ଅକ୍ସିଜେନ ସପୋର୍ଟରେ ମା’ ବନେଇଲେ ଖାଇବା, ପୁଅ କହିଲା ନିସ୍ଵାର୍ଥ ପ୍ରେମ ତ ଲୋକ କହିଲେ…

ନମସ୍କାର ବନ୍ଧୁଗଣ ଏହି କଥାରେ କୌଣସି ସନ୍ଦେହ ନାହିଁ କି ମାଆ ସର୍ଵଦା ନିଃସ୍ୱାର୍ଥ ଭଲ ପାଇବା ଦେଇଥାନ୍ତି। ନିଜ ଅପେକ୍ଷା ଅନ୍ୟ ର କଥା ଅଧିକ ଭାବି ଥାଆନ୍ତି। ତାଙ୍କ ଦେହ ଭଲ ଥାଉ କିମ୍ବା ନ ଥାଉ କିମ୍ବା ସେ ବେମାର ଥାଆନ୍ତୁ ସବୁ ପରିସ୍ଥିତି ରେ ସେ କାମ କରିବା ଛାଡ଼ନ୍ତି ନାହିଁ।

ତେବେ କିଛିଦିନ ହେବ ଏକ ଫୋଟୋ ବହୁତ ଭାଇରାଲ ହେଉଛି। ଯେଉଁ ଥିରେ ଜଣେ ମାଆ ଅକ୍ସୀଜେନ କୁ ମୁହଁ ରେ ଲଗାଇ ରୋଷେଇ ଘରେ ଖାଇବା ପ୍ରସ୍ତୁତ କରୁଛନ୍ତି। ଏହି ଫୋଟୋ କୁ ଛାଡି ସେଥିରେ ଲେଖିଛନ୍ତି ନିଃସ୍ୱାର୍ଥ ପ୍ରେମ ସେ ନିଜର କର୍ତ୍ତବ୍ୟ ରୁ କେବେବି ଓହରି ନଥାନ୍ତି  । ଏହି ଫୋଟୋ କୁ ଯିଏ ଛାଡିଛି ସେ ଏହାକୁ ଗର୍ବ ର ସହିତ କହିବା ବେଳେ ଅନ୍ୟ ଲୋକ ମାନେ ଏହି ଭାବନା କୁ ବହୁତ ନିନ୍ଦା କରୁଛନ୍ତି।

କେହି କହିଛନ୍ତି କି ଘରେ ଯଦି ଖାଇବା କାହାକୁ ପ୍ରସ୍ତୁତ କରି ଆସେ ନାହିଁ ତେବେ ଏହାର ଜୁଗାଡ଼ କରିବା ଆପଣ ଙ୍କର ଦାୟିତ୍ୱ କିନ୍ତୁ ନିଜ ବେମାର ମାଆ ଯିଏ ଅକ୍ସୀଜେନ କୁ ପିନ୍ଧି କାମ କରାଇବା ଉଚିତ ନୁହେଁ ତାଙ୍କୁ ଆରାମ କରିବା ଆବଶ୍ୟକ ।

ନବୀନ ନୋରଂହା ନିଜ ଟ୍ୱିଟର ରେ ଏହି ଫୋଟୋ କୁ ସେୟାର କରି ଲେଖିଛନ୍ତି ବହୁତ ଫାଲତୁ ଜିନିଷ ଏ ସବୁ ନିଜ ମାଆ ଙ୍କୁ ବିଶ୍ରାମ ନ କରାଇ କିଭଳି ଭାବେ କାମ କରାଇ ପାରୁଛନ୍ତି।
ତେବେ କିଛି ଲୋକ କହିଛନ୍ତି କି ନିଃସ୍ୱାର୍ଥ ପ୍ରେମ ର ନାମ ଦେଇ ସେହି ମହିଳାଙ୍କ ତ୍ୟାଗ, ଦୁଃଖ, ଏବଂ କଷ୍ଟ କୁ ହାଇଲାଇଟ କରି ତାକୁ ଭଲ ଦେଖାଇବା ବହୁତ ଖରାପ ଅଟେ। ଏହି ସମୟରେ ନିଜ ମାଆ ଙ୍କୁ ବିଶ୍ରାମ ର ନିହାତି ଆବଶ୍ୟକ ଏବଂ ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *