ସଫା ହୃଦୟର ହେଇଥାନ୍ତି ଏହି ନାମର ଝିଅମାନେ, ଯଦି କେବେ ମିଳିଯାନ୍ତି ହରାନ୍ତୁ ନାହିଁ

କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି ୯ଟି ନାମର ଝିଅମାନେ । ଆଜିକାଲି ସମସ୍ତେ ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିବାକୁ ଚାହିଁଥାନ୍ତି । ଜୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ କି କୌଣସି ବି ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ସ୍ଵଭାବ, ବ୍ୟକ୍ତିତ୍ବ ଓ ଭବିଷ୍ୟତ ବିଷୟରେ ବହୁତ କିଛି ଜଣାଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଖାସ ଅକ୍ଷର ବିଷୟରେ କହିବାକୁ ଯାଉଛୁ ।

ଯାହା ବିଷୟରେ ଜୋତିଷ ଶାସ୍ତ୍ର ବି ମାନିଥାଏ କି ଏହି ଅକ୍ଷର ନାମ ଥିବା ଝିଅମାନେ ଜନ୍ମରୁ ହିଁ ଭାବୁକ, କୋମଳ ଓ ଖୋଲା ହୃଦୟର ହୋଇଥାନ୍ତି । ଏମାନେ କେବେ କାହାର ଖରାପ ଭାବି ନଥାନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗରେ ରହିଥାନ୍ତି ଓ ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲପାଇ ଥାନ୍ତି ।

A ନାମର ଝିଅ

ଏହି ନାମର ଝିଅମାନେ ମନରୁ ଖୋଲା ସ୍ଵଭାବର ହେବା ସହିତ ବିଶ୍ଵାସର ପାତ୍ର ମଧ୍ୟ ହୋଇଥାନ୍ତି । ଏମାନେ ଦେଇଥିବା କଥାକୁ ପୁରା କରିଥାନ୍ତି । ନିଜର ସହନଶୀଳତା ବ୍ୟବହାରରେ ସମସ୍ତଙ୍କର ହୃଦୟ ଜିତିବାରେ ମାହିର ହୋଇଥାନ୍ତି । ନିଜର ବ୍ୟବହାରରେ ଏମାନେ ସମାଜରେ ବହୁତ ମାନ ସମ୍ମାନ ପାଇଥାନ୍ତି ।

B ନାମର ଝିଅ

ଏହି ନାମର ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସରଳ ଓ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ । ଘର ଓ ବାହାର କାର୍ଯ୍ୟରେ ବହୁତ ଦକ୍ଷ ହୋଇଥାନ୍ତି । ଏମାନେ ଭଲ କାମ ଓ ବ୍ୟବହାର ପାଇଁ ସମାଜରେ ପରିଚିତ ହୋଇଥାନ୍ତି ।

D ନାମର ଝିଅ

ଏହି ନାମର ଝିଅମାନେ ଯେଉଁ ଘରକୁ ଯାଇଥାନ୍ତି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେହି ଘରକୁ ସ୍ଵର୍ଗ କରି ଦେଇଥାନ୍ତି । ସେହି ଘରକୁ ଧନ ଦୌଲତ ଓ ମାନ ସାମ୍ମାନରେ ଭରି ଦେଇଥାନ୍ତି । ଅନ୍ୟଙ୍କୁ ସାହାଯ୍ୟ କରିବା ତାଙ୍କୁ ପସନ୍ଦ ହୋଇଥାଏ । ନିଜର ବ୍ୟବହାରରେ ଏମାନେ ସମସ୍ତଙ୍କର ହୃଦୟ ଜିତିଥାନ୍ତି ।

L ନାମର ଝିଅ

ଏହି ନାମର ଝିଅମାନେ ବହୁତ ନମ୍ର ଓ କୋମଳ ହୋଇଥାନ୍ତି । ଛୋଟ ଛୋଟ ଜିନିଷରେ ଏମାନେ ଖୁସି ହୋଇଯାନ୍ତି । ଜୀବନ ପ୍ରତି ଏମାନଙ୍କର ନଜର ସକରାତ୍ମକ ରହିଥାଏ । ଏମାନଙ୍କୁ ବହୁତ ଭଲ ପାଉଥିବା ଜୀବନସାଥି ମିଳିଥାନ୍ତି । ଏମାନଙ୍କର କହିବା ଶୈଳୀ ବି ବହୁତ ଆକର୍ଷକ ହୋଇଥାଏ ।

N ନାମର ଝିଅ

ଏହି ନାମର ଝିଅମାନେ ବହୁତ ଶାନ୍ତ ଓ ଭଲ ସ୍ଵଭାବର ହୋଇଥାନ୍ତି । ଏମାନେ ସର୍ବଗୁଣ ସମ୍ପନ୍ନ ହୋଇଥାନ୍ତି । ଏମାନେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏମାନେ ସମସ୍ତଙ୍କର ସମ୍ମାନ କରିଥାନ୍ତି ।

S ନାମର ଝିଅ

ଏହି ନାମର ଝିଅମାନେ ବହୁତ ଶାନ୍ତ ଓ ସହନଶୀଳ ସ୍ଵଭାବର ହୋଇଥାନ୍ତି । ନିଜର କୌଣସି ଖାସ କଥା କାହା ଆଗରେ କହିବା ପାଇଁ ପସନ୍ଦ କରନ୍ତି ନାହିଁ । ଘରର ସବୁ କାମରେ ନିପୁଣ ହୋଇଥାନ୍ତି । ଏମାନେ ସବୁ ସମ୍ପର୍କ ପ୍ରତି ଯତ୍ନଶୀଳ ଓ ସେମାନଙ୍କର ମାନ ସମ୍ମାନ କରିଥାନ୍ତି ।

M ନାମର ଝିଅ

ଏହି ନାମର ଝିଅମାନେ ସଫା ହୃଦୟର ହୋଇଥାନ୍ତି । ଏମାନେ ନିଜ ପରିବାରକୁ ବହୁତ ଭଲପାଇ ଥାନ୍ତି । ଏମାନେ ନିଜର ଲକ୍ଷ ପ୍ରତି ସବୁବେଳେ ସଜାଗ ରହିଥାନ୍ତି । ବୁଲେଇ ବାଲେଈ କଥା କହିବାକୁ ଏମାନେ ପସନ୍ଦ କରନ୍ତି ନାହିଁ । ଏମାନେ ନିଜ କାମ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ।

P ନାମର ଝିଅ

ଏହି ନାମର ଝିଅମାନଙ୍କ ମନରେ ଖରାପ ଭାବନା ନଥାଏ । ଏମାନେ ବହୁତ ଭାବୁକ ହୋଇଥାନ୍ତି । ଏମାନେ ତାଙ୍କ ଦାୟିତ୍ଵକୁ ବହୁତ ଭଲ ଭାବରେ ତୁଲାଇ ଥାନ୍ତି । ଭୁଲ କଥାରେ ଏମାନେ ବହୁତ ରାଗିଯାନ୍ତି । ଏମାନେ ସମାଜରେ ବହୁତ ନାମ କମାଇଥାନ୍ତି । ଏମାନେ ସମସ୍ତଙ୍କ ହୃଦୟରେ ରାଜ କରିଥାନ୍ତି ।

R ନାମର ଝିଅ

ଏହି ନାମର ଝିଅମାନେ ବହୁତ ବୁଦ୍ଧିମତି ହୋଇଥାନ୍ତି ଓ ମନରୁ ସଫା ହୋଇଥାନ୍ତି । ଏମାନେ କାହା ସହିତ ଭୁଲ ହେବାର ଦେଖି ପାରନ୍ତି ନାହିଁ । ଏମାନେ ନିଜ ପାର୍ଟନର ସହିତ ପରିବାର ଲୋକଙ୍କର ବହୁତ ସମ୍ମାନ କରିଥାନ୍ତି ।

Leave a Reply

Your email address will not be published. Required fields are marked *