Jyotish Shastra- ପବିତ୍ର ସାବିତ୍ରୀ ବ୍ରତରେ ମହା ସଂଯୋଗ, ଏହି ୭ ଟି ରାଶିରେ ହେବ ଧନର ବର୍ଷା

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସାବିତ୍ରୀ ବ୍ରତ ର ବିଶେଷ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଓଡ଼ିଆ ସଧବା ନାରୀ ଙ୍କ ପାଇଁ ଏହା ଏକ ମୁଖ୍ୟ ପର୍ବ ଅଟେ । ପ୍ରତି ବର୍ଷ ଜ୍ୟୋଷ୍ଠ ମାସରେ ଏହି ସାବିତ୍ରୀ ବ୍ରତ ପାଳନ କରାଯାଇଥାଏ ।

ଏହି ବର୍ଷ ଜୁନ ମାସ ୧୦ ତାରିଖ ଦିନ ସାବିତ୍ରୀ ବ୍ରତ ପଡୁଛି । ଏହି ଦିନ ସଧବା ନାରୀ ମାନେ ନିଜର ପତି ଙ୍କ ଦୀର୍ଘାୟୁ ନିମନ୍ତେ ବ୍ରତ ରଖିଥାନ୍ତି । ଏହି ଶୁଭ ଅବସର ରେ ସ୍ତ୍ରୀ ଲୋକ ମାନେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଆ ଙ୍କ ମନ୍ଦିର ଯାଇଥାନ୍ତି ଏବଂ ସାବିତ୍ରୀ ମାତା ଙ୍କୁ ନୂଆ ଶାଢ଼ୀ, ସିନ୍ଦୁର, ଅଳତା ଓ ଭୋଗ ଅର୍ପଣ କରି ନିଜ ପତି ଙ୍କ ଦୀର୍ଘ ଆୟୁଷ ନିମନ୍ତେ ପ୍ରାର୍ଥନା କରିଥାନ୍ତି । ଏହି ସାବିତ୍ରୀ ବ୍ରତରେ ଏକ ଶୁଭ ସଂଯୋଗ ନିର୍ମାଣ ହେଉଛି ଯାହା ଦ୍ଵାରା ଏହି 4 ଟି ରାଶି ବହୁତ ଲାଭବାନ ହେବେ ।

ବନ୍ଧୁଗଣ ଏହି ରାଶି ମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ଏହି ରାଶିର ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଏହି ରାଶି କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ ଅଟକି ଯାଇଥିବା କାର୍ଯ୍ୟ ପୂର୍ଣ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଭବିଷ୍ୟତରେ ବହୁତ ବଡ଼ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ଏହି ରାଶି ମାନଙ୍କୁ ନିଜ ମାତାପିତା ଙ୍କ ଠାରୁ ମଧ୍ୟ ଧନ ଲାଭ ହେବାର ସମ୍ଭାବନା ରହିଛି । ଏହି କାରଣରୁ ଏମାନଙ୍କ ଜୀବନ ହସଖୁସିରେ ପରିପୂର୍ଣ୍ଣ ହୋଇଯିବ ।

ମାତା ଲକ୍ଷ୍ମୀ ଙ୍କ କୃପା ରେ ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଏମାନଙ୍କ ଜୀଵନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବାକୁ ଯାଉଛି । ଦୀର୍ଘ ୫୦ ବର୍ଷ ପରେ ଏହି ରାଶି ମାନଙ୍କ ରାଜଯୋଗ ର ସମ୍ଭାବନା ରହିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ଜୀବନ ରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

ବନ୍ଧୁଗଣ ଯଦି ଆପଣ ମଧ୍ୟ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଥିବେ ଆପଣଙ୍କ ଜୀବନରେ ଅନେକ ପ୍ରକାରର ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ  କୃପାଦୃଷ୍ଟି ସବୁଠାରୁ ଅଧିକ ରହିବ । ଭକ୍ତି ମନରେ ମାତା ଅଲଖମି ଙ୍କ ଆରାଧନା କରି କରାଯାଇଥିବା କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ ।

ବାରମ୍ବାର କରାଯାଇଥିବା ପ୍ରୟାସ ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେବ । ସକାଳୁ ଉଠି ସର୍ଵ ପ୍ରଥମେ ମାତା ଲକ୍ଷ୍ମୀ ଙ୍କ ଆରାଧନା କରି ଆରମ୍ଭ କରିଥିବା କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ ହେବ ଏବଂ ଏହା ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେବ । ତେବେ ସେହି ଭାଗ୍ୟଶାଳି ରାଶି ଗୁସିକ ହେଉଛନ୍ତି ମିଥୁନ ରାଶି, କନ୍ୟା ରାଶି, ସିଂହ ରାଶି ଓ ତୁଳା ରାଶି ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *