ଇଣ୍ଡିଆନ କ୍ରିକେଟର Virat Kohli ଙ୍କ ସମ୍ପତ୍ତି କେତେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରେକେଟ ଟିମରେ ଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଳ ଲାଇଫ ଓ ନିଜ ଖେଳ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ଭାରତୀୟ କ୍ରେକେଟ ଟିମର କ୍ଯାପଟେନ ବିରାଟ କୋହିଲି । ବିରାଟ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ବିରାଟଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବିରାଟ କୋହିଲିଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବିରାଟ କୋହିଲି ଗୋଟେ ବର୍ଷରେ ୧୧୦ କୋଟି ଟଙ୍କା ଇନ୍କମ କରନ୍ତି । କ୍ରିକେଟ ବ୍ଯତୀତ ବିରାଟଙ୍କୁ ବ୍ରାଣ୍ଡ ଏମ୍ବସମେଣ୍ଟରେ ଅଧିକ ଟଙ୍କା ମିଳିଥାଏ । ବିରାଟଙ୍କୁ କୌଣସି ବ୍ରାଣ୍ଡର ପ୍ରମୋଶନ କରିବା ପାଇଁ ସବୁଠାରୁ ଅଧିକ ଟଙ୍କା ମିଳିଥାଏ ଓ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ରୁ ୨୦ଟି ବ୍ରାଣ୍ଡର ଆମ୍ବାସେଟର ଅଛନ୍ତି । ସେ ଗୋଟିଏ ବ୍ରାଣ୍ଡର ପ୍ରମୋଶନ ପାଇଁ ୧୦ କୋଟି ରୁ ୧୦୦ କୋଟି ଟଙ୍କାର ଡିମାଣ୍ଡ କରିଥାନ୍ତି । ଏହି କିଛି ଦିନ ତଳେ ସେ ପୁମା ବ୍ରାଣ୍ଡର ଆମ୍ବାସେଟର ହୋଇ ୧୧୦ କୋଟି ଟଙ୍କାର ଡିଲ ସାଇନ କରିଛନ୍ତି ।

ବନ୍ଧୁଗଣ ଭାରତ ଇତିହାସରେ ଏତେ ଟଙ୍କା ଗୋଟେ ବ୍ରାଣ୍ଡ ପ୍ରମୋଶନ ପାଇଁ କେହିବି ନେଇ ନାହାନ୍ତି । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିରାଟ କୋହିଲି ଯେଉଁ ପାଣିକୁ ପିଅନ୍ତି ତାହା ବହୁତ ମହଙ୍ଗା ଅଟେ । ବନ୍ଧୁଗଣ ବିରାଟ ଏଭିଆନ କମ୍ପାନୀର ପାଣି ପିଅନ୍ତି । ଏହି ପାଣିକୁ ଫ୍ରାନ୍ସରୁ ମଗାଯାଏ । ଏହି ପାଣିର ୧ ଲିଟରର ଦାମ ହେଉଛି ୬୦୦ ଟଙ୍କା ରୁ ନେଇ ୩୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଏହି ପାଣିକୁ କେତେକ କ୍ରିକେଟରଙ୍କ ସହ ଫିଲ୍ମ ଷ୍ଟାର ମାନେ ମଧ୍ୟ ପିଅନ୍ତି । କାରଣ ଏହି ପାଣି ସ୍କିନକୁ ଗ୍ଲୋ କରାଇବା ସହିତ ଓଜନକୁ ହ୍ରାସ କରାଇଥାଏ ।

ବିରାଟ କୋହିଲି ଯେଉଁ ଘଣ୍ଟା ପିନ୍ଧିଥାନ୍ତି ତାର ମୂଲ୍ୟ ହେଉଛି ୭୦ ଲକ୍ଷ ଟଙ୍କା । ବିରାଟ କୋହିଲି ଜଣେ ଖେଳାଳି ହେବା ସହ ଜଣେ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି । ବିରାଟ ଗୋଟେ ଟେଷ୍ଟ ମ୍ଯାଚ ଖେଳିବା ପାଇଁ ୭ ଲକ୍ଷ, ଗୋଟେ ୱାନ ଡେ ମ୍ଯାଚ ଖେଳିବା ପାଇଁ ୫ ଲକ୍ଷ ଓ ଏକ ୨୦୨୦ ମ୍ଯାଚ ଖେଳିବା ପାଇଁ ଅଢେଇ ଲକ୍ଷ ଟଙ୍କା ନେଇଥାନ୍ତି । ଏହା ବ୍ଯତୀତ ସେ ଆଇପିଏଲର ଏକ ସିଜନ ଖେଳବା ପାଇଁ ୧୭ ରୁ ୨୦ କୋଟି ଟଙ୍କା ନେଇଥାନ୍ତି ।

ବନ୍ଧୁଗଣ ବିରାଟ ବିବାହ କରିବା ପୂର୍ବରୁ ମୁମ୍ବାଇରେ ଏକ ସି ଫେସିଙ୍ଗ ଆପର୍ଟମେଣ୍ଟ ନେଇଥିଲେ ଯାହାର ଦାମ ହେଉଛି ୪୦ କୋଟି ଟଙ୍କା । ବିବାହ ପରେ ଅନୁସ୍କାଙ୍କୁ ନିଜର ଏକ ଘର ଦରକାର ଥିଲା ତେଣୁ ବିରାଟ ଗୁଡଗାଁରେ ଏକ ନୂଆ ଘର କିଣି ଥିଲେ ଯାହାର ଦାମ ହେଉଛି ୯୦ କୋଟି ଟଙ୍କା । ବନ୍ଧୁଗଣ ଏହି ଘରେ ସମସ୍ତ ପ୍ରକାରର ସୁଖ ସୁବିଧା ରହିଛି । ରିପୋର୍ଟସ ମୁତାବକ ଏହି ଘରେ ସ୍ଵୀମିଙ୍ଗ ପୁଲ, ଜିମ୍ ଓ ଫିଲ୍ମ ଥିଏଟର ଆଦି ସମସ୍ତ ସୁବିଧା ରହିଛି । ଏହା ବ୍ଯତୀତ ତାଙ୍କର ବହୁତ ସାରା ଲକ୍ସରି କାର୍ସ ମଧ୍ୟ ଅଛି ।

ବନ୍ଧୁଗଣ ବିରାଟଙ୍କୁ ଭିନ୍ନ ଭିନ୍ନ ଖାଦ୍ୟ ଖାଇବା ପାଇଁ ବହୁତ ଭଲ ଲାଗିଥାଏ ହେଲେ ସେ ଅନ୍ୟ କୌଣସି ସ୍ଥାନକୁ ଯାଇ ଖାଦ୍ୟ ଖାଇ ପାରିବେ ନାହିଁ, କାରଣ ଭାରତରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ତେଣୁ ସେ ଦିଲ୍ଲୀରେ ନିଜର ଏକ ରେଷ୍ଟୁରେଣ୍ଟ ଖୋଲିଛନ୍ତି ଯାହାର ନାମ ହେଉଛି ନୋଏଭା । ଏହି ସ୍ଥାନରେ ବିରାଟ ନିଜ ଫ୍ୟାମିଲି ସହ ଯାନ୍ତି ଓ ଏହି ରେଷ୍ଟୁରେଣ୍ଟ ଦ୍ଵାରା ବିରାଟ ପ୍ରତି ବର୍ଷ ପ୍ରାୟ ୧୦ କୋଟି ଟଙ୍କା କମାଇ ଥାନ୍ତି । ବନ୍ଧୁଗଣ ବର୍ତ୍ତମାନ ସମୟରେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୬୩୦ କୋଟି ଟଙ୍କା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *