ପଲ୍ଲୀରୁ ଦିଲ୍ଲୀ…ସବୁରି କଣ୍ଠରେ ଅରିନ୍ଦମ୍, କଣ୍ଠରେ କଣ୍ଠରେ Boat ଟ୍ରାଜେଡିର ପୁରା କାହାଣୀ, ଶୁଣିଲେ ଭିଜିବ ଆପଣଙ୍କ ଆଖି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ତିନି ଦିନ ତଳେ ହୋଇଥିବା ଏକ ଦୁ-ର୍ଘ-ଟ-ଣା ରେ ଆମେ ଆମର ଜଣେ ବରିଷ୍ଠ ସାମ୍ବାଦିକ ଜଣେ ସାହାସି ଏବଂ ନିର୍ଭୀକ ମଣିଷ ଅରିନ୍ଦମ ଙ୍କ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ତେବେ ସୂଚନା ଅନୁଯାୟୀ ମହାନଦୀ ମୁଣ୍ଡୁଳି ପାଖରେ ଦନ୍ତା ହାତୀ କୁ ଉଦ୍ଧାର କରିବା ନିମନ୍ତେ ଓଡ୍ରାଫ ଟିମ ଙ୍କ ସହ ସେ ପାଣି ଭିତରକୁ ଯାଇଥିଲେ ।

ତେବେ ହଠାତ ବୋଟ ଓ-ଲ-ଟି ଯିବାରୁ ସେହି ଦୁ-ର୍ଘ-ଟ-ଣା- ରେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଜଣେ ଓଡ୍ରାଫ ଟିମ ର ସଦସ୍ୟ ସୀତାରାମ ମୁର୍ମୁ ସ-ହି-ଦ ହୋଇଗଲେ । ତେବେ ସାରା ଓଡ଼ିଶା ବାସୀ ଏବଂ ଓଡିଶା ବାହାରର ଲୋକମାନେ ମଧ୍ୟ ଅରିନ୍ଦମ ଙ୍କ ର ଏହି ଅ-କା-ଳ ମୃ-ତ୍ୟୁ କୁ ନେଇ ଆଶ୍ଚର୍ଯ୍ୟ ଏବଂ ମ-ର୍ମା-ହ-ତ ତେବେ ଏହା ସହ ସୀତାରାମ ମୁର୍ମୁ ଙ୍କ ର ମଧ୍ୟ ଏଭଳି ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ହେବା ଏକ ଦୁଃଖଦ ଖବର ।

କାରଣ ଯିଏ ଅନ୍ୟ ମାନଙ୍କ ଜୀଵନ ବଞ୍ଚାଇଥାଏ ତା ଜୀଵନ କୁ କେହି ବଞ୍ଚେଇ ପାରିଲେ ନାହି ତାଙ୍କର ଛୋଟିଆ ପରିବାର ବର୍ତ୍ତମାନ ଭା-ଙ୍ଗି ଯାଇଛି । ତେବେ ଏହି ଦୁଇ ଜଣ ମହାନ ବ୍ୟକ୍ତି ଙ୍କୁ ସମସ୍ତେ ହୃଦୟ ରୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଏବଂ ନିଜ ନିଜ ନିଆରା ଢଂଗ ରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ତେବେ ସେହିଭଳି ନୂଆପଡା ର ଜଣେ ଗାୟକ ବା ଗୀତିକାର ଅରିନ୍ଦମ ଏବଂ ସୀତାରାମ ଙ୍କୁ ନିଜ ଗୀତରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସେହି ଗୀତରେ ଗୀତରେ ସେ ସେହି ଦିନର ଘ-ଟ-ଣା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଏବଂ ଅରିନ୍ଦମ ତଥା ସୀତାରାମ ଙ୍କ ସାହାସିକତା ର ମଧ୍ୟ ବର୍ଣ୍ଣନା କରିଛନ୍ତି । ତେବେ ଏହି ଗୀତ ଶୁଣିବା ପରେ ସମସ୍ତଙ୍କ ଆଖି ଆଗରେ ସେହି ଦିନ ର ଭ-ୟ-ଙ୍କ-ର ଦୃଶ୍ୟ ଆଖି ଆଗକୁ ଆସି ଯାଉଛି ଏବଂ ଦେହ ଶୀତେଇ ଦେଉଛି । ଅକାରଣ ରେ ଆମେ ଜଣେ ସାହାସି ଏବଂ ବରିଷ୍ଠ ସାମ୍ବାଦିକ ଙ୍କୁ ଏବଂ ଜଣେ ଓଡ୍ରାଫ ଟିମ ର ସାହାସି ଯବାନଙ୍କୁ ହରେଇ ବସିଲୁ ତେବେ ଏହି ଦୁଇ ଜଣ ଆମ ମନରେ ସର୍ଵଦା ଅ-ମ-ର ହୋଇ ରହିବେ ।

Leave a Reply

Your email address will not be published. Required fields are marked *