କେବେ, କେମିତି ଓ କାହା ସହିତ ହେବ ଆପଣଙ୍କ ବିବାହ ? ଆରେଞ୍ଜ ମ୍ୟାରେଜ ହେବ ନା ଲାଭ ମ୍ୟାରେଜ ? ଦେଖନ୍ତୁ କଣ କହୁଛି ଆପଣଙ୍କ ବିବାହ ରେଖା ?

ନମସ୍କାର ବନ୍ଧୁଗଣ , ମଣିଷ ଜୀବନରେ କିଛି କାର୍ଯ୍ୟ କରିବା ପାଇଁ କିଛି ନିୟମ ମାନିବାକୁ ହୋଇଥାଏ ।ବିବାହ କରିବାକୁ ହେଲେ ମଧ୍ୟ ସେଥିରେ ଥିବା ସବୁ ନିୟମ ର ପାଳନ କରିବାକୁ ହୋଇଥାଏ ।ଯାହାଦ୍ଵାରା ଦୁଇଜଣ ବହୁତ ଭଲରେ ନିଜ ସାଂସାରିକ ଜୀବନକୁ ବହୁତ ଭଲରେ ବିତେଇପାରିବେ ।ତେଣୁ ସବୁଠାରୁ ପ୍ରଥମେ ଆପଣ ଆପଣଙ୍କର ଡାହାଣ ହାତ ସିଧା ଦେଖନ୍ତୁ। ପୁଅ ହୁଅନ୍ତୁ ବା ଝିଅ ହାତ ରେଖା ର ଅଧ୍ୟୟନ ପାଇଁ ସର୍ବଦା ହାତ କୁ ସିଧା ଦେଖାହୁଏ । କାରଣ ଏହା ହିଁ ଆମ ପରାକ୍ରମ ର ସ୍ରୋତ । ଯେଉଁ ଲୋକମାନେ ଲେଖିବା ପାଇଁ କିମ୍ବା କିଛି ବି କାମ କରିବା ପାଇଁ ନିଜର ବାମ ହାତ ବ୍ୟବହାର କରନ୍ତି ସେମାନେ ନିଜର ବାମ ହାତ ଦେଖାନ୍ତୁ ।

ଏବେ ଦେଖନ୍ତୁ ସବୁଠୁ ସାନ ଆଙ୍ଗୁଠି ର ତଳେ ଯେଉଁ ରେଖା ଅଛି ତାହା ହେଉଛି ବୁଦ୍ଧ ପର୍ବତ । ଆଉ ତା ତଳ ଵାଲା ରେଖା ହୃଦୟ ରେଖା । ମୁଖ୍ୟ ଭାବରେ ବୁଦ୍ଧ ରେଖା ଉପରେ ଯେଉଁ ରେଖା ଥିବ ତାହା ହିଁ ବିବାହ ରେଖା । ଯଦି ଆପଣଙ୍କର ବୁଦ୍ଧ ପର୍ବତ ବାହାରକୁ ବାହାରିଛି ତେବେ ବହୁତ ଭଲ । ଆଉ ଯଦି ଭିତରକୁ ପଶିଛି ତେବେ ବିବାହ ରେ ଅସୁବିଧା ସୃଷ୍ଟି ହେବ । ବୁଦ୍ଧ ପର୍ବତ ୨୦ ରୁ ୫୦ ଯାଏ ହୋଇଥାଏ ।

ଯଦି ଆପଣଙ୍କର ବୁଦ୍ଧ ପର୍ବତ ହୃଦୟ ରେଖା ପାଖରେ ଅଛି ତେବେ ଆପଣଙ୍କର ବାହାଘର ଜଲଦି ହୋଇଯିବ । ଯଦି ଏହା ମଝିରେ ଅଛି ତେବେ ଆପଣଙ୍କର ବାହାଘର ୨୫ ବର୍ଷ ରେ ହେବ । ଆପଣଙ୍କ ହାତରେ ଯଦି ବହୁତ ଗୁଡ଼ା ରେଖା ଅଛି ତେବେ ଭାବନ୍ତୁ ନାହିଁ ଆପଣଙ୍କର ସେତେଥର ବିବାହ ହେବ । ଯେଉଁ ରେଖା ଟି ଗାଢ଼ ହୋଇଥିବ ତାହା ହିଁ ଆପଣଙ୍କର ବିବାହ ରେଖା । ଆଉ ବାକି ସବୁ ରେଖା ଆପଣଙ୍କର ପ୍ରେମ କୁ ବୁଝାଇଥାଏ । ଯେଉଁ ସମ୍ପର୍କ ଆପଣଙ୍କର ଅଧା ରେ ରହିଯାଇଥାଏ ।

ସେଗୁଡିକ ପ୍ରେମ ସମ୍ପର୍କ କୁ ବୁଝାଇଥାଏ । ଯଦି ଆପଣଙ୍କର ବିବାହ ରେଖା ସିଧା ଅଛି ତେବେ ଆପଣଙ୍କର ବିବାହ ଖୁବ ଖୁସି ରେ ଯିବ । ଆପଣଙ୍କର ଜୀବନ ସାଥି ସଚ୍ଚୋଟ ଏବଂ ଖୁବ ଭଲ ପାଉଥିବ ଆପଣଙ୍କୁ । ଯଦି ଆପଣଙ୍କର ବିବାହ ରେଖା ହୃଦୟ ରେଖା ଆଡକୁ ନଇଁ ଥିବ ତେବେ ଆପଣ ବହୁତ ଶିଘ୍ର ଆଉ ଜଣଙ୍କ ପ୍ରତି ଆକର୍ଷିତ ହେଇଯିବେ ।

ଆପଣଙ୍କୁ ଜଣେଇ ଦେବାକୁ ଚାହୁଁ ଯେ ଯଦି ଆପଣଙ୍କର ହୃଦୟ ରେଖା ବୁଦ୍ଧ ପର୍ବତ ରୁ ନେଇ ଶନି ପର୍ବତ ଦେଇ ରେଖା ଯାଇଛି ତେବେ ଆପଣଙ୍କର ମନ ଅନୁସାରେ ବିବାହ ହେବ ନାହିଁ । ଯଦି ଆପଣ କାହାକୁ ଭଲ ବି ପାଉଛନ୍ତି ତେବେ ବି ଆପଣ ଆପଣଙ୍କର ଘର ଲୋକ ଙ୍କ କଥା ରେ ହିଁ ବିବାହ କରିବେ ଏବଂ ଆଉ ଜଣେ ହିଁ ଆପଣଙ୍କର ବିବାହ ନିର୍ଣ୍ଣୟ କରିବେ । ଆଉ ଯଦି ଆପଣଙ୍କ ହୃଦୟ ରେଖା ଗୁରୁ ପର୍ବତ ଦେଇଯାଇଛି ତେବେ ଅପଙ୍କର ପ୍ରେମ ବିବାହ ନିହାତି ଭାବରେ ହେବ । ଆପଣ ଯାହାକୁ ପସନ୍ଦ କରିବେ ତାକୁ ହିଁ ବିବାହ କରିବେ।

ଏବଂ ଯଦି ଆପଣଙ୍କର ଦୁଇ ହାତ ମିଶି ଗୋଟେ ଚାନ୍ଦ ହେଉଛି ତେବେ ଆପଣଙ୍କର ପ୍ରେମ ବିବାହ ହେବ। ଯଦି ଆପଣଙ୍କର ଶୁକ୍ର ପର୍ବତ ମସ୍ତିଷ୍କ ରେଖା ଆଉ ଆୟୁ ରେଖା ଉପରେ ଅଛି କିମ୍ବା ଉପର ଦେଇ ଚାଲିଯାଇଛି ତେବେ ଆପଣଙ୍କର ନିଶ୍ଚିତ ଛାଡପତ୍ର ହୋଇଯିବ । ଯଦି ଶୁକ୍ର ପର୍ବତ ରେ କିଛି ବି ଅସୁବିଧା ହୁଏ ତେବେ ନିଶ୍ଚିତ ଆପଣଙ୍କର ବିବାହ ଜୀବନରେ ଅସୁବିଧା ଦେଖାଯାଇଥାଏ ।ଦେଖନ୍ତୁ ଆପଣଙ୍କର ହାତ ରେ ଯେଉଁ ରେଖା ଅଛି ତାହାକୁ ତ ଆମେ ବଦଳାଇ ଦେଇପାରିବା ନାହିଁ ।

ଯଦି ରେଖା ସ୍ପଷ୍ଟ ଅଛି ତେବେ ବହୁତ ଭଲ । ଆଉ ଯଦି ହାତରେଖା ଦୂଷିତ ଅଛି ତେବେ ଏହାର ଏକ ମାତ୍ର ଉପାୟ ହେଲା ଭଗବାନ ଶିବ ଏବଂ ମା ପାର୍ବତୀ ଙ୍କୁ ପୂଜା କରନ୍ତୁ । କାରଣ ସବୁ ରେଖା ଠାରୁ ବି ଯିଏ ଶୁଭ ସିଏ ହେଉଛନ୍ତି ଭଗବାନ ଶିବ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *