ବିବାହ ପରେ ଝିଅ ନିଜ ପ୍ରେମୀ ସହ ହେଲା ଫେରାର, ଗାଆଁ ଲୋକେ ଦୁଃଖୀ ବରକୁ ଦେଲେ ଏମିତି ଗିଫ୍ଟ କି …

ଆଜି ଆମେ ଆପଣଙ୍କୁ ଆମର ଏହି ପୋସ୍ଟରେ ଏକ ଏମିତି ରୋଚକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ବିହାରର ଗୋପାଳଗଞ୍ଜର ଅଟେ । ଏଠାରେ ରହୁଥିବା ଏକ ଝିଅର ବିବାହ କୁଶୀନଗର କ୍ଷେତ୍ରର ଏକକ ପୁଅ ସୁଧୀର କୁମାର ସହ ଠିକ ହୋଇଥିଲା । ବହୁତ ଧୁମ ଧାମରେ ସବୁ ରୀତିନୀତିରେ ଦୁଇ ଜଣଙ୍କ ବିବାହ ମଧ୍ୟ ହେଲା ।

ଏହି ବିବାହ ପରେ ଯେତେବେଳେ ଝିଅ ବିଦାୟ ର ବାରି ଆସିଲା ସେତେବେଳେ ଝିଅକୁ ଖୋଜାଗଲା । ସେତେବେଳେ ଝିଅ କେଉଁଠି ବି ନଥିଲା । ଏହା ପରେ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ।

ପରେ ଜଣା ପଡିଲା କି ସେ ତାର ପ୍ରେମୀ ସହିତ ଖସି ପଳାଇଛି । ତା ପରେ ବହୁତ ଗଣ୍ଡଗୋଳ ହୋଇଗଲା ଓ ପୁଅ ଘରବାଲା ପୋଲିସକୁ ଡାକିଲେ ତ ସେଠାରୁ ଝିଅ ଘର ଲୋକ ବି ଖସି ପଳାଇଲେ । ଏବେ ମାମଲା ବହୁତ ଅଧିକ ବଢିଯାଇଥିଲା ଓ ଗାଁ ଲୋକ ମଧ୍ୟ ଏକଜୁଟ ହୋଇଗଲେ ଓ କହିଲେ କି ଯାହା ହେଇ ଗଲା ତ ହେଇଗାଲା ଏବେ ତାହାକୁ ବଦଳା ତ ଯାଇପାରିବ ନାହିଁ ।

ଗାଁ ର ବଡ ଓ ଗୁରୁଜନ ଲୋକମାନେ ତାଙ୍କୁ ପ୍ରସ୍ତାବ ଦେଲେ କି ସେମାନେ ଚାହିଁଲେ ଅନ୍ୟ ଏକ ଝିଅ ସହିତ ତାଙ୍କର ବିବାହ କରାଇ ପାରିବେ । ଏହା ପରେ ବର ଓ ତାର ଘର ଲୋକଙ୍କୁ ବି ଏହି ପ୍ରସ୍ତାବ ପସନ୍ଦ ଆସିଲା ଓ ସୁଧୀର କୁମାର ର ବିବାହ ସେହି ଗାଁ ର ଏକ ଝିଅ ସୁନିତା ସହିତ କରାଇ ଦିଆଗଲା । ଏହା ପରେ ବର ଖୁସି ମନରେ ବୋହୁକୁ ଓ ବର ଯାତ୍ରୀଙ୍କୁ ନେଇ ଫେରିଗଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *