ବିବାହ ବାର୍ଷିକିରେ ୧ କିଲୋର ସୁନା ପିନ୍ଧିବା ପଡିଲା ମହଙ୍ଗା, ଫଟୋ ଭାଇରାଲ ପରେ ଏବେ…

ବନ୍ଧୁଗଣ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ବିବାହ ବାର୍ଷିକୀ ରେ ଜଣେ ମହିଳା ପିନ୍ଧିଥିଲେ ୧ କିଲୋ ର ସୁନା ହାର । କିନ୍ତୁ ସୋସିଆଲ ମିଡିଆ ରେ ଏହି ଦୁହିଁ ସ୍ୱାମୀ ସ୍ତ୍ରୀ ଙ୍କ ଫଟୋ ଭା-ଇ-ରା-ଲ ହେବା ପରେ ଥା-ନା ର ଦ୍ୱାରସ୍ଥ ହୋଇଛନ୍ତି ଦମ୍ପତ୍ତି ।

ତେବେ ପୋ-ଲି-ସ ପଚାରିବାରୁ ଦମ୍ପତ୍ତି ଙ୍କ କଥା ଶୁଣି ପୋ-ଲି-ସ ଙ୍କ ହୋସ ଉଡ଼ି ଯାଇଥିଲା । ସୂଚନା ଅନୁସାରେ, ମୁମ୍ବାଇ ଭୀମଣ୍ଡି ଗାଁ ରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି । ଏହି ନିକଟରେ ଏହି ବ୍ୟକ୍ତି ଜଣକ ନିଜର ବିବାହ ବାର୍ଷିକି ପାଳନ କରିଥିଲେ । ଏହି ସମୟ ରେ ସେହି ବ୍ୟକ୍ତି ଜଣକ ନିଜ ପତ୍ନୀ ଙ୍କୁ ଏକ ଲମ୍ବା ମଙ୍ଗଳସୁତ୍ର କୁ ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହା ଏତେ ଅଧିକ ଲମ୍ବା ଥିଲା ଯେ ପତ୍ନୀ ଙ୍କ ଆଣ୍ଠୁ ପର୍ଯ୍ୟନ୍ତ ଏହି ମଙ୍ଗଳସୁତ୍ର ଟି ଲମ୍ବି ଥିଲା ।

ସ୍ୱାମୀ ଓ ସ୍ତ୍ରୀ ଙ୍କ ଏହି ଫଟୋ ଟି ସୋସିଆଲ ମିଡିଆ ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଲା । ଫଟୋ ଟି ଭା-ଇ-ରା-ଲ ହେବା ପରେ ଲୋକେ ଏହି  ବିଷୟରେ ଅନେକ କଥା ଚର୍ଚ୍ଚା କରିଥିଲେ । ଏହା ସହିତ ଏହି କଥା ପୋ-ଲି-ସ କାନ କୁ ମଧ୍ୟ ପହଞ୍ଚି ଯାଇଥିଲା । ପରେ ପୋ-ଲି-ସ ଏହି ଦମ୍ପତ୍ତି ଙ୍କୁ ଥା-ନା କୁ ଡାକିଥିଲେ ।

ତେବେ ପୋ-ଲି-ସ ପ୍ରଶ୍ନ କରିବାରୁ ଵାଲା କୋଲି ଉତ୍ତର ରେ ଯାହା କହିଥିଲେ ତାହା ଶୁଣି ପୋ-ଲି-ସ ଆଶ୍ଚର୍ଯ୍ୟ ହୋଇଥିଲା । ଵାଲା କୋଲି ଙ୍କ ମତରେ ଆନିଭର୍ସରୀ କୁ ଟିକେ ନିଆରା ଢଙ୍ଗ ରେ ପାଳନ କରିବା ପାଇଁ ଦୁହେଁ ନିଷ୍ପତ୍ତି ନେଇଥିଲେ । ସେ ନିଆରା ଉପହାର ଭେଟ କରିଥିଲେ । କିନ୍ତୁ ନିଜ ପତ୍ନୀ ଙ୍କୁ ଦେଇଥିବା ୧ କିଲୋ ର ହାର ରେ ଅସଲି ସୁନାର ଅଳଙ୍କାର ନଥିଲା ।

କଲ୍ୟାଣ ଜୁଏଲେରୀ ର ଜଣେ କାରିଗର ଏହି ନ-କ-ଲି ହାର କୁ ପ୍ରସ୍ତୁତ କରିଥିଲେ । ଏହି ନ-କ-ଲି ହାର କୁ ପ୍ରସ୍ତୁତ କରିବା ନିମନ୍ତେ ପାଖାପାଖି ଖର୍ଚ୍ଚ ହୋଇଥିଲା ୩୮ ହଜାର ଟଙ୍କା । ତେବେ ଏହା ବିଷୟରେ ପୋ-ଲି-ସ ସମ୍ପୂର୍ଣ୍ଣ କଥା ଜାଣିବା ପରେ ଦମ୍ପତ୍ତି ଙ୍କୁ ଦ-ଣ୍ଡ ଦେବା ବଦଳ ରେ ଚେ-ତା-ଇ ଦେଇଥିଲା ଯେ, ଆପଣ ଏହିଭଳି ନ-କ-ଲି କିମ୍ବା ଅ-ସ-ଲି ହାର ପିନ୍ଧି ସୋସିଆଲ ମିଡିଆ ରେ ଫଟୋ ଛାଡ଼ନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ଏହା ଆପଣଙ୍କ ପାଇଁ ବି-ପ-ଦ ସୃଷ୍ଟି କରିପାରେ । ତେଣୁ ଏଥିପ୍ରତି ସା-ବ-ଧା-ନ ଓ ସ-ତ-ର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *