Weather Update: ଆଜି ଏହି 8 ଟି ଜିଲ୍ଲାକୁ Yellow Warning ଜାରି କଲା ପାଣିପାଗ ବିଭାଗ, ଘଡଘଡି ସହ ହେବ ପ୍ରବଳ ବର୍ଷା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୮ ଜିଲ୍ଲାରେ ଘଡଘଡି ସହ ବର୍ଷା ! ତେବେ ପାଣିପାଗ ବିଭାଗରୁ ଏଭଳି କିଛି ସୂଚନା ବର୍ତ୍ତମାନ ସମୟରେ ମିଳିଛି । ଯେଉଁଠାରେ କି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବର୍ଷ ସମର୍କିତ ଏଭଳି କିଛି ତଥ୍ୟ ଆସିଯାଇଛି । ତେବେ ଉପକୂଳ ଓଡିଶା ତଥା ପାର୍ଶ୍ଵବର୍ତ୍ତୀ ଛତିଶଗଡ ୧. ୫ ଏରିଆ ବ୍ୟାପ୍ତ ନେଇ ବର୍ଷା ହେବାର ସମ୍ଭାବନା ରହୁଛି । ତେବେ ସେହି ସବୁ ଏରିଆ ମାନଙ୍କରେ ଘୁର୍ନୀବଳୟ ସୃଷ୍ଟି ହୋଇ ବର୍ଷା ହୋଇପାରେ ।

ତେବେ ଏହାରି ମଧ୍ୟରେ ପଶ୍ଚିମାଝଡ ମଧ୍ୟ ସକ୍ରିୟ ହେବାର ଅଛି । ଯାହା ଯୋଗୁ ସ୍ୱଳ୍ପରୁ ମଧ୍ୟମା ଧାରଣର ବର୍ଷାର ସମ୍ଭାବନା ରହୁଛି । ତେବେ ପ୍ରାୟ ୮ ଟି ଜିଲ୍ଲାକୁ ୟେଲୋ ବରନିଙ୍ଗ ଜାରୀ କରାଯାଇଛି । ଯେଉଁ ସବୁ ଜିଲ୍ଲା ମାନଙ୍କରେ ବର୍ଷା ଆଜି ଓ ଆସନ୍ତାକାଲୀ ହେବାର ପାଣିପାଗ ବିଭାଗ ତରଫରୁ ସୂଚନା ରହୁଛି । ତେବେ ବର୍ଷା ସହିତ ବଜ୍ରପାତ ଓ ଘଡଘଡି ମଧ୍ୟ ମଧ୍ୟ ହୋଇପାରେ । ତେବେ ଯେଉଁ ୮ ଜିଲ୍ଲାକୁ ୟେଲ୍ଲୋ ୱାର୍ନିଙ୍ଗ କରାଯାଇଛି ।

ସେହି ସବୁ ଜିଲ୍ଲା ଗୁଡିକ ହେଉଛି । ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ, ଢେଙ୍କାନାଳ, ଯାଜପୁର ଓ ସମ୍ବଲପୁର । ତେବେ ଏହି ଜିଲାର ଅଧିବାସୀ ମାନେ ଆଗରୁ ସତର୍କ ହୋଇଯିବ ଉଚିତ । ଯେଉଁ ସ୍ଥାନକୁ ମଧ୍ୟ ଯିବାର ଥିବ । ବର୍ଷା ଓ ଘଡଘଡି ପାଇଁ ଆଗରୁ ସଚେତନ ହୋଇ ସୁରକ୍ଷିତ ସହ ଯିବାର ଅଛି । ତେବେ ବର୍ଷା ହେବା ଯୋଗୁ ଅସହ୍ୟ ତାତିରୁ ସାମାନ୍ଯ ତ୍ରାହୀ ମଧ୍ୟ ମିଳିବାର ଯଥେଷ୍ଟ ସମ୍ଭାବନା ରହୁଅଛି ।

ତେବେ ଆଜି ଓ କାଲି ବର୍ଷ ସହ ଘଡଘଡି ବଜ୍ରପାତ ରହିବ । ତେବେ ୨ ରୁ ୩ ଦିନ ମଧ୍ୟରେ ପାଗରେ କୋହଳ ଆସିଯିବ । ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ତରଫରୁ ଏହି ସମ୍ବଧୀୟ ପାଣିପାଗ ସମ୍ପର୍କିତ ସୂଚନା ମିଳିପାରିଛି । ତେବେ ବର୍ଷା ପାଇଁ ଆଗରୁ ସଚେତନ ହୋଇ ଲୋମାନେ ନିଜ ନିଜର ସତର୍କତା ସହ ଯାତ୍ରା କରିପାରିବେ ।

ତେବେ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *