ଲୋମ ଟାଙ୍କୁରା କାହାଣୀ ! ମହିଳାଙ୍କ ସହ ଦୁଷ୍-ଅକର୍ମ କଲା ପରେ ସେମାନଙ୍କ ମାଂସରେ ତିଆରି କରୁଥିଲା ପିଜ୍ଜା ଓ ବର୍ଗର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ମାଂ-ଅସ ରୋଷେଇ କରି ତାହାକୁ ନିଜ ହୋଟେଲରେ ପରଶୁଥିଲେ । ହଁ ବନ୍ଧୁଗଣ ଏପରି କିଛି ଅଭାବନୀୟ ଘଟଣା କିଛି ବର୍ଷ ତଳେ ଘଟୁଥିଲା । ତେବେ ଜଣେ ହୋଟେଲ ମାଲିକ ମଣିଷଙ୍କର ମାଂ-ଅସ ଆଣି ତାହାକୁ ବର୍ଗରରେ ପୁରାଇ ସୁନ୍ଦର ଭାବରେ ସୁସଜ୍ଜିତ କରି ଲୋକ ମାନଙ୍କୁ ଖାଇବାକୁ ଦେଉଥିଲେ । ଯେଉଁ ଖାଦ୍ୟକୁ ଖାଇଲା ପରେ ଲୋକମାନେ ମଧ୍ୟ ସହଜରେ ଏହି କଥା ବିଷୟରେ କିଛି ମଧ୍ୟ ଜାଣିପାରୁନଥିଲେ ।

ତେବେ ଜୋଏ ମେଥାନୀ ନାମରେ ଜଣେ ନୃ-ଉଶଂସ ଲୋକ ଏପରି କିଛି ଘୃଣ୍ୟକାରୀ କାର୍ଯ୍ୟ କିଛି ବର୍ଷ ତଳେ କରି ଆସୁଥିଲା । ତେବେ ଏହି ଘଟଣାଟି ହେଉଛି । ଏହା କି ଯେ ଆମେରିକାର ଏହି ଜୋଏ ମେଥାନୀ ନାମକ ନୃଶଂସ ଲୋକ ଝିଅ ମାନଙ୍କୁ ପ୍ରଥମେ ଜବ-ରଦସ୍ତ ର-ଏପ କରିଦେଉଥିଲା । ତାପରେ ତାଙ୍କୁ ମାରି ତାଙ୍କର ମାଂ-ଅସକୁ ଆଣି ଏଠାରେ ରୋଷେଇ କରି ହୋଟେଲରେ ଖାଦ୍ୟ ଆଇଟମ ପ୍ରସ୍ତୁତ କରିଦେଉଥିଲା ।

ତାପରେ ବହୁତ ଜଣଙ୍କର ମୃ-ତ୍ୟୁ ପରେ ଏହି ଘଟଣାର ତନାଘନା କରଯାଇଥିଲା । ତେବେ ଏପରି ଘୃଣ୍ୟ କାର୍ଯ୍ୟ କରୁଥିବା ଲୋକଟିର ଅସଲି ଚେହେରା ସାମ୍ନାକୁ ଆସୁଥିଲା । ତେବେ ନିଜର ସ୍ଵାର୍ଥ ହାସଲ କରିବା ପାଇଁ କେତେ ନିରୀହ ଝିଅଙ୍କ ସହିତ ଦ-ଉଷ୍କ-ଅର୍ମ କରି ତାଙ୍କର ପ୍ରାଣ ନେଇଯାଉଥିଲା । ପୁଣି ଏତେ ଅବିବେକୀ ଲୋକ ସେହି ମାଂ-ଅସକୁ ରୋଷେଇ କରି କଷ୍ଟମରକୁ ଖାଇବାକୁ ଦେଉଥିଲା । ତେବେ ସମୟ ଆସ୍ତେ ଆସ୍ତେ ବିତିବା ସହ ନୃଶଂ-ଅସ ଲୋକର ସବୁ କଳକରନାମା ପଦାକୁ ଆସିଯାଇଥିଲା ।

ତାପରେ ଯେତେବେଳେ ସେହି ଲୋକକୁ କୋର୍ଟ ଚାଲାଣ କରଯାଇଥିଲା । ସେତେବେଳେ ଲୋକଟି କହିଥିଲା । ମୁଁ ଏପରି କାର୍ଯ୍ୟ କରି ଲୋକଙ୍କୁ ଖାଇବାକୁ ଦିଏ ହେଲେ ଏହି ବିଷୟରେ ଲୋକେ ସହଜରେ କିଛି ମଧ୍ୟ ଜାଣିପାରନ୍ତି ନାହିଁ । ତେବେ ସୂଚନା ଅନୁସାରେ ପ୍ରାୟ ୧୩ ଜଣ ମହିଳାଙ୍କୁ ଦ-ଉଷ୍କ-ଅର୍ମ କରି ତାଙ୍କୁ ମ-ଆରି ତାଙ୍କର ମାଂ-ଅସରେ ନୃଶଂ-ଅସ ଲୋକ ଖାଦ୍ୟ ପ୍ରସ୍ତୁତ କରୁଥିଲା । ।

ତେବେ କୌଣସି ଲୋକ ଯେତେବେଳେ ଆମିଷ ଖାଇବାକୁ ହୋଟେଲ ଯାଉଛନ୍ତି । ଏବେ ପର୍ଯ୍ୟନ୍ତ ମଧ୍ୟ ସେହି ନୃଶଂ-ଅସ ଲୋକଙ୍କର କଥା ହୁଏତ ତାଙ୍କର ମନେ ପଡିଯାଉଥିବ । ତେବେ ଏପରି ଲୋକକୁ ୫୦ ବର୍ଷ ଜେଲଦଣ୍ଡାଦେଶ ଶୁଣାଯାଇଥିଲା । ତାପରେ ସେହି ଜେଲରେ ସେହି ଲୋକଟିର ମୃ-ତ୍ୟୁ ହୋଇଯାଇଥିଲା । ତେବେ ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *