ବିବାହ ପୂର୍ବରୁ ଓଡିଶାରେ Mukesh Ambani ଙ୍କ ପୁଅ Ananta Ambani, ନେଲେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଭାରତର ସମସ୍ତ ଧନୀ ବ୍ୟକ୍ତି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଯଦି ଆମେ ଆପଣଙ୍କୁ ପଚାରିବା ଭାରତର ସବୁଠାରୁ ଧନୀ ମଣିଷ କିଏ ତା ହେଲେ ଆପଣ ମାନଙ୍କ ମନରେ କେବଳ ଗୋଟିଏ ନାଁ ଆସିବ । ହଁ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଭାରତର ନମ୍ବର ୱାନ ଧନୀ ମଣିଷ ମୁକେଶ ଅମ୍ବାନୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସମସ୍ତେ ମୁକେଶ ଅମ୍ବାନୀଙ୍କୁ ନିଶ୍ଚୟ ଜାଣିଥିବେ । ସେ ହେଉଛନ୍ତି ରିଲିଆନ୍ସ କମ୍ପାନୀର ସିଇଓ । ତେବେ ଏମିତିରେ ମୁକେଶ ବିଶ୍ଵର ଟପ 10 ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି । ମୁକେଶ ଏବଂ ତାଙ୍କ ପରିବାର ନିଜ ବିଶାଳ ପୂର୍ଣ୍ଣ ଜୀବନୀ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ମୁକେଶଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏକ ବଡ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ।

ଦର୍ଶକ ବନ୍ଧୁ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଆନନ୍ଦ ଅମ୍ବାନୀ ଓଡିଶା ଆସୁଛନ୍ତି । ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଅନନ୍ତ କାହିଁକି ଓଡିଶା ଆସୁଛନ୍ତି ଏସବୁ ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଦର୍ଶକ ବନ୍ଧୁ ଆଜି 2 ଟାରୁ ସାଢେ 2 ଟା ମଧ୍ୟରେ ଅନନ୍ତ ଭୁବନେଶ୍ଵରରେ ପହଞ୍ଚିବାର ସୂଚନା ରହିଛି । ତେବେ ତାଙ୍କର ସୁରକ୍ଷା ପାଇଁ ଜେଟ ପ୍ଲସ ଶିକୁରୀଟିର ବ୍ୟବସ୍ଥା ରହିଛି । ଓଡିଶାରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପରେ ସେ ଭୁବନେଶ୍ଵର ଆସି ସେ ମୁମ୍ବାଇ ଫେରି ଯିବେ । ତେବେ କିଛି ଦିନ ତଳେ ଅନନ୍ତଙ୍କ ନିର୍ବନ୍ଧ ରାଧିକା ମର୍ଚାନ୍ଟଙ୍କ ସହ ସରିଥିବା ବେଳେ ଅନନ୍ତ ନିଜ ବିବାହ ପୂର୍ବରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସିଛନ୍ତି । ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚାର ମାହୋଲ ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *