୁ କୌଣସି କାର୍ଯ୍ୟ ପାଇଁ ରାତି ୯ଟା ସମୟରେ ଯାଇଥିଲେ ।

ତେବେ ସେଠାରେ ଉପସ୍ଥିତ ରେଳ କର୍ମଚାରୀ ମାନେ ସ-ନ୍ଦେ-ହ କରି ତାଙ୍କ ଉପରେ ଆ-କ୍ର-ମ-ଣ କରି ତାଙ୍କୁ ମା-ଡ଼ ମା-ରି-ଥି-ଲେ । ତେବେ ଘର ଲୋକଙ୍କ କହିବା କଥା ଏହି ମା-ଡ଼ ଯୋଗୁଁ ଲକ୍ଷ୍ମଣ ଙ୍କ ର ମୃ-ତ୍ୟୁ ଘ-ଟି-ଛି ତେବେ ସେମାନେ ତାଙ୍କ ଶ-ବ କୁ ସକାଳେ ଠା-ବ ମଧ୍ୟ କରିଥିଲେ । ଏହା ପରେ ସେମାନେ ଉ-ତ୍ୟ-କ୍ତ ହୋଇ ଏବଂ ରାଗ ରେ ରେଳ ଷ୍ଟେସନ ରେ ଥିବା ସବୁ ଜିନିଷ କୁ ଫୋ-ପା-ଡ଼ି ଦେଇଥିଲେ ଏବଂ ସବୁ ଜରୁରୀ କାଗଜପତ୍ର ଫା-ଡ଼ି ଦେଇଥିଲେ ।

ଏହା ସହ ରେଳ ଷ୍ଟେସନ ଭିତରକୁ କାହାକୁ ବି ଆସିବାକୁ ଦେଇ ନଥିଲେ ଯାହା ଯୋଗୁଁ ବହୁତ ଭି-ଡ ମଧ୍ୟ ହୋଇଥିଲା । ତେବେ ପରେ ସେହି ସ୍ଥାନରେ ପୋଲିସ ଆସି ନିଜର କାର୍ଯ୍ୟବାହି ଆରମ୍ଭ କରି ସ୍ଥି-ତି କୁ ନିୟନ୍ତ୍ରଣ ରେ ରଖିଛି ।

Leave a Reply

Your email address will not be published. Required fields are marked *