ସାବଧାନ ! ବାଇକ ଚାଳକ, ଆସିଲା ନୂଆ ନିୟମ, ଏହି ଗାଡି ଚଲାଉଥିଲେ କଟିବ 2000 ଫାଇନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏପରି ବାଇକ ଚାଳକ ହୋଇଜାଆନ୍ତୁ ସାବଧାନ !ନହେଲେ ଆଗକୁ ମିଳିବ ନାହିଁ ନିସ୍ତାର ! ତେବେ ଟ୍ରାଫିକ ପୋଲିସଙ୍କ ନିୟମ ଅନୁସାରେ ସବୁ ବାଇକ ଚାଳକଙ୍କ ପ୍ରତି ରୁଲ ସବୁ ସମାନ ହିଁ ରହିଥାଏ । ତେବେ ପ୍ରତ୍ଯେକ ଦିନ ଗାଡି ଚାଲାଉଥିବା ବାଇକ ଚାଳକ ମାନେ ନିଜର ଗାଡି ଚଳାଇବା ସମୟରେ ରାସ୍ତାର ନିୟମ ବିଷୟରେ ନିହାତି ଭାବରେ ଅଳ୍ପ ବହୁତ ଅବଗତ ରହିଥାନ୍ତି ।

ତେବେ ଯେପରି ଟ୍ରାଫିକର ରୁଲ ଅନୁଯାଇ ବାଇକ ଚଳାଇ ଯାଉଥିବା ଚାଳକ ମାନେ ବାଧ୍ୟତାମୂଳକ ଭାବରେ ମୁଣ୍ଡରେ ହେଲମେଟ ପିନ୍ଧିବା ଉଚିତ । ଏହା ସହିତ ଚାଳକଙ୍କ ପଛରେ ବସିଥିବ ଲୋକ ମଧ୍ୟ ହେଲମେଟ ପିନ୍ଧିବା ଉଚିତ । ତେବେ ଏହା ଛଡା ଅନ୍ୟ କେତେକ ଟ୍ରାଫିକ ରୁଲ ମଧ୍ୟ ରହିଅଛି । ଯାହାକୁ ପାଳନ କରିବା ବାଧ୍ୟତାମୂଳକ ଅଟେ । ନଚେତ ଟ୍ରାଫିକ ପୋଲିସଙ୍କ ନଜରରେ ଅମାନିଆ ବାଇକ ଚାଳକ ପଡିଲେ ।

ଚାଲାଣ କାଟିବା ନିହାତି ଭାବରେ ସୁନିଶ୍ଚିତ ହୋଇଯିବ । ତେବେ ସେହି ସବୁ ନିୟମ ଗୁଡିକ ହେଉଛି । ଗାଡିର ନମ୍ବର ପ୍ଳେଟ ଗୁଡିକ ଠିକ ଭାବରେ ରହିବା ଦରକାର ଉଚିତ ।  କାରଣ ବହୁ ଗାଡି ଚାଳକ ଅଛନ୍ତି । ଯେଉଁମାନେ ନିଜର ନମ୍ବର ପ୍ଳେଟରେ ନମ୍ବର ସହିତ ଅନ୍ୟ ସବୁ ଡିଜାଇନ ମଧ୍ୟ ଆଡ୍ ମଧ୍ୟ କରିଦେଇଥାନ୍ତି । ତେବେ ନମ୍ବର ପ୍ଳେଟ ଯେଉଁ ସାଇଜର ରହିବା ଦରକାର ସେପରି ସାଇଜର ମଧ୍ୟ କରିବା ଉଚିତ ।

ମନକୁ ମନ ଯେକୌଣସି ଆକୃତି ସାଇଜର ନମ୍ବର ପ୍ଳେଟ ବୋର୍ଡ କରାଯାଇପାରିବ ନାହିଁ । ବାଇକରେ ବାଇକ ଚାଳକ କେବଳ ତା’ ପଛରେ ଜଣଙ୍କୁ ହିଁ ବସାଇ ନେଇପାରିବ । ଗାଡିରେ ଅଧିକ ଓଭର ଲୋଡିଙ୍ଗ କରିକି ଯାତ୍ରୀ ନେଇପାରିବ ନାହିଁ । ଗାଡିରେ ଅଧିକ ଶବ୍ଦ କରୁଥିବା କିଛି ସାଉଣ୍ଡ ସିଷ୍ଟମ ଲଗାଇପାରିବେ ନାହିଁ । ତେବେ ଏହି ସବୁ ନିୟମର ଅବମାନନା କରିଲେ ।

ନିହାତି ଭାବରେ ଟ୍ରାଫିକ ପୋଲିସ ଚାଲାଣ କାଟିପାରିବ । ତେବେ ଟ୍ରାଫିକ ନିୟମର କଡାକଡି ଭାବରେ ପାଳନ କରନ୍ତୁ । ନିଜର ଧନ ଜୀବନକୁ ସୁରକ୍ଷିତ ରଖନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *