ମୋ ସ୍ୱାମୀ ବିଦେଶରେ ଥିଲେ, ସେତିକି ବେଳେ ମୁଁ ତାଙ୍କ ସହ ଫେସ୍ବୁକରେ ଫ୍ରେଣ୍ଡ ହୋଇଥିଲି, ହେଲେ ସେ ମତେ ଦିନେ…

ବନ୍ଧୁଗଣ ଆମ ରାଜ୍ୟରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ରାଜ୍ୟ ବାହାରେ ଚାକିରି କରି ନିଜ ପରିବାରର କଥା ବୁଝୁ ଛନ୍ତି । ଏହି ଲୋକ ମାନେ ବିବାହ କରୁଛନ୍ତି ଆଉ ନିଜ ସ୍ତ୍ରୀ ଏବଂ ପିଲା ଛୁଆ ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ହେଲେ ଥରେ ଭାବନ୍ତୁ ଯଦି କେହି ଲୋକ ବାହାରେ ଚାକିରି କରୁଥିବ ଆଉ ଅନ୍ୟ ପଟେ ତା ସ୍ତ୍ରୀ ଏକ ଅଲଗା ପୁରୁଷ ସହ ରାସନୀଳା କରିବ ତା ହେଲେ ସ୍ଵାମୀର କଣ ହେବ ।

ବନ୍ଧୁଗଣ ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ନିଳଗିରି ସହଜରରୁ ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଦେଖି ଏବେ ସମସ୍ତେ ଆଶ୍ଚର୍ଯ୍ୟ । ଏଠାରେ ଜଣେ ମହିଳା ଗଣମାଧ୍ୟମ ଆଗରେ ଗୌତମ ନାମକ ଏକ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏଠାରେ ମହିଳା ଜଣକ ବି ସୁନା ପିଲା ନୁହଁ ସେ ବହୁତ ବଡ ଭୁଲ କରିଛନ୍ତି ।

ନିଜ ଭୁଲକୁ ଲୁଚେଇବା ପାଇଁ କହୁଛନ୍ତି ଗୌତମ ମୋତେ ଫସାଇ ଦେଲା । ତେବେ ମହିଳାଙ୍କର ସ୍ଵାମୀ ବାହାରେ ରୁହନ୍ତି ଆଉ ତାଙ୍କର ଏକ କୁନି ଝିଅ ବି ଅଛି । ସ୍ଵାମୀ ନଥିବା ବେଳେ ମହିଳା ଜଣକ ଫେସବୁକରେ ଗୌତମ ନାକ ଏକ ଯୁବକଙ୍କ ସହ କଥା ବାର୍ତ୍ତା କରିଲେ । ଯୁବକ ଜଣକ କଥା ବାର୍ତ୍ତା ବଢାଇବା ପରେ ମହିଳାଙ୍କୁ ପ୍ରେମ ନିବେଦନ ବି କଲେ ।

କହିଲେ ତମ ସ୍ଵାମୀ ତ ବାହାରେ ରହୁଛନ୍ତି ମୁଁ ତମକୁ ପ୍ରେମ କରୁଛି । ଏହା ପରେ ମହିଳାଙ୍କୁ ସେ ନିଜ ରୁମ୍ କୁ ଡାକିଲେ ଆଉ ମହିଳା ଜଣକ ଆଖି ବୁଝି ଗୌତମ ରୁମ୍ କୁ ଚାଲି ଗଲେ । ତେବେ ଏହା କରିବା ପୂର୍ବରୁ ସେ ନିଜ ସ୍ଵାମୀ ଏବଂ ଝିଅ କଥା ବି ଭାବିଲେନି । ମହିଳା ଜଣକ କହିଛନ୍ତି ଗୌତମ କୁଆଡେ ତାଙ୍କୁ ନିଶ-ଆ ଔଷଧ ଦେଇ ତାଙ୍କ ସହ ଶା-ରଇରିକ ସ-ଅମ୍ପର୍କ ରଖିଲା ତାହା ବି ଘଣ୍ଟା ଘଣ୍ଟା ଧରି ।

ଏହା ସହ ଗୌତମ ଶା-ରଇରିକ ସ-ଅମ୍ପର୍କର ଭିଡିଓ ରେକର୍ଡ କରି ଏବେ ତାଙ୍କୁ ବ୍ଲାକମେଲ କରୁଛି । କିନ୍ତୁ ଉକ୍ତ ମହିଳା ଗୌତମ ରୁମ୍ କୁ କାହିଁକି ଗଲେ ତାହା ତ ଆପଣ ସମସ୍ତେ ଜାଣି ଛନ୍ତି । ତା ହେଲେ ଏବେ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଦର୍ଶକ ବନ୍ଧୁ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *