ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିଲା ଏକ ଛୁଆ ହାତୀ, ଗ୍ରାମବାସୀ ମାନେ ଏମିତି କଲେ ଉଦ୍ଧାର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏହି ଗତ କିଛି ଦିନ ହେବ ଦୁ-ର୍ଘ-ଟ-ଣା ପରେ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ଏହା ସହ ବର୍ତ୍ତମାନ ପାଣି ପାଗର ପରିସ୍ଥିତି ଖରାପ ମଧ୍ୟ ରହୁଛି ଲଘୁଚାପ ହୋଇ ବର୍ଷା ହୋଇ ରାସ୍ତା ଘାଟରେ ପାଣି ଭର୍ତ୍ତି ହୋଇ ଯାଉଛି । ଏତେ ପାଣି ଭର୍ତ୍ତି ହୋଇ ଯାଉଛି ଯେ ରାସ୍ତା, ନାଳ ଖାଲ କିଛି ବି ଜଣା ପଡୁ ନାହିଁ । ଏହା ଯୋଗୁଁ ଅନେକ ଦୁ-ର୍ଘ-ଟ-ଣା ମଧ୍ୟ ଘ-ଟି ଯାଉଛି । ତେବେ ସମୁଦ୍ର ନଇ ରେ ଅଧିକ ପାଣି ମଧ୍ୟ ହେବାରେ ଲାଗୁଛି ।

କେଉଁଠି ବାତ୍ୟା ତ କେଉଁଠି ବନ୍ୟା ଆସୁଛି ଯାହା ଫଳରେ ଜୀଵନ ବଞ୍ଚିବା ବହୁତ କଷ୍ଟକର ହୋଇ ପଡୁଛି । ଅନେଜ ଲୋକଙ୍କ ଘର ମଧ୍ୟ ଉଜୁଡି ଯାଉଛି । ଅନେକ ଲୋକ ବେଘର ହୋଇ ଯାଉଛନ୍ତି । ତେବେ ଏହା ସହ ଅନେକ ଖବର ଶୁଣିବାକୁ ମିଳୁଛି କି ଏହି ପାଣି ରେ ବୁ-ଡି କିମ୍ବା ଭା-ସି ଲୋକମାନେ ମୃ-ତ୍ୟୁ ବରଣ ମଧ୍ୟ କରି ସାରିଛନ୍ତି । ତେବେ ଓଡିଶା ରେ ତ ଏହି କିଛି ଦିନ ପୂର୍ବରୁ ଦୁଇ ଦୁଇ ଟି ଏପରି ଘ-ଟ-ଣା ଦେଖିବାକୁ ମିଳୁଛି ଯେଉଁଠି ହାତୀ କୁ ବଂଚାଇବା ଜୁ ଯାଇ ଜଳ ର ପ୍ରକୋପ ରେ ଦୁଇ ଟି ଜୀଵନ ଅକାରଣ ରେ ପଳେଇଛି ।

ତେବେ ବର୍ତ୍ତମାନ ଫୁଣି ଏହି ପାଣିର ସୁଅ ରେ ଗୋଟିଏ ଛୋଟ ହାତୀ ଟି ଫ-ସି ରହିଛି । ତେବେ କିନ୍ତୁ ସେଠାକାର ଗାଁ ଲୋକମାନେ ସେହି ହାତୀ ଛୁଆ ଟିକୁ ଉଦ୍ଧାର କରିବା ରେ ସଫଳ ହୋଇଛନ୍ତି । ତେବେ ଘ-ଟ-ଣା ଟି ଘ-ଟି-ଛି ଆଠମଲ୍ଲିକ ମାଧପୁର ଅଞ୍ଚଳରେ ତେବେ ସେଠି ଏକ ହାତୀ ଛୁଆ ଟି ହୁଏତ ରାସ୍ତା ପାର ବେଳେ ପାଣି ଭିତରେ ଫ-ସି ଯାଇଥିଲା ତେବେ ସେଠାକାର ଗ୍ରାମ ବାସୀ ମାନେ ଡ଼ଙ୍ଗା ନେଇ ସେହି ପାଣି ଭିତରେ ପଶି ସେହି କୁନି ହାତୀ ଛୁଆ କୁ ଟା-ଣି ଆଣିଥିଲେ କୁଳ କୁ ।

ତେବେ ହାତୀ ଟି କୁଳ କୁ ଆସିବା ପରେ ତାକୁ ସୁରକ୍ଷିତ ଭାବରେ ରଖି ଵନ ବିଭାଗ କୁ ଦେଇ ଦେଇଥିଲେ । ତେବେ ଅନେକ ଦୁଃଖଦ ଖବର ପରେ ଏହି ଖବର ଟି ସମସ୍ତ ଙ୍କୁ ଟିକେ ଖୁସି ପ୍ରଦାନ କରିଛି । ତେବେ ହାତୀ ଟି କୁ ସୁରକ୍ଷିତ ଏବଂ ସାବଧାନତା ର ସହିତ ତା ପରିବାର ଲୋକ ଙ୍କ ସହ ପଠେଇବାର ବ୍ୟବସ୍ଥା ମଧ୍ୟ କରାଯାଉଛି ।

Leave a Reply

Your email address will not be published. Required fields are marked *