ପ୍ରବଳ ବନ୍ୟା ଯୋଗୁ କଲଭର୍ଟ ନିକଟରେ ଗଳି ପଡିଲା Bus, ଦେଖନ୍ତୁ ଏହି Exclusive Video

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ଦିନ ହେବ ଦୁ-ର୍ଘ-ଟ-ଣା ପରେ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଏହା ସହ ବର୍ତ୍ତମାନ ପାଣି ପାଗର ପରିସ୍ଥିତି ଖରାପ ମଧ୍ୟ ରହୁଛି ଲଘୁଚାପ ହୋଇ ବର୍ଷା ହୋଇ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇ ଯାଉଛି । ଏତେ ପାଣି ଭର୍ତ୍ତି ହୋଇ ଯାଉଛି ଯେ ରାସ୍ତା,ନାଳ ଖାଲ କିଛି ବି ଜଣା ପଡୁ ନାହିଁ । ଏହା ଯୋଗୁଁ ଅନେକ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି ଯାଉଛି । ତେବେ ସମୁଦ୍ର ନଇ ରେ ଅଧିକ ପାଣି ମଧ୍ୟ ହେବାରେ ଲାଗୁଛି ।

କେଉଁଠି ବାତ୍ୟା ତ କେଉଁଠି ବନ୍ୟା ଆସୁଛି ଯାହା ଫଳରେ ଜୀଵନ ବଞ୍ଚିବା ବହୁତ କଷ୍ଟକର ହୋଇ ପଡୁଛି । ଅନେଜ ଲୋକଙ୍କ ଘର ମଧ୍ୟ ଉଜୁଡି ଯାଉଛି । ଅନେକ ଲୋକ ବେଘର ହୋଇ ଯାଉଛନ୍ତି । ତେବେ ଏହା ସହ ଅନେକ ଖବର ଶୁଣିବାକୁ ମିଳୁଛି କି ଏହି ପାଣି ରେ ବୁ-ଡି କିମ୍ବା ଭା-ସି ଲୋକମାନେ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ଓଡିଶା ରେ ତ ଏହି କିଛି ଦିନ ପୂର୍ବରୁ ଦୁଇ ଦୁଇ ଟି ଏପରି ଘ-ଟ-ଣା ଦେଖିବାକୁ ମିଳୁଛି ଯେଉଁଠି ଜଳ ର ପ୍ରକୋପ ରେ ତିନି ତିନୋଟି ଜୀଵନ ଅକାରଣ ରେ ପଳେଇଛି ।

ତେବେ ବର୍ତ୍ତମାନ ଫୁଣି ଥରେ ଆଉ ଏକ ଘ-ଟ-ଣା ସାମ୍ନା କୁ ଆସିଛି । ଯେଉଁଥିରେ ଏକ ବସ ଟି ପାଣି ର ସୁଅ ରେ ହଠାତ ଭା-ସି ଯାଉଛି । ଏହି ଘ-ଟ-ଣା ଟି ଘ-ଟି-ଛି ମହାରାଷ୍ଟ୍ର ର ୟବତମାଲ ସହରରେ ପ୍ରବଳ ବର୍ଷା ହେବା ଯୋଗୁଁ ରୁ ରାସ୍ତା ଘାଟ ପାଣି ରେ ଭରି ଯାଇଥିଲା ଏବଂ କିଛି ବି ନଜର ଆସୁ ନଥିଲା ତେବେ ଏସଟି ବସ ଟି ମଧ୍ୟ ସେହି ରାସ୍ତା ରେ ଯାଉଥିଲା କିନ୍ତୁ ହଠାତ ଚକ ଓଲଟି ଯିବା ରୁ ବସ୍ ଟି ସିଧା ବଡ଼ ନଳାରେ ପଡି ଯାଇଥିଲା ।

ତେବେ ଏହି ଦୁ-ର୍ଘ-ଟ-ଣା ର ପ୍ରତ୍ୟକ୍ଷଦର୍ଶୀ ଙ୍କ ଭିତରୁ କିଛି ଯୁବକ ସେମାନଙ୍କୁ ବଂଚାଇବା ପାଇଁ ପ୍ରୟାସ ମଧ୍ୟ କରିଥିଲେ ତେବେ ସେହି ବସ ରେ ଛଅ ଜଣ ଥିଲେ ଏବଂ ଜଣଙ୍କ ର ମୃ-ତ୍ୟୁ ମଧ୍ୟ ହୋଇ ଯାଇଛି ଏବଂ ଡ୍ରାଇଭର ଏବଂ କଣ୍ଡକ୍ଟର ନି-ଖୋ-ଜ ଅଛନ୍ତି । ତେବେ ଏହି ଖବର ଟି ସମସ୍ତ ଙ୍କୁ ମ-ର୍ମା-ହ-ତ କରି ଦେଇଛି ।

Leave a Reply

Your email address will not be published. Required fields are marked *